ଦୁଷ୍କର୍ମ ପରେ ପାଇଲି ରିଟର୍ଣ୍ଣ ଗିଫ୍ଟ, ପୁରା ଘଟଣା ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! 

ବନ୍ଧୁଗଣ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଦୁଷ-କର୍ମ କରିବାକୁ ଯାଇ ହଟହଟା ହେଲେ ଯୁବକ । ସେ ଯେଉଁ ଲକ୍ଷ ନେଇ ଯାଇଥିଲେ ତାହା ତ ପୂରଣ ହେଲା ହେଲେ ନିରଧୂମ ଛେଚା ଖାଇବା ସହ ବନ୍ଦ କୋଠରିରେ ଅଟକ ହୋଇ ରହିଲେ । ପୁରା ଫିଲ୍ମ ଷ୍ଟାଇଲରେ କବାଟ ଭାଙ୍ଗି ହିରୋଇନ ପାଖରେ ପହଞ୍ଚି ଥିଲା ହିରୋ ।

ଆଉ ଚିନ୍ତା କରିଥିଲା ଯାହା ବି ହେଇଯାଉ ହିରୋଇନ ଆଜି ମୋର ହେବ । ଭାବିଥିଲା ଆମ ଭିତରେ ଆଜି ଯିଏ ବି ଆସିବ କାହାକୁ ବି ଛାଡିବି ନାହିଁ । ଏସବୁ କଥା ଭାବି ସିଧା ଯାଇ ପହଞ୍ଚି ଥିଲା ହିରୋଇନ ଘରେ । ବିଳମ୍ବିତ ରାତିରେ ହିରୋଇନକୁ ଶୋଇଥିବାର ଦେଖି ନିଜକୁ ଆଉ କଣ୍ଟ୍ରୋଲ କରିପାରିଲା ନାହିଁ । ଶେଷରେ ସେ ହିରୋଇନକୁ ଉପଭୋଗ କରିଲା ହେଲେ ରିଟର୍ଣ୍ଣ ଗିଫ୍ଟ ବି ପାଇଲା ।

ବନ୍ଧୁଗଣ ଏମିତି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଟି ପଡା ପଞ୍ଚାୟତ ମହାଦୀ ପାଟଣା ଗାଁରେ ଘଟି ଯାଇଛି । ଗାଁର ରଜତ ଶେଠୀଙ୍କ ଘରେ ପଶି ଜଣେ ଯୁବକ ତାଙ୍କ ନାବାଳିକା ଝିଅ ସହ ଜୋର ଜବରଦସ୍ତ ଦୁଷ-କର୍ମ କରିଛି ଏନେଇ ଆଳି ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଯୁବକ ଯାଜପୁରର ହୋଇଥିବା ବେଳେ ଆଳିରେ ନିଜ ସମ୍ପର୍କୀୟଙ୍କ ଘରେ ରହି କାମ ଧନ୍ଦା କରୁଥିଲା ହେଲେ ତା ନଜର କାମରେ କମ ବରଂ ରଜତ ଶେଠୀଙ୍କ ଝିଅ ଉପରେ ଅଧିକ ରହୁଥିଲା ।

ସେ ଶପଥ କରିଥିଲା ଯାହା ବି ହେଇଯାଉ ନା କାହିଁକି ନାବାଳିକାଙ୍କୁ ପାଇକି ରହିବି । ସେପଟେ ନାବାଳିକା ଜଣକ ରାତିରେ ନିଜ ଭାଇଙ୍କ ସହ ସୋଇଥିବା ସମୟରେ ରୁଦ୍ର ପ୍ରତାପ ମଲିକ ଊରଫ ରାଜା ନାବାଳିକାଙ୍କ କବାଟ ଭାଙ୍ଗି ତାଙ୍କ ସହ ଦୁଷ-କର୍ମ କରିଥିଲା । ଦୁଷ-କର୍ମ କରିବା ସମୟରେ ନାବାଳିକା ଜଣକ ଜୋରରେ ଚିତ୍କାର କରିଥିଲେ । ପରିବାର ଲୋକ ସେହି ଘରକୁ ଆସି ଦେଖିଥିଲେ ରାଜା ତାଙ୍କ ଝିଅ ସହ ଶୋଇଛି ।

ଏ ସବୁ ଦେଖି ପରିବାର ଲୋକଙ୍କ ମୁଣ୍ଡକୁ ପିତ ଚଢି ଯାଇଥିଲା । ନିଜ ଝିଅକୁ ରାଜା ଠାରୁ ଅଲଗା କରିବା ସହ ରାଜାକୁ ଆଖି ବୁଝି ଛେଚି ଚାଲିଲେ । ଏମିତି କି ସାରା ରାତି ଗୋଟେ ଘରେ ପୁରାଇ ଅଟକ ରଖିଥିଲେ । ପରଦିନ ସକାଳୁ ଗାଁର ସରପଞ୍ଚଙ୍କୁ ଡାକି ପଞ୍ଚାୟତ ବସିଥିଲା ହେଲେ ସରପଞ୍ଚ ରିକ୍ସ ନେବାକୁ ମନା କରିଥିଲେ ଆଉ ପୋଲିସରେ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଏହା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଆଉ ରାଜାକୁ ଥାନାରେ ଜେରା କରଯାଇଥିଲା ସେପଟେ ଝିଅ ରାଜା ସହ ବିବାହ କରିବ ବୋଲି ଜିଦ ଧରିଥିବା ବେଳେ ରାଜା ଝିଅ ସହ ବିବାହ କରିବାକୁ ମନା କରିଥିଲା । ଏମିତି ଅନେକ ପାଟିତୁଣ୍ଡ ପରେ ଶେଷରେ ରାଜା ବାହା ହେବ ବୋଲି ରାଜି ହେଲା । ଅନ୍ୟ ପଟେ ଉଭୟ ପରିବାରଙ୍କ ଆପଶ ସମାଧାନକୁ ଆଖି ଆଗରେ ରଖି ପୋଲିସ ରାଜାକୁ ଛାଡି ଦେଇଛି । ତେବେ ରାଜାକୁ ତାର ରିଟର୍ଣ୍ଣ ଗିଫ୍ଟ ନିଶ୍ଚୟ ମିଳିଛି ।

Leave a Reply

Your email address will not be published. Required fields are marked *