ସ୍ଵାମୀ Dinesh କୁ ଛାଡି ଦେଲେ Dipika, କହିଦେଲା ‘ଯଦି ତୁମର ଶାରୀରିକ ସୁଖ ଦରକାର ଥିଲା ତାହେଲେ ତୁମେ ସେଇ…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୀପିକା ଓ ଦିନେଶଙ୍କ ପ୍ରେମ ମାମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ତେବେ ଦିନେଶ ନିଜ ପ୍ରେମିକା ଦୀପିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରେଗନେଣ୍ଟ କରିଦେଇଛନ୍ତି ଆଉ ଏବେ ସେ ସାମ୍ନାକୁ ଆସୁ ନାହାନ୍ତି । ଦୀପିକା ଏବେ ନିଜ କୁନି ପୁଅକୁ ଧରି ଦିନେଶଙ୍କ ଘର ବାହାରେ ଧାରଣା ଦେଇଛନ୍ତି । ଆଜିକୁ 7 ଦିନ ହେବ ଦୀପିକା ଦିନେଶଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି ।

ଏବେ ଏହି ମାମଲାଟି ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହେଲେ ଦୀପିକା ଏବେ ଏକ ନାହାନ୍ତି ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଅଛନ୍ତି । ପ୍ରମିଳା ଦୀପିକାଙ୍କ ସମର୍ଥନରେ ଛିଡା ହୋଇଛନ୍ତି । ତେବେ ବର୍ତ୍ତମାନ ଦୀପିକା ଗଣମାଧ୍ୟମ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ଦୀପିକାଙ୍କ କହିବା ମୁତାବକ-‘ଦେଖନ୍ତୁ 7 ଦିନ ହେଲାଣି ମୁଁ ତାଙ୍କ ପିଣ୍ଡାରେ ବସିଛି । କାଲି ମୋ ପାଇଁ ସବୁ ଆରେଞ୍ଜ ମେଣ୍ଟ କରିଲେ ପ୍ରମିଳା ମାଆ ।

ଯେହେତୁ ମୋ ସ୍ଵାମୀ ଅଛନ୍ତି ଘରର ସମସ୍ତ ସଦସ୍ୟ ଅଛନ୍ତି ସେମାନେ ତ ମୋତେ ଦାଣ୍ଡ ପିଣ୍ଡାରେ ବସେଇ ଦେଲେ । ମାଆ ମୋତେ ଚିହ୍ନି ନଥିଲେ କି ମୁଁ ତାଙ୍କୁ ଚିହ୍ନି ନଥିଲି ସେ ମୋତେ ମିଡିଆରେ ଦେଖି ମୋ କଷ୍ଟ ଦେଖି ଆସିଲେ । ଆସିଲା ପରେ ସବୁ ଆରେଞ୍ଜ ମେଣ୍ଟ କରିଲେ । ଦିନେଶ ତ ନ୍ୟୁଜ ଦ୍ଵାରା ସବୁ କିଛି ଜାଣୁ ଛନ୍ତି ତାଙ୍କ ପ୍ୟାରେଣ୍ଟ୍ସ ଜଣାଉ ଥିବେ ସାହି ପଡିଶା ବି ତାଙ୍କୁ କଲ୍ କରୁଥିବେ ତାଙ୍କ ସାଙ୍ଗ ମାନେ ବି ଜଣାଉ ଥିବେ ଏ ସବୁ ହେଉଛି ।

ସେ କେଉଁଠି ଅଛି ତାକୁ ନେଇକି ଆସନ୍ତୁ ମୁଁ ତ ଏ ବର୍ଷାରେ ଏତେ କଷ୍ଟରେ ଏଠି ଅଛି । ଛୋଟ ଛୁଆ ମୋର ଅଛି 19 ମାସର । ସେ ମା ପାଖରେ ଅଛି ମୁଁ ତାକୁ ଭିଡିଓ କଲ୍ ରେ ବୁଝେଇକି ରଖୁଛି । କେତେ ଅସୁବିଧା ହେଉଛି ଗୋଟେ ମାକୁ ପୁଅ ଠାରୁ ଅଲଗା କରିବା ବାପାକୁ ଅଲଗା କରିବା ଶାଶୁ-ଶଶୁର ଏଇଟା ଠିକ କରୁଛନ୍ତି । ଆମ ସମସ୍ତଙ୍କୁ ଅଲଗା କରି ଗୋଟେ କଦଳୀ ବାଲା ଝିଅ ସହ ବାହା କରେଇବାକୁ ଠିକ କରିଛନ୍ତି ।

ଦିନେଶ ତମେ ଯେଉଁଠି ବି ଅଛ ମୋତେ ସ୍ତ୍ରୀର ମର୍ଯ୍ୟାଦା ଦିଅ ଏତେ ସମସ୍ତେ ଅଛନ୍ତି ତମକୁ ଟିକେ ଲାଜ ସରମ ଲାଗୁନି । ଯଦି ଧୋକା ଦବାର ଥିଲା ତା ହେଲେ କାହିଁକି ଭଲ ପାଉ ଥିଲ । ତମକୁ ଯଦି ସେଇ ଟାଇପର ଦରକାର ଥିଲା ତେବେ ସେହି ଟାଇପର ଝିଅ ମିଳି ଥାନ୍ତେ । ଝିଅ ମାନଙ୍କ ଲାଇଫ କାହିଁକି ଖରାପ କରୁଛନ୍ତି ପିଲା ଛୁଆ କରିକି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *