ଡ୍ରାଇଭରଙ୍କ ବସ ଚଲା ଦେଖି ଯାତ୍ରୀ ବେହୋସ ! ଶୁଣନ୍ତୁ କାନ୍ଦି କାନ୍ଦି ସବୁ ବଖାଣିଲେ ମହିଳା…

ହ୍ୟାଣ୍ଡେଲ ଛାଡି ଚଳାଇଲା ବସ୍ ! behos ହୋଇଗଲେ ଯାତ୍ରୀ ! ହଁ ବନ୍ଧୁଗଣ ଯାତ୍ରୀ ମାନଙ୍କୁ ସୁରକ୍ଷିତ ସହ ଯାତ୍ରା କରାଇବା ପ୍ରତ୍ଯେକଟି ବସ ଚାଳକଙ୍କର କର୍ତ୍ତବ୍ୟ ହୋଇଥାଏ । ତେବେ ନୁରାନୀ ନାମକ ଏକ ବସର ଡ୍ରାଇଭରଙ୍କର ଏପରି କିଛି କୀର୍ତ୍ତି ଦେଖି ବସରେ ବସିଥିବ ଯାତ୍ରୀ ମାନେ ବସ ଡ୍ରାଇଭରଙ୍କ ନାମରେ ଅଭିଯୋଗ କରିଛନ୍ତି । ତେବେ ସେହି ବସରେ ବସିଥିବ ଯାତ୍ରୀ ଜଣଙ୍କ କହିବା ଅନୁଯାଇ ଡ୍ରାଇଭର କେତେବେଳେ ଷ୍ଟିୟରିଂ ଛାଡି ଗାଡି ଚଳଉଛନ୍ତି ।

ଅନ୍ୟ କେତେବେଳେ ନିଜ ସିଟରୁ ଉଠି ଯାଉଛନ୍ତି । ଏହା ବଦଳରେ ଅନ୍ୟ କେହି ଡ୍ରାଇଭରଙ୍କ ସିଟ୍ ରେ ବସି ଗାଡି ଚଳାଉଛନ୍ତି । ଯାହାକୁ ଦେଖି ବସରେ ବସିଥିବା ଯାତ୍ରୀ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଥିଲେ । ତେବେ ଖାଲି ଆଶ୍ଚର୍ଯ୍ୟ ନୁହେଁ ବଂର ସେହି ଯାତ୍ରୀ ମାନଙ୍କ ମଧ୍ୟରୁ ୨ ରୁ ୩ ଜଣ ଯାତ୍ରୀ ପୁରା ସଜ୍ଞାହୀନ ହୋଇଯାଇଥିଲେ । ବସ ଚାଲୁଥିବା ସମୟରେ କଣ କରିବେ ଓ କଣ ନାହିଁ ତାଙ୍କ ମୁଣ୍ଡ କିଛି ମଧ୍ୟ କାମ କରିଲା ନାହିଁ ।

ତେବେ ସେଥିରୁ ଜଣେ ମହିଳା ଯାତ୍ରୀ achet ଅବସ୍ଥାକୁ ଚାଲିଗଲେ । ତେବେ ରାଜ୍ୟବ୍ୟାପୀ ଗାଡି ବନ୍ଦ ଡକରା ତଥା ଷ୍ଟିୟରିଂ ଛାଡ ଆନ୍ଦୋଳନ କରାଯାଉଅଛି । ହେଲେ ଏହି ଆନ୍ଦୋଳନରେ ଯାତ୍ରୀନାହୀ ବସ ଗୁଡିକ ବାଦ ପଡିଛନ୍ତି । ତେଣୁ ଏହାରି ସୁଯୋଗ ନେଇ ଯାତ୍ରୀବାହୀ ବସ ଗୁଡିକ ନିଜ ମନମୁଖୀ ଯାତ୍ରୀ ମାନଙ୍କ ଠାରୁ ଭଡା ନେଇ ଗାଡିରେ ଯାତ୍ରୀଙ୍କୁ ବସାଉଛନ୍ତି । ଯେଉଁ ଭଡା କି ସରକାର ନିର୍ଦ୍ଧାର୍ଜ୍ୟ କରିନାହାନ୍ତି ।

ଯାତ୍ରୀଙ୍କ ଠାରୁ ନେଇଥିବା ସେହି ଅଧିକ ଭଡା ଟଙ୍କାରେ ମଦ୍ୟପାନ କରି ଡ୍ରାଇଭର ନିଜ ମନମୁଖୀ ଗାଡି ମଧ୍ୟ ଚଳାଉଛନ୍ତି ବୋଲି ବସରେ ବସିଥିବ ଯାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଗାନ୍ଧୀ ଛକ  ନିକଟରେ ଆନ୍ଦୋଳନରେ ବସିଥିବା ଡ୍ରାଇଭର ସଂଘ ସେହି ନୁରାନୀ ବସଟିକୁ ଅଟକାଇ ଥିଲେ । ତାପରେ ସେହି ବସରେ ଯାଉଥିବା ଯାତ୍ରୀ ମାନେ ବସରୁ ଓହ୍ଲାଇ ନିଜର ସବୁ ସମସ୍ଯା ଆନ୍ଦୋଳନକାରୀ ଡ୍ରାଇଭରଙ୍କୁ ଜଣାଇଥିଲେ ।

ତେବେ ଏହା ଶୁଣି ନୁରାନୀ ବସର ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କ ନାମରେ ପୋଲିସଙ୍କ ପାଖରେ ଅଭିଯୋଗ କରାଯାଇଛି । ଏହା ସହିତ achet ହୋଇଥିବା ଯାତ୍ରୀଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *