ଦୁଇ ଛୁଆଙ୍କୁ ଠେଲି ଟ୍ରେନ୍ ରୁ ଡେଇଁ ପଡିଲେ ମା’, ଆଉ ତା’ପରେ ଯାହା ହେଲା ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓଟି ଦେଖିଲେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।


ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ନିଜ ଦୁଇ ଛୁଆଙ୍କୁ ଧରି ଭୁଲ ବଶତଃ ଟ୍ରେନରେ ଚଢି ଗଲେ ଆଉ ତା ପରେ ଓଲହାଇବା ପାଇଁ ଚଳନ୍ତା ଟ୍ରେନରୁ ଏଭଳି ଡେଇଁଲେ ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । କେବଳ ମହିଳା ନିଜେ ନୁହେଁ ନିଜର ଦୁଇ ପିଲାଙ୍କୁ ମଧ୍ୟ ସେ କିଛି ନ ଭାବି ଠେଲି ଦେଉଛନ୍ତି । ଡେଇଁଲେ ତ ଡେଇଁଲେ । 

ହେଲେ ପ୍ଲାଟଫର୍ମ କଡରେ ପଡିଯାଉଛନ୍ତି ଆଉ ଏଥିରେ ତାଙ୍କ ଜୀବନ ମଧ୍ୟ ଚାଲି ଯାଇଥାନ୍ତା । ହେଲେ ଶୋଭାଗ୍ୟ ବଶତଃ ତାଙ୍କର କିଛି କ୍ଷତି ହୋଇ ନାହିଁ । କାରଣ ଠିକ ସମୟରେ ସେଠାରେ ଥିବା ଜଣେ ଆରପିଏଫ ଯବାନ ମୁକେଶ ଗୁସବାହ ମହିଳାଙ୍କୁ ପ୍ଲାଟଫର୍ମରୁ ଟାଣି ଆଣିଲେ ଯାହାଫଳରେ ମହିଳାଙ୍କ ଜୀବନ ବଞ୍ଚି ଗଲା । 

ବନ୍ଧୁଗଣ ଏବେ ଆରପିଏଫ ଯବାନ ମୁକେଶଙ୍କର ବହୁତ ପ୍ରଶଂସା କରୁଛନ୍ତି ୟୁଜର୍ସ ମାନେ କାରଣ ତାଙ୍କର ପାଇଁ ଆଜି ମହିଳାଙ୍କ ଜୀବନ ବଞ୍ଚି ଗଲା । ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ଦୁଇ ପିଲାଙ୍କ ସହ ରେଲୱେ ଷ୍ଟେସନରେ ପହଞ୍ଚି ଥିଲେ । ହେଲେ ମହିଳା ଜଣକ ଭୁଲ ବଶତଃ ଜୟପୁର ଓ ନାଗପୁର ଟ୍ରେନରେ ଚଢି ଯାଇଥିଲେ ତାଙ୍କୁ ଅଲଗା ସ୍ଥାନକୁ ଯିବାର ଥିଲା । ପରେ କଣ କରିବେ କିଛି ଉପାୟ ନ ପାଇଁ ନିଜ ଦୁଇ ଛୁଆଙ୍କୁ ଠେଲି ନିଜେ ମଧ୍ୟ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ ।

ଆଉ ତା ପରେ ଯାହା ହେଲା ତାହା ଆପଣଙ୍କ ମାନଙ୍କ ଆଖି ସାମ୍ନାରେ । ବନ୍ଧୁଗଣ ଏହି ଘଟଣାଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ମୋବାଇଲ କୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *