ଓଡିଶା ପୋଲିସ ନିଯୁକ୍ତି, ବାହାରିଲା ଅନେକ ପଦବୀ, ଆଜି ହିଁ ଆବେଦନ କରନ୍ତୁ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବର୍ତ୍ତମାନ ଏକ ଭଲ ସୁଯୋଗ ଆସିଛି ଆପଣଙ୍କ ପାଇଁ । ଓଡିଶା ପୋଲିସର 231 ଟି ପଦବୀ ବାହାରିଛି ସାରା ଓଡିଶାର ପିଲାମାନଙ୍କ ପାଇଁ । ଓଡିଶା ପୋଲିସର driver post ବି ବାହାରିଛି । ଏଥିପାଇଁ ଆବେଦନ କରିବାର ଶେଷ ତାରିଖ 28/3/2020 ରହିଛି । ଏଥିରେ ଓଡିଶାର ସବୁ ଜିଲ୍ଲାର କ୍ୟାଣ୍ଡିଡେଟ ଅପ୍ଲାଏ କରି ପାରିବେ ଓ କେବଳ ଯୁବକ କ୍ୟାଣ୍ଡିଡେଟ ମାନେ ହିଁ ଅପ୍ଲାଏ କରିପାରିବେ ।

ଓଡିଶା ପୋଲିସ Recruitment 2020 ବିଷୟରେ ଅଧିକ ଜାଣିବା ପାଇଁ ଆପଣ https://odishapolice.gov.in ଓ oprecruitment.in କୁ ଯାଇ ଦେଖି ପାରିବେ । ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ହେଲା ଆପଣ ଦଶମ ପାସ କରିଥିବେ । ଏହାକୁ ଆପ୍ଲାଏ କରିବା ପାଇଁ 150 ଓ 30 ଟଙ୍କା form fees ରହିଛି ଓ SC/ST କ୍ୟାଣ୍ଡିଡେଟଙ୍କ ପାଇଁ 30 ଟଙ୍କା fees ରହିଛି । ଆପଣ ଅନଲାଇନ ଆପ୍ଲାଏ କରି ପାରିବେ । ଏଥିପାଇଁ ଆପଣ ଦଶମ ପାସ କରିଥିବେ ଓ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ଥିବା ଆବଶ୍ୟକ । ଏଥିରେ ମୋଟ 231 ଟି ଭେକେନ୍ସି ରହିଛି । ଯେଉଁଥିରୁ UR ପାଇଁ 67, ଯାହାକୁ ସମସ୍ତେ ଅପ୍ଲାଏ କରିପାରିବେ, SC ପାଇଁ 27 ଟି ଓ ST ପାଇଁ 137 ଟି । ଏଥିରେ ଅଲ ଓଡିଶାର କ୍ୟାଣ୍ଡିଡେଟ ମାନେ ଆପ୍ଲାଏ କରିପାରିବେ ।

Physical standard

ଏଥିରେ ଆପଣଙ୍କର 168 cm ହାଇଟ, 55 କେଜି ୱେଟ ଓ ଚେସ୍ଟ 79-84 cm ଦରକାର । SC/ST ଙ୍କ ପାଇଁ 163 cm ହାଇଟ, 50 କେଜି ୱେଟ ଓ ଚେସ୍ଟ 76-81 cm ଦରକାର ।

Selection process

ଏଥିରେ Physical standard test ପାଇଁ 35 ମାର୍କ, Educational Achievement ପାଇଁ 5 ମାର୍କ, Sports Achievement ପାଇଁ 15 ମାର୍କ, N.C.C ପାଇଁ 5 ମାର୍କ, Written Exam ପାଇଁ 20 ମାର୍କ୍ସ ରହିଛି ।

Physical standard test-35 mark’s

1. Running 1.6 km ପାଇଁ 10 ମାର୍କ ରହିଛି । ଯଦି ଆପଣ ଏହାକୁ 5 ମିନିଟ ରେ ପୁରା କରୁଛନ୍ତି ତେବେ ଆପଣଙ୍କୁ 10 ମାର୍କ ମିଳିବ, ଯଦି ଆପଣ ଏହାକୁ 5-5.30 ମିନିଟ ରେ ପୁରା କରୁଛନ୍ତି ତେବେ ଆପଣଙ୍କୁ 7 ମାର୍କ ମିଳିବ, ଯଦି ଆପଣ ଏହାକୁ 5.30-6 ମିନିଟ ରେ ପୂରା କରୁଛନ୍ତି ତେବେ ଆପଣଙ୍କୁ 4 ମାର୍କ ମିଳିବ ଓ ଯଦି ଆପଣ ଏହାକୁ 6 ମିନିଟ ରୁ ଅଧିକ ଲଗାନ୍ତି ତେବେ ଆପଣ ଡିସକ୍ଵାଲିଫାଏ ହୋଇଯିବେ ।

 

2. High Jump – 10 mark’s

ଯଦି ଆପଣ 1.22 meters କରୁଛନ୍ତି ତେବେ ଆପଣଙ୍କୁ 5 ମାର୍କ ମିଳିବ, ଯଦି 1.38 meters କରୁଛନ୍ତି ତେବେ ଆପଣଙ୍କୁ 7 ମାର୍କ ମିଳିବ ଓ ଯଦି ଆପଣ 1.50 meters କରୁଛନ୍ତି ତେବେ ଆପଣଙ୍କୁ 10 ମାର୍କ ମିଳିବ ।

3. Cross Country ରେ 5 km ରନିଙ୍ଗ ପାଇଁ 15 ମାର୍କ ରହିଛି

ଯାହାକୁ 20 ମିନିଟ ଭିତରେ କଲେ 15 ମାର୍କ, 23 ମିନିଟରେ କଲେ 10 ମାର୍କ, 25 ମିନିଟ ଭିତରେ କଲେ 5 ମାର୍କ ଓ 25 ମିନିଟ ରୁ ଅଧିକ ହେଲେ ଆପଣ ଡିସକ୍ଵାଲିଫାଏ ହୋଇଯିବେ ।

4. Swimming – 40 meters(Qualifying Nature)

ଯାହାକୁ ଆପଣଙ୍କୁ 8 ମିନିଟ ଭିତରେ କରିବାକୁ ପଡିବ । ଯେଉଁମାନେ ମାଟ୍ରିକ ପାସ କରିଛନ୍ତି ଓ ଡ୍ରାଇଭିଂ ଲାଇସେନ୍ସ ଅଛି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ ।

Leave a Reply

Your email address will not be published. Required fields are marked *