14 Interesting Gk Questions- 2+2 ର ଅଧା କେତେ ? ଉତ୍ତର କିନ୍ତୁ 2 ନୁହେଁ…କେବଳ ବୁଦ୍ଧିମାନ ହିଁ କହି ପାରିବେ

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ଓଡିଶାର ଦ୍ଵିତୀୟ ବ୍ରୁହତମ ନଦୀର ନାମ କଣ

ଉତ୍ତର- ଡିଶାର ଦ୍ଵିତୀୟ ବ୍ରୁହତମ ନଦୀର ନାମ ହେଉଛି ବ୍ରାହ୍ମଣୀ ନଦୀ ।

୨.”ଆହେ ଦୟା ମୟ ବିଶ୍ଵ ବିହାରୀ’ ପ୍ରାର୍ଥନାର ରଚୟିତା କିଏ ?

ଉତ୍ତର- ”ଆହେ ଦୟା ମୟ ବିଶ୍ଵ ବିହାରୀ’ ପ୍ରାର୍ଥନାର ରଚୟିତା ହେଉଛନ୍ତି ରାମକୃଷ୍ଣ ନନ୍ଦ ।

୩. ଓଡିଆ ମହାଭାରତ କିଏ ରଚନା କରିଛନ୍ତି ?

ଉତ୍ତର-  ଓଡିଆ ମହାଭାରତ ଶାରଳା ଦାସ ରଚନା କରିଛନ୍ତି ।

୪.ଦିଲ୍ଲୀ ବିଜୟଘାଟ ଠାରେ କାହାର ସମାଧିପୀଠ ?

ଉତ୍ତର- ଦିଲ୍ଲୀ ବିଜୟଘାଟ ଠାରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସମାଧିପୀଠ ଅଛି ।

୫. ପଦ୍ମଚରଣ ରାୟଙ୍କୁ କଣ ଉତ୍ପାଧି ଦିଆ ଯାଇଛି ?

ଉତ୍ତର- ପଦ୍ମଚରଣ ରାୟଙ୍କୁ ଉତ୍କଳ ଭୀମ ଉତ୍ପାଧି ଦିଆ ଯାଇଛି ।

୬. ଘଟ ଗାଁ କେଉଁ ମନ୍ଦିର ପାଇଁ ପ୍ରସିଦ୍ଧ ?

ଉତ୍ତର- ଘଟ ଗାଁ ମା ତାରିଣୀଙ୍କ ମନ୍ଦିର ପାଇଁ ପ୍ରସିଦ୍ଧ  ।

୭. ଧାମରା ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉତ୍ତର- ଧାମରା ବନ୍ଦର ଭଦ୍ରକ ଜିଲ୍ଲାରେ ଅବସ୍ଥିତ ।

୮. ଭୁତ୍ଵକରେ କେଉଁ କଠିନ ମୌଲିକ ସର୍ବାଧିକ ପରିମାଣରେ ଅଛି ?
ଉତ୍ତର-ଭୁତ୍ଵକରେ ଯେଉଁ କଠିନ ମୌଲିକ ସର୍ବାଧିକ ପରିମାଣରେ ଅଛି ତାର ନାମ ହେଉଛି ସିଲିକନ୍  ।

୯. ସବୁଠାରୁ ଓଜନିଆ ଧାରୁର ନାମ କଣ ?

ଉତ୍ତର- ସବୁଠାରୁ ଓଜନିଆ ଧାରୁର ନାମ ଓସମିୟମ ।

୧୦. ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ପ୍ରଦେଶରେ କେତେ ଗୋଟି ଜିଲ୍ଲା ଥିଲା ?

ଉତ୍ତର- ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡିଶା ପ୍ରଦେଶରେ ୬ ଗୋଟି ଜିଲ୍ଲା ଥିଲା ।

୧୧. ମା ତାରିଣୀଙ୍କ ପୂଜକଙ୍କୁ କଣ କୁହାଯାଏ ?

ଉତ୍ତର- ମା ତାରିଣୀଙ୍କ ପୂଜକଙ୍କୁ ଦେହୁରି କୁହାଯାଏ ।

୧୨. ଯୁଧିଷ୍ଟିର କରିଥିବା ରାଜସ୍ଵୟ ଯଜ୍ଞରେ ବ୍ରାହ୍ମଣ ମାନଙ୍କର ପାଦ କିଏ ଧୋଇ ଦେଇଥିଲେ ?

ଉତ୍ତର- ଯୁଧିଷ୍ଟିର କରିଥିବା ରାଜସ୍ଵୟ ଯଜ୍ଞରେ ବ୍ରାହ୍ମଣ ମାନଙ୍କର ପାଦ ଶ୍ରୀକୃଷ୍ଣ ଧୋଇ ଦେଇଥିଲେ ।

୧୩. ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣର ମୂଲ୍ୟ ପୃଥିବୀପୃଷ୍ଠର ମାଧ୍ୟମକର୍ଷଣ ଜନିତ ତ୍ଵରଣ ମୂଲ୍ୟର—-?

ଉତ୍ତର- ୧/୬ ଅଂଶ

୧୪. ୨+୨ ର ଅଧା କେତେ ?

ଉତ୍ତର- ୨+୨=୧, ୨+୧=୩

Leave a Reply

Your email address will not be published. Required fields are marked *