‘ସେଦିନ ମୁଁ ବହୁତ କାନ୍ଦିଥିଲେ, ଡାକ୍ତର କହିଲେ ତୁମେ…’ ନିଜ ଜୀବନର କିଛି ଦୁଃଖ କାହାଣୀ ବଖାଣିଲେ ଅଭିନେତ୍ରୀ Nikita (ଝିଲି), ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଧାରାବାହିକ ‘ଝିଲି’ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛି । ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ତେବେ ବନ୍ଧୁଗଣ ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ଭୂମିକାରେ ବା ଝିଲି ଭୂମିକାରେ ଓଡିଆ ଅଭିନେତ୍ରୀ ନିକିତା ମିଶ୍ର ନଜର ଆସୁଛନ୍ତି ।

ନିକିତା ଏହି ସିରିଏଲରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ଅତି କମ ସମୟ ମଧ୍ୟରେ ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସୋସିଆଲ ମିଡିଆରେ ନିକିତା ବହୁତ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ସାରା ଓଡିଶା ବାସୀ ବେସ ପସନ୍ଦ କରନ୍ତି । ବନ୍ଧୁଗଣ ନିକିତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ନିକିତା ଏକ ସାକ୍ଷାତ୍କାରରେ ନିଜ ଜୀବନର ସବୁଠାରୁ ବଡ ଖୁସି ବିଷୟରେ କହିଛନ୍ତି । ନିକିତାଙ୍କର ଏହି ଭିଡିଓଟିକୁ ତାଙ୍କ ଫ୍ୟାନ୍ସ ମାନେ ବି ବେସ ଅଧିକ ପସନ୍ଦ କରିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଏହି ସାକ୍ଷାତ୍କାର ଭିଡିଓରେ ନିକିତା କହିଛନ୍ତି, ତାଙ୍କୁ ପିଲା ଦିନରୁ ଏକ ଭାଇ ଦରକାର ଥିଲା ।

ଯେତେବେଳେ ତାଙ୍କ ମା ଗର୍ଭବତୀ ଥିଲେ ସେତେବେଳେ ସମୟ ପୂର୍ବରୁ ତାଙ୍କ ଭାଇର ଡେଲିଭରି ହୋଇଥିଲା । ସମୟ ପୂର୍ବରୁ ଡେଲିଭରି ହେବା କାରଣରୁ ଡାକ୍ତର କହିଥିଲେ ତମକୁ ମା ଦରକାର ନା ଭାଇ ଦରକାର । ନିକିତା ସେତେବେଳେ ବହୁତ ଦୁଃଖ ଅନୁଭବ କରିଥିଲେ ହେଲେ ତାଙ୍କ ବାପା ମାଙ୍କୁ ବଞ୍ଚେଇବା ପାଇଁ କହିଥିଲେ । ସେତେବେଳେ ନିକିତା ନିଜ ଅଜା-ଆଇଙ୍କ ପାଖରେ ରହୁଥିଲେ ।

ଡେଲିଭରି ହେବା ପରେ ଉଭୟ ମା ଆଉ ତାଙ୍କ ଭାଇ ସୁସ୍ଥ ଥିଲେ । ସେତେବେଳେ ନିକିତା ନିଜ ଭାଇକୁ ଦେଖି ବହୁତ ଅଧିକ ଖୁସି ହୋଇଯାଇଥିଲେ । ସେତେବେଳେ ତାଙ୍କ ଭାଇ ବହୁତ ଛୋଟ ଥିଲା ହେଲେ ଏବେ ସେ ବହୁତ ବଡ ହେଇଗଲାଣି ବୋଲି ନିକିତା କହିଛନ୍ତି । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ନିକିତା ଏହି ସାକ୍ଷାତ୍କାର ଦେଇଛନ୍ତି । ତେବେ ନିକିତାଙ୍କ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *