ମହାମହିମ ରାଷ୍ଟ୍ରପତି Draupadi Murmu କୁ ଅପମାନ କରିଥିବା ବ୍ୟକ୍ତିଙ୍କୁ PM Modi ଙ୍କ ଶକ୍ତ ଚାପୁଡା…ପୁରା ଘଟଣା ଜାଣିଲେ କରିବେ ପ୍ରଶଂସା

ବନ୍ଧୁଗଣ, ସୂଚନା ଅନୁଯାୟୀ କଂଗ୍ରେସ ସାଂସଦ ଅଧିରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ଅପମାନ କଲେ । ସେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ଅପମାନିତ କଲେ । ଅଧି ରଞ୍ଜନ ଚୌଧୁରୀ ଙ୍କ ର ଏଭଳି ବୟାନ କୁ ନେଇ ବିଜେପି ମହିଳା ସାଂସଦ ମାନେ ସଂସଦରେ ବିରୋଧ ପ୍ରଦଶ୍ରନ କଲେ । କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନି କହିଲେ ଅଧିରଞ୍ଜନ ଙ୍କ ଏଭଳି ବୟାନ ପାଇଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବା ଦରକାର ।

ଏହି ମାମଲାକୁ ନେଇ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ସ୍ମୃତି ଇରାନିଙ୍କ ମଧ୍ୟରେ ବହୁତ ବଡ ଝଗଡ଼ା ହୋଇଗଲା । ସୋନିଆ ଗାନ୍ଧୀ କହିଲେ ଅଧିରଞ୍ଜନ ନିଜ ବୟାନ ପାଇଁ କ୍ଷମା ମାଗି ନେଇଛନ୍ତି । ତଥାପି ମୋ ନାମ ସାଂସଦରେ କ’ଣ ପାଇଁ ନିଆଗଲା । ସୋନିଆ ଗାନ୍ଧୀ ଙ୍କ ମତ ଶୁଣିବା ପରେ ସେଠାରେ ମହଜୁଦ ଥିବା ସ୍ମୃତି ଇରାନି, ସୋନିଆ ଗାନ୍ଧୀଙ୍କୁ କହିଲେ ମ୍ୟାଡମ୍ ମୁଁ ଆପଣଙ୍କର ସାହାର୍ଯ୍ୟ କରି ପାରିବି ।

ସ୍ମୃତି ଇରାନି ଙ୍କ ର ଏଭଳି କଥା ଶୁଣି ସୋନିଆ ଗାନ୍ଧୀ ଭଡକି ଗଲେ । ସୋନିଆ ଗାନ୍ଧୀ ତାଙ୍କୁ କହିଲେ ମୋ ସହ କଥାବାର୍ତ୍ତା କରନାହିଁ । ସୋ-ସି-ଆ-ଲ ମି-ଡ଼ି-ଆ ରେ ଲୋକମାନେ କହିଛନ୍ତି ଅଧିରଞ୍ଜନ୍ ରାଷ୍ଟ୍ରପତି ଙ୍କ ନାମରେ ଯାହା କହିଛନ୍ତି ତାହା ହେଉଛି କଂଗ୍ରେସ ପାର୍ଟିର ଅସଲି ସଂସ୍କାର । ଯେଉଁ ସମୟରେ ରାଷ୍ଟ୍ରପତି ଙ୍କୁ ନେଇ ଝଗଡ଼ା ଚାଲିଥିଲା ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବୟାନ ସାମନାକୁ ଆସିଥିଲା ।

ମୋଦୀଙ୍କ ବୟାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କୁ ନେଇ ଥିଲା । ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ଏହି ବୟାନ ପୁରା ଦେଶବାସୀ ଙ୍କୁ ଶୁଣିବା ଦରକାର । ମୋଦୀଙ୍କ ଏହି ବୟାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଅପମାନ କରୁଥିବା ଲୋକଙ୍କ ମୁହଁରେ ଜୋରଦାର ଚାପୁଡ଼ା ମାରିଲା ଭଳି ଲାଗିବ ।  ଆଉ ଏକ ବଡ ସଂଯୋଗ ହୋଇଛି । ପ୍ରଥମ ଥର ଜନ ଜାତୀୟ ସମାଜ ରୁ ଆସିଥିବା ଦେଶର ଝିଅ ଭାରତର ସବୁଠୁ ବଡ ସାମ୍ବିଧାନିକ ପଦରେ ପହଞ୍ଚି ପାରିଛି ।

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ବନାଯାଇଛି । ୧୩୦ କୋରଡ ଭାରତବାସୀଙ୍କ ପାଇଁ ଏହା ବହୁତ ଗୌରବ ଅଟେ । ଆଜାଦି ପାଇଁ ନିଜ ବଳିଦାନ ଦେଇଥିବା ଲୋକମାନଙ୍କୁ ଆମ୍ଭ ପୂର୍ବଜ ମାନେ ଦେଖିଥିଲେ ତାହା ଆଜି ସାକାର ହେଉଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *