Odia Jokes- 1980 ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ, “ଚିଲେଇବୁନି..ସେ ଯାହା କରିବେ କରିବାକୁ ଦବୁ, 2021ର ଚଉଠି ରାତି ପୂର୍ବରୁ ଦୁଲହନକୁ ତା’ର ସାଙ୍ଗ କୁହେ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଗୋଟେ ମହିଳା ତାର ଚାକରକୁ କହିଲା…

ମହିଳା- ମୁ ଆରାମ କରିବାକୁ ଯାଉଛି, ଗ୍ଯାସରେ କୁକର ବସେଇଛି ତିନୋଟି ସିଟି ବାଜିବା ପରେ ବନ୍ଦ କରିଦବୁ…

ଚାକର- ଠିକ ଅଛି ମ୍ୟାଡମ…

ଏହା ପରେ ମହିଳା ନିଜ ରୁମକୁ ଗଲା ଆରାମ କରିବା ପାଇଁ କିଛି ସମୟ ହେଉଛି ଚାକର କବାଟ ବାଡେଇଲା…

ଚାକର- ମ୍ୟାଡମ

ମହିଳା- କଣ ହେଲା ?

ଚାକର- ସିଟି ଆପଣ ମାରିବେ ନା ସାର ମାରିବେ…!!

୨. ଯଦି ନିଜ ସୁନ୍ଦରତାକୁ ଦେଖି କାହାର ଗର୍ବ ହେଉଥିବ

ତା ହେଲେ ତାକୁ କୁହ ନିଜ ଆଧାର କାର୍ଡର ଫଟୋ ଦେଖିବା ପାଇଁ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯିବ…!!

୩. ମହିଳା ଡାକ୍ତରକୁ କହିଲା…

ମହିଳା- ସାର ଆଙ୍କର ରୋଗକୁ ଠିକ କରନ୍ତୁ ସେ ରାତିରେ ଜୋର ଜୋର ସେ ମୋ ନାମ ନେଇ ଚିତ୍କାର କରୁଛନ୍ତି ।

ଡାକ୍ତର- ତା ହେଲେ ଆପଣ ତ ବହୁତ ଭାଗ୍ୟଶାଳୀ

ମହିଳା- ନାହିଁ ସାର, କାଲୀ ତାଙ୍କ ପତ୍ନୀ ଆସିବେ ତ ସେଥିପାଇଁ କହୁଛି

୪. ପୁଅ ଝିଅକୁ କହିଲା…

ପୁଅ- ତମେ ହ୍ଵାଟ୍ସଆପ କୁ ଅପଡେଟ କରିଦିଅ

ଝିଅ- କେମିତି କରନ୍ତି ?

ପୁଅ-ପ୍ଲେ ଷ୍ଟୋର କୁ ଯାଇ

ଝିଅ- ଆମ ଗାଁରେ ପ୍ଲେ ଷ୍ଟୋର ନାହିଁ ହେଲେ ପ୍ଲେ ଗ୍ରାଉଣ୍ଡ ଅଛି ସେଠିକି ଗଲେ ହବନି ?

୬. ବ୍ଲାକ ଫିଲ୍ମ ରିଲିଜ ହେଲା ୨୦୦୫ରେ,

ବ୍ଲୁ ଫିଲ୍ମ ରିଲିଜ ହେଲା ୨୦୦୯ରେ ଓ

ପିଙ୍କ ଫିଲ୍ମ ରିଲିଜ ହେଲା ୨୦୧୬ରେ

ଆଉ ଅଲଗା କଲର ପାଇଁ ଅପେକ୍ଷା କରନ୍ତୁ ନାହିଁ ଯାଇ କଲର୍ସ ଚ୍ଯାନେଲ ଦେଖିଦିଅନ୍ତୁ ।

୭. ପ୍ରଥମ ଥର ଯେତେବଳେ ତାକୁ ଦେଖିଲି ଭାବିଥିଲି ସେ ଖାଲି ମୋର…

ତା ଆଖି ସମୁଦ୍ରରୁ ଅଧିକ ଗଭୀର ଥିଲା ହେଲେ ପ୍ରପୋଜ କରି କରି ଥକି ଗଲି…

ଶେଷରେ ଜଣା ପଡିଲା ସେ କାଲୁଣୀ ଥିଲା ।

୮. ପପୁ ନିଜ ଗାର୍ଲଫ୍ରେଣ୍ଡ ସହ ଗାର୍ଡେନରେ ଦେଖା ହେଲା…

ଗାର୍ଲଫ୍ରେଣ୍ଡ- ଜାନୁ, ଗୋଟେ କଥା କହିଲ ପ୍ରେମ ବିବାହ ପରେ କରିବା ଦରକାର ନା ବିବାହ ପୂର୍ବରୁ ?

ପପୁ- ତମେ କେବେ ବି କରିପାରିବ ହେଲେ ଯେମିତି ତମ ସ୍ତ୍ରୀକୁ ଏହା ବିଷୟରେ ଜଣା ନପଡେ…!!

୯.  1980 ର

ଚଉଠି ରାତି ପୂର୍ବରୁ ଦୁଲହନ କୁ ତା’ର ସାଙ୍ଗ କୁହେ- “ଚିଲେଇବୁନି… ସେ ଯାହା କରିବେ କରିବାକୁ ଦବୁ

2021 ର

ଚଉଠି ରାତି ପୂର୍ବରୁ ଦୁଲହନ କୁ ତା’ର ସାଙ୍ଗ କୁହେ…

“ଜୋର ଜୋର ରେ ଚିଲେଇବୁ…ଯାହା ଦ୍ଵାରା ତାକୁ ଲାଗିବ କି ସେ ହିଁ ଓପେନିଙ୍ଗ ବ୍ୟାଟ୍ସମ୍ୟାନ ଅଟେ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *