ନିଜ ସ୍ବାମୀଙ୍କ ପାଇଁ ସବୁବେଳେ ଦୁଃଖୀ ରହିଥାନ୍ତି ଏହି ଦୁଇଟି ନାମର ମହିଳାମାନେ

ଏହି ଦୁନିଆରେ ସମସ୍ତଙ୍କ ପାଇଁ ବିବାହ ବନ୍ଧନ ବହୁତ ହିଁ ମହତ୍ଵ ରଖିଥାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଧୀରେ ଧୀରେ ଆହୁରି ବି ଗଭୀର ହୋଇଯାଏ ଓ ସେଥିରେ ପ୍ରେମ, ସମ୍ମାନ ଓ ଭାବନା ବଢିଯାଏ । କିନ୍ତୁ କିଛି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭରୁ ହିଁ ବିବାଦ ଲାଗି ରହିଥାଏ । କାରଣ ସେମାନଙ୍କ ସ୍ଵାମୀ ନିଜ ପତ୍ନୀଙ୍କ ସାଥ ଦିଅନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ସେହି ଦୁଇଟି ନାମ କହିବାକୁ ଯାଉଛୁ ଯେଉଁ ନାମର ପତ୍ନୀଙ୍କୁ କେବେ ବି ନିଜ ସ୍ଵାମୀଙ୍କ ପ୍ରେମ ଓ ବିବାହ ଜୀବନର ସୁଖ ମିଳି ନ ଥାଏ ।

K ନାମର ପତ୍ନୀମାନେ

ଏହି ନାମର ପତ୍ନୀମାନେ ନିଜର ସ୍ଵାମୀଙ୍କ ପ୍ରତି ପ୍ରେମ ଭାବ ରଖିଥାନ୍ତି । ତାଙ୍କର ଧ୍ୟାନ ବି ରଖିଥାନ୍ତି । ଏହି ନାମର ପତ୍ନୀମାନେ ନିଜ ସ୍ଵାମୀଙ୍କ ପ୍ରତି ବହୁତ ହିଁ ସମ୍ବେଦନଶୀଳ ବି ହୋଇଥାନ୍ତି । ତାଙ୍କୁ ନିଜର ଭଲ ପାଇବା ଦ୍ଵାରା ନିଜର କରିବାକୁ ବହୁତ ଚେଷ୍ଟା କରିଥାନ୍ତି । ସେମାନେ ସର୍ବଦା ଚାହାନ୍ତି କି ତାଙ୍କର ସ୍ଵାମୀ ସର୍ବଦା ତାଙ୍କୁ ଭଲ ପାଆନ୍ତୁ । କିନ୍ତୁ ଏହିଭଳି ମହିଳାଙ୍କର ଏକ ଖରାପ ଅଭ୍ୟାସ ବି ଅଛି ଯାହା ତାଙ୍କର ସମ୍ପର୍କକୁ ଖରାପ କରିଦିଏ ।

ଏମାନେ ସର୍ବଦା ଚାହାନ୍ତି କି ସେମାନଙ୍କ ସ୍ଵାମୀ ସେମାନଙ୍କୁ ସବୁ ସମୟର ଖବର ଦିଅନ୍ତୁ, ସେମାନେ କେଉଁଠିକୁ ଯାଆନ୍ତି, କଣ କରନ୍ତି, କାହା ସହିତ ସାକ୍ଷାତ କରନ୍ତି । କହିବାକୁ ଗଲେ ଗୋଟିଏ ବ୍ୟକ୍ତି କାହା ଅଧୀନରେ ଏତେ ତ ରହି ପାରିବ ନାହିଁ କି ସେ ନିଜର ସମସ୍ତ କାମ କାହାକୁ ପଚାରି କରିବ । ଏହି କାରଣରୁ ଏହି ନାମର ମହିଳାମାନଙ୍କ ଜୀବନରେ ଗୋଟିଏ ଚିଡଚିଡା ପଣ ରହିଥାଏ । କାରଣ ଯେତେବେଳ ବି ତାଙ୍କର ସ୍ଵାମୀ ତାଙ୍କୁ କିଛି ନ କହି କାମ କରନ୍ତି ତେବେ ସେମାନେ ରାଗି ଯାଆନ୍ତି । ନିଜର ସ୍ଵଭାବ କାରଣରୁ ଏମାନେ ସବୁବେଳେ ନିଜ ସ୍ଵାମୀଙ୍କ ଠାରୁ ଦୁଖୀ ରହିଥାନ୍ତି ।

P ନାମର ମହିଳାମାନେ

P ନାମର ପତ୍ନୀମାନେ ବି ନିଜ ସ୍ଵାମୀକୁ ବହୁତ ପ୍ରେମ କରନ୍ତି ଓ ତାଙ୍କୁ ଖୁସି ରଖିବା ପାଇଁ ଭରପୁର ଚେଷ୍ଟା ବି କରିଥାନ୍ତି । ସେମାନେ ସବୁବେଳେ ନିଜ ସ୍ଵାମୀଙ୍କ ପାଇଁ ସଚେତନ ଓ ସମ୍ବେଦନଶୀଳ ରହିଥାନ୍ତି । ନିଜ ସ୍ଵାମୀଙ୍କୁ ଏତେ ଭଲ ପାଆନ୍ତି କି ଏହି ପତ୍ନୀମାନେ ଚାହାନ୍ତି ନାହିଁ କି ତାଙ୍କ ସ୍ଵାମୀ ତାଙ୍କୁ ଛାଡି ଚାଲି ଯାଆନ୍ତୁ । ଏହି ପତ୍ନୀମାନେ କେବଳ ଏହା ଚାହାନ୍ତି କି ୨୪ ଘଣ୍ଟା ତାଙ୍କ ସ୍ଵାମୀ କେବଳ ତାଙ୍କ ସହିତ ହିଁ ରୁହନ୍ତୁ ।

କିନ୍ତୁ କହିବାକୁ ଗଲେ ଏହା ଅସମ୍ଭବ ଅଟେ । କିନ୍ତୁ ଏହି କଥାକୁ ଏହି ମହିଳାମାନେ ବୁଝି ପାରନ୍ତି ନାହିଁ ଓ ରାଗି ଯାଆନ୍ତି । ଯେଉଁ କାରଣରୁ ତାଙ୍କ ଘରେ ଅଶାନ୍ତି ଲାଗି ରହିଥାଏ ଓ ସେମାନେ ଚିଡଚିଡା ସ୍ଵଭାବର ହୋଇ ଯାଆନ୍ତି ଓ ନିଜ ସ୍ଵାମୀଙ୍କ ସହିତ ସମସ୍ତ କଥାରେ ଝଗଡା କରିବାକୁ ଲାଗନ୍ତି । ଲେଖାଟି ଭଲଲାଗିଥିଲେ ସେଆର କରିବେ ଓ ଅନେକ ନୂଆ ଲେଖାସବୁ ପାଇଁ ପେଜ ଲାଇକ କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *