ପରୀକ୍ଷା ସରିଲା, ଡିଜେ ଲଗାଇ ଧୂଳି ଉଡେଇ ନାଚିଲେ ଦଶମ ଛାତ୍ର, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ କାଳ ସ୍କୁଲ ଓ କଲେଜ ବନ୍ଦ ରହିଥିଲା ।

ତେବେ ସ୍କୁଲ ବନ୍ଦ ରହିବାରୁ ଅନଲାଇନ ପାଠ ପଢା ଚାଲିଥିଲା ଏମିତି କି ଅନଲାଇନରେ ପିଲା ମାନେ ପରୀକ୍ଷା ଦେଉଥିଲେ । ବନ୍ଧୁଗଣ ଅନଲାଇନ ପରୀକ୍ଷା ଦେଇ ପିଲା ମାନେ ବହୁତ ଅଧିକ ଖୁସି ଥିଲେ । ଆଉ ଅନେକ ପିଲା ପରୀକ୍ଷାରେ ଭଲ ନମ୍ବର ଆଣି ପାସ୍ ମଧ୍ୟ ହୋଇଛନ୍ତି । ତେବେ ଦୀର୍ଘ ଦୁଇ ବର୍ଷ ପରେ ଏବେ ସ୍କୁଲ ଓ କଲେଜ ଫିଟି ଯାଇଛି । ସ୍କୁଲ ଓ କଲେଜ ଫିଟିବା ପରେ ଏବେ ଏକ ଘଟଣାର ଭିଡିଓ ସାମ୍ନାକୁ ଆସୁଛି ।

ଏହି ଭିଡିଓରେ ଦଶମ ଶ୍ରେଣୀ ଛାତ୍ର ମାନେ ଡିଜେର ତାଳେ ତାଳେ ଜବରଦସ୍ତ ନାଚ ନାଚୁଥିବାର ନଜର ଆସିଛନ୍ତି । ଛାତ୍ର ମାନେ ନିଜ ସ୍କୁଲ ସାର୍ଟ ଖୋଲି ଡିଜେ ଗୀତରେ ଡ୍ୟାନ୍ସ କରୁଛନ୍ତି । ବନ୍ଧୁଗଣ ଏତେ ଖୁସି ହେବା ପଛର କାରଣ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଏହି ଭିଡ଼ିଓ ହେଉଛି ଦିଗପହଣ୍ଡି ବ୍ଲକ ବୋମକାଇ ଅଂଚଳର ଶିବାନନ୍ଦ ହାଇ ସ୍କୁଲର ।

ପରୀକ୍ଷା ସରିବା ପରେ ଡିଜେ ଆସିଥିଲା । ପିଲା ମାନେ ଡ୍ୟାନ୍ସ ଆରମ୍ଭ କରିବା ଦେଖି ଲୋକେ ବି ଆଚମ୍ବିତ ହୋଇଥିଲେ । ମୁଖ୍ୟ ରାସ୍ତାରେ ପିଲା ମାନେ ୟୁନିଫର୍ମ ବାହାର କରି ବଲମ ପିତା ଗୀତରେ ଧୂଳିଉଡା ଡ୍ୟାନ୍ସ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *