Interesting Gk Questions – 2 ଟି ସେଓ କୁ ନ କାଟି 3 ଜଣ ଲୋକଙ୍କ ମଧ୍ୟରେ କିପରି ବାଣ୍ଟିହେବ ?

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଆପଣ କେତେକ ଏମିତି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣିବା ପାଇଁ ସରଳ ଲାଗିଥାଏ କିନ୍ତୁ ତାହାର ଉତ୍ତର ଦେବା ଗୋଟେ ତରଫରୁ କଠିନ ହୋଇ ଯାଇଥାଏ । ଆଜି ଆମେ କଥା ହେବା କିଛି ଆହୁରି ନୂଆ ପ୍ରଶ୍ନର ଉତ୍ତର ଯାହା IAS ଇଣ୍ଟର୍ଭିଉରେ ପଚରା ଯାଉଛି । ଏହି ପ୍ରଶ୍ନ ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ଯଦି ଆପଣ ନିଜ ବୁଦ୍ଧିକୁ ପରୀକ୍ଷା କରିବାକୁ ଚାହାନ୍ତି ତେବେ ଆପଣ ଆମକୁ ଏହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ଦେଇ ପାରିବେ । ତେବେ ଚାଳନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଏହି ଖେଳ ।

ପ୍ରଶ୍ନ-୧

ଗରିବ ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୨୮ ଜୁନ

ପ୍ରଶ୍ନ-୨

କେଉଁ ଦେଶରେ ପିଲା ଜନ୍ମ କଲେ ପୁରସ୍କାର ମିଳିଥାଏ ?

ଉତ୍ତର – ସିଙ୍ଗାପୁର ରେ

ପ୍ରଶ୍ନ-୩

ଭାରତରେ କେତୋଟି ଭାଷା କୁହାଯାଏ ?

ଉତ୍ତର – ୧୨୨ ଭାଷା

ପ୍ରଶ୍ନ-୪

ଭାରତ କେଉଁ ମହାଦ୍ଵୀପ ରେ ଅବସ୍ଥିତ ?

ଉତ୍ତର – ଏସିଆ

ପ୍ରଶ୍ନ-୫

ସୂର୍ଯ୍ୟ ମଣ୍ଡଳ ର ସବୁଠୁ ଗରମ ଗ୍ରହ କଣ ଅଟେ ?

ଉତ୍ତର – ଶୁକ୍ର ଗ୍ରହ

ପ୍ରଶ୍ନ-୬

ଆକବର କିଲା କେଉଁ ରାଜ୍ୟରେ ଅବସ୍ଥିତ ?

ଉତ୍ତର- ଆଜମେର (ରାଜସ୍ଥାନ)

ପ୍ରଶ୍ନ-୭

କେଉଁ ପଶୁ ଘାଇଲା ହେଇଗଲେ ମଣିଷ ପରି କାନ୍ଦିଥାଏ ?

ଉତ୍ତର – ଭାଲୁ

ପ୍ରଶ୍ନ-୮

ଲ୍ୟାଣ୍ଡ ଅଫ କଙ୍ଗାରୁ କାହାକୁ କୁହନ୍ତି ?

ଉତ୍ତର – ଅଷ୍ଟ୍ରେଲିଆ

ପ୍ରଶ୍ନ-୯

ଭାରତରେ ସୁନା ଖଣି କେଉଁଠି ଅଛି ?

ଉତ୍ତର – କୋଲାର

ପ୍ରଶ୍ନ-୧୦

ଦୁନିଆର ସବୁଠୁ ଛୋଟ ଫୁଲ କଣ ଅଟେ ?

ଉତ୍ତର – ବୋଲଫିଆ

ପ୍ରଶ୍ନ-୧୧ କେଉଁ ଜୀବ ମୁହଁ ରେ ପାଣି ପିଇଥାଏ ?

ଉତ୍ତର – ବେଙ୍ଗ

ପ୍ରଶ୍ନ-୧୨

ଭାରତରେ ପ୍ରଥମ ମେଟ୍ରୋ କେଉଁଠି ଚାଲିଥିଲା ?

ଉତ୍ତର – କୋଲକାତା

ପ୍ରଶ୍ନ-୧୩

ଭାରତର ସେକ୍ସପିୟର କାହାକୁ କୁହାଯାଏ ?

ଉତ୍ତର – କାଳିଦାଶ

ପ୍ରଶ୍ନ-୧୪

ବିଶ୍ଵର ସର୍ବାଧିକ ମତଦାତା ବାଲା ଦେଶ କଣ ଅଟେ ?

ଉତ୍ତର- ଭାରତ

ପ୍ରଶ୍ନ-୧୫

ଏସିଆ ର ସବୁଠୁ ବଡ ଦେଶ କଣ ଅଟେ ?

ଉତ୍ତର – ଚୀନ

ପ୍ରଶ୍ନ-୧୬

ଭାରତର ଆର୍ଥିକ ବର୍ଷ କେବେ ଠାରୁ ଆରମ୍ଭ ହୋଇଥାଏ ?

ଉତ୍ତର – ୧ ଏପ୍ରିଲ

ପ୍ରଶ୍ନ-୧୭

ବିଶ୍ଵର ସବୁଠୁ ଡେଙ୍ଗା ବୃକ୍ଷ କେଉଁଠି ମିଳିଥାଏ ?

ଉତ୍ତର – କାଲିଫର୍ଣ୍ଣିଆ

ପ୍ରଶ୍ନ-୧୮

କଳା ରଙ୍ଗର ହଁସ କେଉଁଠି ମିଳିଥାନ୍ତି ?

ଉତ୍ତର – ଅଷ୍ଟ୍ରେଲିଆ

ପ୍ରଶ୍ନ-୧୯

ଅଲମ୍ପିକ ର ଆରମ୍ଭ କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଗ୍ରୀକ

ପ୍ରଶ୍ନ-୨୦

କେଉଁ ରଙ୍ଗରେ ବ୍ଲଡ ପ୍ରେସର ବଢିଥାଏ ?

ଉତ୍ତର – ଲାଲ ରଙ୍ଗ

ପ୍ରଶ୍ନ-୨୧

ଦୁଇଟି ସେଓ କୁ ନ କାଟି ୩ ଜଣ ଲୋକଙ୍କ ମଧ୍ୟରେ କିପରି ବାଣ୍ଟିବା ?

ଉତ୍ତର – ସେଓ ର ଜୁସ ବନେଇ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *