ଶୋଇବା ପୂର୍ବରୁ ନିଜ ସ୍ତ୍ରୀ ସହ ନିଶ୍ଚୟ କରନ୍ତୁ ଏହି ୩ଟି କାମ, ସମ୍ପର୍କ ରେ ଆସିବ ମଧୁରତା

ହିନ୍ଦୁ ଧର୍ମରେ ବୈବାହିକ ବନ୍ଧନ ହେଉଛି ସବୁଠାରୁ ବଡ ବନ୍ଧନ । ପୂର୍ବ କାଳରେ ଝିଅ ଓ ପୁଅ ବିବାହ କରିବା ପରେ ନିଜ ପରିବାର ଲୋକଙ୍କ ସହ ରହୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବଦଳି ଯାଇଛି । ବର୍ତ୍ତମାନ ସମସ୍ତେ ଆତ୍ମ ନିର୍ଭରଶୀଳ ହୋଇ ଜୀବନ ଯାପନ କରିବା ପାଇଁ ଇଛା କରୁଛନ୍ତି । ବର୍ତ୍ତମାନ ସମୟରେ କେତେକ ଝିଅ ନିଜ ସ୍ଵାମୀ ମାନଙ୍କ ସହ ଖୁସିରେ ରହି ପାରୁ ନାହାନ୍ତି । ଯାହାଫଳରେ ସେମାନେ ପରପୁରୁଷ ମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି ।

ଏଥିପାଇଁ ଆପଣଙ୍କ ବୈବାହିକ ଜୀବନରେ ବହୁତ ବିଶୃଙ୍ଖଳା ହେଇପାରେ । ଯଦି ଝିଅ ଅନ୍ୟ କେଉଁ ପୁରୁଷର ସଂସ୍ପର୍ଶରେ ଆସୁଛି ତେବେ ଏଥିପାଇଁ ଆପଣ ଦାୟୀ । କାରଣ ଆପଣ ନିଜ ପତ୍ନୀ ପ୍ରତି କିଛି ଅଭାବ ରଖିଥିବେ, ଯାହାଫଳରେ ସେ ଅନ୍ୟ ପୁଅ ମାନଙ୍କ ଉପରେ ଆକର୍ଷିତ ହୋଇଥିବେ । ଅଧିକାଂଶ ପୁଅ ନିଜ ପତ୍ନୀକୁ ଖୁସିରେ ରଖିପାରନ୍ତି ନାହିଁ, ଯାହାଫଳରେ ସେମାନଙ୍କ ସହ ଏହି ସମସ୍ଯା ହୋଇଥାଏ ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ୩ ଟି ଉପାୟ କହିବୁ, ଯାହାଦ୍ୱାରା ଆପଣଙ୍କ ପତ୍ନୀ ଆପଣଙ୍କୁ ଅନ୍ଧ ପରି ଭଲ ପାଇବ ଏବଂ ଆପଣଙ୍କୁ କେବେ ବି ଧୋକା ଦେବେ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ରୋମାଣ୍ଟିକ କଥା

ଯଦି ଆପଣ ନିଜ ବୈବାହିକ ଜୀବନରେ ଖୁସିର ମିଠାକୁ ରଖିବା ପାଇଁ ଚାହୁଁଛନ୍ତି, ତା ହେଲେ ସବୁଦିନ ରାତିରେ ନିଜ ପତ୍ନୀ ସହ କିଛି ରୋମାଣ୍ଟିକ କଥା ହେବାକୁ ପଡିବ । କାରଣ ରୋମାନ୍ସ ପତି ପତ୍ନୀଙ୍କର ଦୂରତାକୁ କମ କରିଥାଏ । ଯଦି ଆପଣ ଦିନ ସାରା କାମରେ ବ୍ୟସ୍ତ ରହୁଛନ୍ତି ଏବଂ ନିଜ ପତ୍ନୀକୁ ଠିକ ଭାବରେ ସମୟ ଦେଇ ପାରୁ ନାହାନ୍ତି, ତା ହେଲେ ଆପଣ ସବୁଦିନ ରାତିରେ ନିଜ ପତ୍ନୀ ସହ କିଛି ରୋମାଣ୍ଟିକ କଥା ହୁଅନ୍ତୁ । ଏମିତି କରିବା ଦ୍ଵାରା ଆପଣଙ୍କ ସ୍ତ୍ରୀ ଆପଣଙ୍କ ଛଡା ଅନ୍ୟ କୌଣସି ପୁରୁଷଙ୍କ ବିଷୟରେ ଭାବିବ ନାହିଁ ।


୨. କରନ୍ତୁ ପ୍ରଶଂସା

ସାଧାରଣତ ସବୁ ଝିଅଙ୍କୁ ନିଜର ପ୍ରଶଂସା ଶୁଣିବା ପାଇଁ ବହୁତ ଭଲ ଲାଗେ । ଏମିତିରେ ଶୋଇବା ପୂର୍ବରୁ ଆପଣ ନିଜ ପତ୍ନୀର ଭରପୁର ପ୍ରଶଂସା କରନ୍ତୁ । ଏହା ଦ୍ଵାରା ପତ୍ନୀ ମାନେ ବହୁତ ଖୁସି ହୋଇଯାନ୍ତି ଓ ସେମାନେ ଆପଣଙ୍କୁ ସବୁ କିଛି ମାନି ଥାନ୍ତି । ଏହା ଦ୍ଵାରା ଆପଣଙ୍କ ମଧ୍ୟରେ ଥିବା ଭଲ ପାଇବାର ବୃଦ୍ଧି ହେବା ସହ ଆପଣଙ୍କ ପତ୍ନୀ ଆପଣଙ୍କୁ ବହୁତ ସ୍ପେଶିଆଲ ମାନିଥାନ୍ତି ।


୩. ହଗ୍ କରିକି ଶୁଅନ୍ତୁ- ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ପତ୍ନୀକୁ ହଗ୍ କରି ଶୋଇବେ ତେବେ ଏହା ଦ୍ଵାରା ଆପଣଙ୍କ ପତ୍ନୀର ସମସ୍ତ ଚିନ୍ତା ଓ ଆପଣଙ୍କ ପ୍ରତି ଥିବା କ୍ରୋଧ ଦୂର ହୋଇଯିବ । ଏହା ଦ୍ଵାରା ଆପଣ ନିଜ ପତ୍ନୀ ସହ ଭାବନାତ୍ମକ ମଧ୍ୟ ହୋଇଯିବେ । ଏହା ଦ୍ଵାରା ଆପଣଙ୍କ ଭଲ ପାଇବାର ଅଭାବ ହେବ ନାହିଁ, ଯାହା ଫଳରେ ଆପଣଙ୍କ ପତ୍ନୀ ଅନ୍ୟ କାହାର ଭଲ ପାଇବାକୁ ଖୋଜିବ ନାହିଁ ।

ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *