‘ଭଲ ପାଇଲା ବେଳେ ଚକାଚକା କଥା କହୁଥିଲା, ହେଲେ ଏବେ ଚୋରଙ୍କ ଭଳି ଲୁଚୁଛି, କାରଣ ତା’ ପରିବାର ତାକୁ…’ ଏମିତି କାହିଁକି କହିଲେ ଦୀପିକା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଉଭୟ ଦୀପିକା ଏବଂ ଦିନେଶ ଙ୍କୁ ଦୁଇ ଜଣଙ୍କୁ ମହିଳା କମିସନର ପାଖକୁ ଡକାଯାଇଅଛି । ପ୍ରମିଳା ମାଉସୀ ଙ୍କ ସହିତ ଦୀପିକା ମହିଳା କମିଶନର ପାଖକୁ ଯାଇଥିଲେ । ମାତ୍ର ଦିନେଶ ଆସିବାକୁ ବିଳମ୍ବ କରିଥିଲେ । ଦୀପିକା ଏହି ବାବଡକୁ ନେଇ କହିଛନ୍ତି ଯେ ଦିନେଶ ଭଲ ପାଇଲା ବେଳକୁ ଭଲ ପାଇଲେ କିନ୍ତୁ ବର୍ତ୍ତମାନ ଆସି ସମସ୍ତଙ୍କ ସାମ୍ନାରେ ସତ କାଥା କହୁନାହାଁନ୍ତି ।

ସେ ଭୁଲ କରିଛନ୍ତି ବୋଲି ଲୁଚିକି ଅଛନ୍ତି । ଯଦି ସେ ଠିକ ଥାନ୍ତେ ତେବେ ଦୀପିକା ଭଳି ଆସି ସାତାରା ସାମ୍ନା କରିଥାନ୍ତେ । ଦିନେଶ ଚୋର ଙ୍କ ଭଳି ଲୁଚି ରହୁଛନ୍ତି ବୋଲି କହିଛନ୍ତି । ଦିନେଶ ଙ୍କ ମା’ ବାପା ମିଶି ହାରାସମେଣ୍ଟ କରୁଛନ୍ତି ତଥା ନାନା ପ୍ରକାରର ଅକଥନୀୟ କଥା ବାର୍ତ୍ତା କରୁଛନ୍ତି । ଦିନେଶ ଙ୍କ ସହିତ ଦୀପିକା କଥା ହେଲେ ତାଙ୍କ ମନପରିବର୍ତ୍ତନ ହେବ ତଥା ତାଙ୍କ ସ୍ତ୍ରୀ ଙ୍କୁ ସେ ଗ୍ରହଣ କରିବେ

ଏହା ଚିନ୍ତା କରି ପରିବାର ଲୋକେ ଦୀପିକାଙ୍କ ସହିତ ଦିନେଶ ଙ୍କୁ ଭେଟ କରାଇ ଦେଉନାହାଁନ୍ତି । ଦିନେଶ ଧରାଛୁଆଁ ଦେଉ ନଥିବା ଦେଖି ପ୍ରମିଳା ମା’ ଦିନେଶ ଙ୍କୁ କହିଛନ୍ତି ଯେ ପ୍ରେମ କରିଲା ସମୟରେ ତାକୁ ଡର ଲାଗୁ ନଥିଲା ମାତ୍ର ସାମ୍ନା କୁ ଆସିବାକୁ ଡର ଲାଗୁଛି । ପ୍ରମିଳା ମା କହିଛନ୍ତି ଯେ ଦୀପିକା କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ତାଙ୍କ ସହିତ ଏମିତି ଲଢୁଥିବେ ।

ଦୀପିକା କହିବା କଥା ଯେ ଭୁଲ ଉଭୟ କରିଛନ୍ତି । କିନ୍ତୁ ଛୁଆ ଟି କି ଭୁଲ କରିଛି ? ସେ କେଉଁ ନିମନ୍ତେ ବାପା ର ନାମ ନେବାରୁ ବଞ୍ଚିତ ହେବ ? ତାଙ୍କୁ ଟଙ୍କା ପଇସା କିଛି ଦରକାର ନାହିଁ କେବଳ ଦିନେଶ ଦରକାର ଏବଂ ତାଙ୍କ ପିଲା କୁ ତାଙ୍କ ବାପା ଙ୍କ ପରିଚୟ ଲୋଡା ବୋଲି କହିଛନ୍ତି ।

ଆର ଥରକ ନୋଟିସ କରି ପଠାଯାଇଥିଲା ମାତ୍ର ସେମାନେ ଆସିଲେ ନାହିଁ । ତାଙ୍କ ମା’ ବାପା ଜାଣିଶୁଣି ତାଲା ପକାଇ ଚାଲି ଯାଇଥିଲେ । ବର୍ତ୍ତମାନ ମଧ୍ୟ ଜାଣିଶୁଣି ବିଳମ୍ବ କରୁଛନ୍ତି । ଏହା ସହିତ ଦୀପିକା କହିଛନ୍ତି ଯେ ଦେଖାଯାଉ ବର୍ତ୍ତମାନ ସେମାନେ ନ ଆସିଲେ ଆଇନ ତାଙ୍କ ବିରୁଦ୍ଧରେ କି ପଦକ୍ଷପ ଗ୍ରହଣ କରୁଛନ୍ତି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *