ଦିନେଶର ଅସଲ ମୁଖା ଖୋଲିଦେଲେ ଦୀପିକା, ଭାଇରାଲ ହେଲା ଦିନେଶର ଆଣ୍ଠୁଆ ପ୍ରେମ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଦୀପିକା ପରଦା ଫାସ କରିଲେ ଦିନେଶ ଙ୍କ ଆଣ୍ଠୁଆ ପ୍ରେମ । ରାଜଧାନୀ ର ଏକ ପ୍ରତିଷ୍ଠିତ କଲେଜ ପାଖର ଏହି ଦୃଶ୍ୟ ଭଳି ଜଣା ପଡୁଛି ଉକ୍ତ ଭିଡିଓ ରେ । କିଭଳି ଅନ୍ଧାର ସ୍ଥାନରେ ମୋବାଇଲ ଟର୍ଚ୍ଚ ର ଆଲୁଅ ରେ ଆଣ୍ଠେଇ ପ୍ରେମ ନିବେଦନ କରୁଛନ୍ତି ଦିନେଶ । କିନ୍ତୁ ଯୁବତୀ ଜଣକ ଜାଣିଛନ୍ତି କି ଯାହାର ପ୍ରେମ ନିବେଦନ ସେ ସ୍ୱୀକାର କରିବାକୁ ଯାଉଛି ସେ ଆଗରୁ ଆଉ ଜଣକୁ ପ୍ରେମ ନିବେଦନ କରି ଗୋଟିଏ ଛୁଆ ର ମାଆ ବନାଇ ସାରିଛି ।

ଦୀପିକା ପ୍ରମାଣିତ କରି ଦେଇଛନ୍ତି ପ୍ରେମ ପାଇଁ କେତେ ନାଟକବାଜି କରିପାରେ ଦିନେଶ । ପ୍ରେମ ପାଇଁ କେତେବେଳେ ନିଜ ଠାରୁ ଦୁଇ ବର୍ଷ ବଡ଼ ଝିଅ କୁ ପ୍ରତିଶୃତି ଦିଏ ତ କେତେବେଳେ ରାସ୍ତା ଉପରେ ଆଣ୍ଠେଇ ପଡ଼ି ପ୍ରେମ ନିବେଦନ କରେ । ଦୀପିକା ସେୟାର କରିଥିବା ଏହି ଭିଡିଓ ତାହା ପ୍ରମାଣ କରି ଦେଉଛି । ଦିନେଶ ଙ୍କ ଦ୍ୱାର ରେ ବସିଥିବା ଦୀପିକା କେବଳ ଚାହାନ୍ତି ନିଜ ପୁଅ ପାଇଁ ପରିଚୟ ।

ଯାହା ସେ ମୂଳରୁ ହିଁ ପରିଷ୍କାର କରି ଆସିଛନ୍ତି । ତାଙ୍କର ସେଭଳି କୌଣସି ସ୍ୱପ୍ନ ନାହିଁ ଯେ, ପୁଣିଥରେ ଦିନେଶ ସହିତ ପ୍ରେମ ର ସଂସାର ଗଢ଼ିବେ । ଯାହା କିଛି ଗଣ ମାଧ୍ୟମରେ ପରିବେଷଣ କରାଯାଉଛି । ଦୀପିକା ଯେଉଁ ଅଭିଯୋଗ ଆଣିଛନ୍ତି ଯେ, କଦଳୀ ଵାଲା ଝିଅ ସହିତ ଦିନେଶ ର ସମ୍ପର୍କ ରହିଛି ସେହି ଝିଅ ଜଣକ ହେଉଛି ଯାହାକୁ ଦିନେଶ ପ୍ରପୋଜ କରିଛନ୍ତି ।

ତେବେ ଏହା ସହିତ ଦିନେଶ କ୍ଳବ ରେ ସେହି ଝିଅ ସହିତ ମିଶି ଡ୍ୟାନ୍ସ କରୁଥିବାର ଭିଡିଓ ମଧ୍ୟ ଗଣ ମାଧ୍ୟମରେ ସେୟାର କରିଛନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଏହା ଉଠୁଛି ଯେ, ଦୀର୍ଘ ଦିନ ଦିନେଶ ଙ୍କ ଦ୍ୱାର ରେ ବସିବା ପରେ ବି ବର୍ତ୍ତମାନ ସୁଦ୍ଧା ଦୀପିକା ଙ୍କୁ ନ୍ୟାୟ ମିଳିଲା ନାହିଁ ।

କଣ ଦୀପିକା ଓ ତାଙ୍କ ଛୁଆ କୁ ଆପଣାଇବେ ନାହିଁ ଦିନେଶ? ଯଦି ଦିନେଶ ଙ୍କୁ ଦୀପିକା ଙ୍କ ସହିତ ବିବାହ କରିବାର ନଥିଲା ତେବେ ପୂର୍ବରୁ ତାଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ ରଖିଥିଲେ କଣ ପାଇଁ? ଏଭଳି ଗୋଟିଏ ଝିଅ କୁ ଧୋକା ଦେଇ ତାକୁ ପ୍ରେମ ର ଜାଲ ରେ ଫସାଇ ଗର୍ଭବତୀ କରି ଦେବା କୌଣସି ଭଦ୍ର ଘର ପୁଅ ର ପରିଚୟ ନୁହେଁ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତରେ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published.