Deepika ଙ୍କ ପୂର୍ବରୁ Ranveer Singh ଙ୍କ ଗର୍ଲଫ୍ରେଣ୍ଡ ରହି ସାରିଛନ୍ତି ବଲୀଉଡ ର ଏହି 4 ଜଣ ହିରୋଇନ, ଜଣେ ହେଇଛନ୍ତି ପ୍ରେଗନେଣ୍ଟ ତ ଆଉ ଜଣେ ହେଇ ସାରିଛନ୍ତି ଗୋଟିଏ ପିଲାର ମା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ବହୁତ କମ ସମୟରେ ବଲିଉଡରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ରଣବିର ସିଂହ । ରଣବିର ବହୁତ କମ ସମୟରେ ବଲିଉଡରେ ସଫଳତା ପାଇଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ।

ସେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବିବାହ କରିଛନ୍ତି । ହେଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବାପା ହୋଇନାହାନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ରଣବିର ଦୀପିକାଙ୍କ ପୂର୍ବରୁ କିଛି ଝିଅ ମାନଙ୍କ ସହ ରିଲେସନସିପରେ ଥିଲେ । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆହାନା ଦେଓଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଧର୍ମେନ୍ଦ୍ରଙ୍କ ଝିଅ ଆହାନ ଦେଓଲ । ମିଡିଆ ରିପୋର୍ଟ ଅନୁସାରେ ରଣବିର ନିଜ କଲେଜ ଟାଇମରେ ଆହାନା ଦେଓଲଙ୍କ ସହ ରିଲେସନସିପରେ ଥିଲେ । ହେଲେ ସେମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା କାରଣ ସେମାନଙ୍କ ମଧ୍ୟରେ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଆସିଯାଇଥିଲେ ।

ସେତେବେଳେ ଆହାନ ରଣବିରଙ୍କୁ ଛାଡି ଆଦିତ୍ୟଙ୍କ ସହ ରିଲେସନସିପରେ ରହିଥିଲେ । ରଣବିର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ ଯେ, ସେ ଗୋଟେ ଝିଅକୁ କଲେଜ ଟାଇମରେ ବହୁତ ଭଲ ପାଉଥିଲେ ହେଲେ ସେହି ଝିଅ ବର୍ତ୍ତମାନ ବିବାହ କରି ମା ହୋଇସାରିଛି ।


ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଯେତେବେଳେ ରଣବିର ବଲିଉଡରେ ଏଣ୍ଟ୍ରି କରିଲେ ସେତେବେଳେ ରଣବିରଙ୍କ ନାମ ଅନୁସ୍କାଙ୍କ ସହ ମଧ୍ୟ ଯୋଡା ଯାଇଥିଲା । ହେଲେ ଅନୁସ୍କା ରଣବିରଙ୍କ ପ୍ରେମରେ ବହୁତ ଅଧିକ ସିରିଅସ ହୋଇଯାଇଥିଲେ । ଯାହାଫଳରେ ରଣବିର ଫିଲ୍ମ ‘ବାଜିରାଓ ମାସ୍ତାନି’ର ଶୁଟିଙ୍ଗ କରିବା ସମୟରେ ଅନୁସ୍କାଙ୍କ ଠାରୁ ଦୂରେଇ ଯାଇଥିଲେ । ହେଲେ ରଣବିର ସେତେବେଳେ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ କହିଥିଲେ, ସେ ଅନୁସ୍କାଙ୍କୁ ବହୁତ ମିସ୍ କରୁଛନ୍ତି । ହେଲେ ୨୦୧୭ରେ ଅନୁସ୍କା କ୍ରିକେଟର ବିରାଟ କୋହିଲିଙ୍କ ସହ ବିବାହ କରି ବର୍ତ୍ତମାନ ପ୍ରେଗନେଣ୍ଟ ଅଛନ୍ତି ।

ସୋନାକ୍ଷୀ ସିହ୍ନା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ରଣବିରଙ୍କ ନାମ ସହ ସୋନାକ୍ଷୀଙ୍କ ନାମ ମଧ୍ୟ ଯୋଡା ଯାଇଥିଲା । ବାନ୍ଦରା ପାଲିହିଲରେ ଏହି ଦୁଇଜଣ ପରସ୍ପରର ହାତ ଧରି ଯାଉଥିବାର ନଜର ମଧ୍ୟ ଆସିଥିଲେ । କିଛି ସମୟ ଏମାନେ ପରସ୍ପରକୁ ଡେଟ କରିଥିଲେ ହେଲେ ଏମାନଙ୍କ ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗି ଯାଇଥିଲା ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *