କରୋନା କାଳରେ ଟଙ୍କା ପାଇଁ ବେ-ଶ୍ୟା-ବୃ-ତ୍ତି କରୁଥିବା ସମୟରେ ଧରା ପଡିଲେ 2 ଜଣ Actress, ସାମ୍ନାକୁ ଆସିଲା ବଡ ବଡ ଚେହେରା

ବନ୍ଧୁଗଣ ଗତ ବର୍ଷ ପରି ଏହି ବର୍ଷ ଦେଶରେ ଲକଡାଉନ ଜାରି ହୋଇଛି । କାରଣ କରୋନା ଭାଇରସର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି । ଏହି ଭାଇରସରେ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ନିଜର ପ୍ରାଣ ହରାଇଛନ୍ତି ।

ଅବଶ୍ୟ ଭାରତ ସରକାର ଦେଶରେ ଟୀକା କାରଣ ବ୍ୟବସ୍ତା ଲାଗୁ କରିସାରିଛନ୍ତି । ହେଲେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ହେଉଛି ଏକ ମୁଖ୍ୟ ଅସ୍ତ୍ର । କିନ୍ତୁ ଏହି ଲକଡାଉନ ହେବା କାରଣରୁ ଅନେକ ଲୋକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ ମଧ୍ୟ ତାଲା ଲାଗି ଯାଇଛି । ଯାହାଫଳରେ କଳାକାର ମାନେ ମଧ୍ୟ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

ଏହି କରୋନା କାଳ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ହେଉଛି ଏହି କରୋନା କାଳ ସମୟରେ ଦୁଇଟି ଅଭିନେତ୍ରୀ ଟଙ୍କା କମାଇବା ପାଇଁ ଦେ-ହ ବେ-ପା-ର କରୁଥିଲେ । ଏହି ଘଟଣାର ପ-ର-ଦା-ଫା-ସ ମୁମ୍ବାଇ କ୍ରା-ଇ-ମ ବ୍ରା-ଞ୍ଚ କରିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ କ୍ରା-ଇ-ମ ବ୍ରା-ଞ୍ଚ ମୁମ୍ବାଇର ପାଚପଖାଡି ସ୍ଥିତ ଏକ ଆପାର୍ଟମେଣ୍ଟରେ ଛା-ପା ମା-ରି ଏହି ସେ-କ-ସ ରା-କେ-ଟକୁ ଜବତ କରିଛି । ଏହି ସେ-କ-ସ ରା-କେ-ଟ ରେ ପୋ-ଲି-ସ ଦୁଇଟି ମହିଳା ଦ-ଲା-ଲ, ଗୋଟିଏ ପୋ-ଲି-ସ ଦ-ଲା-ଲ ଓ ଦୁଇଟି ଅଭିନେତ୍ରୀଙ୍କୁ ଗି-ର-ଫ କରିଛି । ପ-ଚ-ରା ଉ-ଚ-ରା କରିବା ଦ୍ଵାରା ସେମାନେ ବୟାନ ଦେଇଥିଲେ ଯେ, ଲକଡାଉନରେ ସେମାନଙ୍କୁ କାମ ନମିଳିବାରୁ ସେମାନେ ଏହି ଦେ-ହ ବେ-ପା-ର କରିଥିଲେ ।

ଏହି ଘ-ଟ-ଣା ଉପରେ କ୍ରା-ଇ-ମ ବ୍ରା-ଞ୍ଚ-ର ବଡ ଅଫିସର କହିଛନ୍ତି ଯେ, ଗୁପ୍ତ ସୂଚନାର ଆଧାରରେ ୟୁନିଟ-୧ର ଟିମ ସେହି ଆପାର୍ଟମେଣ୍ଟରେ ଛା-ପା ମା-ରି ଥିଲା । ଛା-ପା ମା-ରି-ବା ଦ୍ଵାରା ସେ-କ-ସ ରା-କେ-ଟ-ର ପା-ର-ଦ-ଫା-ସ ହୋଇଥିଲା ଓ ପାଞ୍ଚ ଜଣ ଆ-ରୋ-ପି-ଙ୍କୁ ଗି-ର-ଫ ମଧ୍ୟ କରାଯାଇଛି । ଛା-ପାରେ ଧ-ରା ପଡିଥିବା ଦୁଇ ଅଭିନେତ୍ରୀ ମୁମ୍ବାଇରେ ରୁହନ୍ତି ଓ ସେମାନେ ବହୁତ ଦିନ ହେବ ଦେ-ହ ବେ-ପା-ର-ର ଏକ ବଡ ଏଜେଣ୍ଟର ସମ୍ପର୍କରେ ରହିଥିଲେ ।

ଏହି ଲୋକମାନେ ପୋ-ଲି-ସ ଠାରୁ ବା-ନ୍ଧି-ବା ପାଇଁ ଥଣୋରେ ନିଜର ଅ-ଡା ବନେଇ ଥିଲେ । ଏହି ସ୍ଥାନରେ ରହି ସେ ମହରାଷ୍ଟ୍ର, ଦିଲ୍ଲୀ, ହାଇଦ୍ରାବାଦ, ଭୋପାଳ ଓ ପୁନେକୁ ଝି-ଅ ସ-ପ୍ଲା-ଏ କରୁଥିଲେ । ଅଧିକାରୀଙ୍କ ମତରେ ସେମାନେ ନ-କ-ଲି ଗ୍ରା-ହ-କ ହୋଇ ଏହି ସେ-କ-ସ ରା-କେ-ଟ-ରେ ଛା-ପା ମା-ରି-ଥି-ଲେ । ଦୁଇଜଣ ଅଭିନେତ୍ରୀ ଦେ-ହ ବେ-ପା-ର କରିବା ପାଇଁ ୨ ଲକ୍ଷ ଟଙ୍କାର ଡି-ମା-ଣ୍ଡ ରଖିଥିଲେ । ହେଲେ ଫୋନରେ ୧ ଲକ୍ଷ ୮୦ ହଜାର ଟଙ୍କା ଦେବା ପାଇଁ ସ୍ଥିର ହୋଇଥିଲା ।

ଟଙ୍କା ସ୍ଥିର ହେବା ପରେ ଦୁଇ ଅଭିନେତ୍ରୀ ଠିକ ସମୟରେ ଆପାର୍ଟମେଣ୍ଟରେ ପହଞ୍ଚି ଥିଲେ । ଏହାପରେ କ୍ରା-ଇ-ମ ବ୍ରା-ଞ୍ଚ-ର ମୁଖ୍ୟ ଅଧିକାରୀ ସେହି ସ୍ଥାନକୁ ଯାଇ ଛା-ପା ମା-ରି-ଥି-ଲେ ଓ ସମସ୍ତ ଘ-ଟ-ଣା-ର ପ-ର-ଦା-ଫା-ସ କରିଥିଲେ । କିନ୍ତୁ ସୁରକ୍ଷା ଦ୍ରୁଷ୍ଟି ରୁ ପୋଲିସ ସେମାନଙ୍କ ନାମ ଗୋପନ ରଖି ଅଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *