Jyotish Shastra- ଏହି 2 ଟି ନାମର ମହିଳାଙ୍କୁ କେବେ ବି ମିଳି ନଥାଏ ସ୍ଵାମୀଙ୍କ ଭଲ ପାଇବା, ସର୍ବଦା ରହିଥାନ୍ତି ଦୁଃଖୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ , ବାହାଘର ହେଉଛି ସମସ୍ତଙ୍କ ଜୀବନ ର ଏକ ଵିଶେଷ ଅଂଶ । ବାହାଘର ପରେ ସ୍ଵାମୀ ସ୍ତ୍ରୀ ଙ୍କ ସଂପର୍କ ଏକ ଏମିତି ସମ୍ପର୍କ ହୋଇଯାଏ ଯେ ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଶ୍ରେଷ୍ଠ ହୋଇଯାଇ ଥାଏ । ଏହି ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ଉର୍ଦ୍ଧ୍ଵ ରେ ରୁହେ । ବାହାଘର ପୁର୍ବରୁ ତ ସମସ୍ତେ ପରସ୍ପର ଠାରୁ ଅଜଣା ଥାନ୍ତି କିନ୍ତୁ ବାହାଘର ପରେ ସଂପର୍କର ଡୋର ବହୁତ ଖାସ ହୋଇ ଯାଇଥାଏ ।

ସ୍ୱାମୀ ଏବଂ ସ୍ତ୍ରୀ ନିଜ ଜୀବନକୁ ନୂଆ ଭାବରେ ଆରମ୍ଭ କରିଥାନ୍ତି । ବାହାଘର ଏକ ଏମିତି ସମ୍ପର୍କ ଯେଉଁଥିରେ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ପ୍ରତି ବହୁତ ଜରୁରୀ ହୋଇ ଯାଇଥାନ୍ତି । ପରସ୍ପର କୁ ବୁଝନ୍ତି ଏବଂ ଯେ କୌଣସି ଭି ପରିସ୍ଥିତିରେ ନିଜ ନିଜର ସାଥ ଦେଇଥାନ୍ତି । ଏହି ସମ୍ପର୍କରେ ଯଦି କାହା ତରଫରୁ ବି ସମ୍ପର୍କରେ ଭଲ ପାଇବା ମିଳିନଥାଏ ତେବେ ସମ୍ପର୍କ ବହୁତ ସମୟ ପର୍ଯ୍ୟନ୍ତ ଚାଲି ନଥାଏ ।

ସେଥିପାଇଁ ପ୍ରତ୍ୟେକ ସମ୍ପର୍କ ରେ ଭଲ ପାଇବା ଏବଂ ବିଶ୍ୱାସ ରହିବା ନିହାତି ଜରୁରୀ । କେବେ ବି କୌଣସି ପରିସ୍ଥିତିରେ ଯଦି ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ଭିତରେ ଝଗଡା ହୋଇଥାଏ ତେବେ ସେହିଠାରୁ ହିଁ ସମ୍ପର୍କରେ ଫାଟ ଆସିବାର ଦେଖାଯାଏ । ତେବେ ସବୁ ସଂପର୍କ ର ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଟି ହେଲା ବିଶ୍ୱାସ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ୨ଟି ଏଭଳି ନାମର ସ୍ତ୍ରୀ ଙ୍କ ବିଷୟରେ ଯାହାଙ୍କୁ କେବେ ବି ସ୍ୱାମୀଙ୍କ ଭଲ ପାଇବା ମିଳିନଥାଏ । ତେବେ ଆସନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ବିସ୍ତାର ରୂପରେ ଆମେ କହିବୁ ଏହି ୨ଟି ନାମର ଝିଅ ଙ୍କ ବିଷୟରେ ।

୧. P ନାମର ମହିଳା

ଏହି ଅକ୍ଷର ର ଝିଅ ମାନେ ସର୍ବଦା ନିଜ ସମ୍ପର୍କକୁ ନେଇ ଚିନ୍ତିତ ହେଇ ରୁହନ୍ତି । ଏମାନେ ସର୍ବଦା ଚାହାନ୍ତି ଯେ ନିଜ ଜୀବନ ସାଥୀ ତାଙ୍କୁ ନିଜର ସବୁ ସମୟ ଦେବେ ଏବଂ ଏହି ଝିଅ ମାନେ ନିଜ ଜୀବନ ସାଥିଙ୍କ ଠାରୁ ଦରକାର ଠାରୁ ଅଧିକ ମାତ୍ରା ରେ ଆଶା ରଖନ୍ତି । ସେମାନେ ଚାହାନ୍ତି ତାଙ୍କୁ ଦୁନିଆର ସବୁ ଖୁସି ତାଙ୍କ ଜୀବନ ସାଥିଙ୍କ ଠାରୁ ମିଳୁ । ଯଦି ବଦଳ ରେ ସେମାନଙ୍କୁ ଭଲ ପାଇବା ମିଳି ନଥାଏ ତେବେ ସେମାନେ ବହୁତ ଚିନ୍ତିତ ହୋଇଯାଆନ୍ତି ଯାହା ଦ୍ୱାରା ସମ୍ପର୍କରେ ଫାଟ ଆସିଥାଏ ।

୨. K ନାମର ମହିଳା

ଏହି ନାମର ଝିଅ ମାନଙ୍କୁ ବି ନିଜ ଜୀବନସାଥୀ ଙ୍କ ଠାରୁ ଖୁସି ମିଳି ନଥାଏ ।ଏହି ଝିଅ ମାନେ ପ୍ରାୟତଃ ନିଜ ଜୀବନ ସାଥି ଙ୍କୁ ଅବିଶ୍ଵାସ କରିଥାନ୍ତି । ସେମାନେ ଚାହାନ୍ତି ଯେ ତାଙ୍କ ଜୀବନ ସାଥି ତାଙ୍କୁ ନିଜର ସବୁ ସମୟ କେବଳ ତାଙ୍କୁ ହିଁ ଦେଉ । ଏହା ଛଡା ଆଉ କିଛି ବି ନ କରୁ । ଏମାନେ ଚାହାନ୍ତି ତାଙ୍କ ଜୀବନ ସାଥି ତାଙ୍କୁ ସବୁ ଖୁସି ପ୍ରଦାନ କରୁ । ଏମାନେ ବିନା କାରଣ ରେ ନିଜ ଜୀବନ ସାଥୀ ଙ୍କ ସହ ଝଗଡା କରିଥାନ୍ତି। ତେଣୁ ଏମାନଙ୍କ ସମ୍ପର୍କର ଡୋର ବହୁତ ଶୀଘ୍ର ଭାଙ୍ଗି ଯାଇ ଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *