Special Story: ଦିନେ ମେଡିକାଲ ରୁ ଆଣି ଦେଇଥିଲେ ନୂଆ ଜୀବନ, ଆଜି କଲେ କନ୍ୟାଦାନ, ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀ ନିଜ କୋପ ବର୍ଷାଇଛି । ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇ ସାରିଛନ୍ତି ।

ଏହି କରୋନା କାଳ ସମୟରେ ଏପରି ସବୁ ଘ-ଟ-ଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଖବର ବିଷୟରେ କହିବୁ ଯାହା ବିଷୟରେ ଜାଣିଲା ପରେ ଆପଣଙ୍କ ଆଖି ଲୁହରେ ଭରିଯିବ । ବନ୍ଧୁଗଣ ଗତ କାଲି କଟକର ସମାଜ ସେବି ବିଭୁତି ରାୟଙ୍କ ଝିଅର ବିବାହ ହୋଇଥିଲା । ଏହି ବିବାହଟି ବହୁତ ଭଲ ଭାବରେ ପୂରଣ ମଧ୍ୟ ହୋଇଥିଲା ।

ବିବାହ ସମୟର କିଛି ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ବନ୍ଧୁଗଣ ବିଭୁତି ରାୟ ହେଉଛନ୍ତି ଏକ ସମାଜ ସେବି ସେ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । କାରଣ ସେ କରୋନା ମହାମାରୀରେ ପ୍ରାଣ ହରାଇଥିବା ଲୋକ ମାନଙ୍କର ସ-ବ ଦା-ହ କରୁଛନ୍ତି । ଏହା ହେଉଛି ଏକ ପୂଣ୍ୟର କାମ ସେଥିପାଇଁ ସମସ୍ତ ଲୋକ ବିଭୁତିଙ୍କ ପ୍ରଶଂସା କରୁଛନ୍ତି ।

ଗତ କାଲି ବିଭୁତି ଓ ତାଙ୍କ ପତ୍ନୀ ନିବେଦିତା ରାୟ ତାଙ୍କ ଝିଅର ବିବାହ କରିଛନ୍ତି । ଉଭୟ ବିଭୁତି ଓ ତାଙ୍କ ପତ୍ନୀଙ୍କ ଆଖି ଲୁହରେ ଭରିଯାଇଛି । ସେମାନେ ତାଙ୍କ ଝିଅକୁ ଛାଡିବାକୁ ଚାହୁଁ ନାହାନ୍ତି ହେଲେ କଣ ହେବ ସମସ୍ତଙ୍କୁ ଏହି ସମାଜର ନିୟମକୁ ମାନି ଚଳିବାକୁ ପଡିବ । ବାପ ଘରେ ଝିଅ ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ ନାହିଁ ।

ବିଭୁତିଙ୍କ ଝିଅର ନାମ ହେଉଛି ଅନିତା । ଆପଣ ମାନେ ସମସ୍ତେ ଅନିତାଙ୍କ କାହାଣୀ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଅନିତାଙ୍କ ବିଭୁତି ଏକ ମେଡିକାଲରୁ ପାଇ ନିଜ ଘରକୁ ଆଣିଥିଲେ । ନିଜ ଝିଅ ପରି ଲାଳନ ପାଳନ କରି ଅନିତାଙ୍କୁ ବଡ କରିଥିଲେ । ଉଭୟ ବିଭୁତି ଓ ତାଙ୍କ ପତ୍ନୀ ଅନିତାଙ୍କ ସମସ୍ତ ଭଲ ପାଇବା ଓ ସ୍ନେହ ଦେଇଥିଲେ । ଝିଅ ଅନିତା ନିଜ ବାପାଙ୍କୁ ଭଗବାନ ମାନନ୍ତି ଓ ସେ ମଧ୍ୟ ବାପା ମାଙ୍କୁ ଛାଡି ଯିବା ପାଇଁ ଚାହୁଁ ନାହାନ୍ତି ।

ଅନିତା ଏହିପରି ବାପା ମା ପାଇଥିବାରୁ ବହୁତ ଭାଗ୍ୟଶାଳୀ ଅନୁଭବ କରନ୍ତି । ଅନିତା ଯେତେବେଳେ ଛୋଟ ଥିଲେ ସେତେବେଳେ ସେ ଏସିବି ମେଡିକାଲରେ ଚିକିତ୍ସା ନେଉଥିଲେ ସେତେବେଳେ ତାଙ୍କ ମା-ନ-ସି-କ ସ୍ଥି-ତି ଠିକ ନଥିବାରୁ ତାଙ୍କ ଘର ଲୋକ ତାଙ୍କୁ ସ୍ଵୀକାର କରୁ ନଥିଲେ । ସେହି ସମୟରେ ବିଭୁତି ଅନିତାଙ୍କ ଚିକିତ୍ସା କରେଇଥିଲେ ଓ ନିଜ ଘରକୁ ଝିଅ କରି ଆଣିଥିଲେ ।

ବର୍ତ୍ତମାନ ଅନିତା ନୂଆ ସଂସାର କରିବାକୁ ଯାଉଛନ୍ତି । ଝିଅ ଘର ଛାଡି ଯିବା ଦୁଃଖରେ ବିଭୁତି ଓ ତାଙ୍କ ପତ୍ନୀ ବହୁତ କାନ୍ଦି ଥିଲେ । ବିଭୁତିଙ୍କ ଏହି କାମକୁ ଦେଖି ଲୋକମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କ ମଧ୍ୟରେ ମାନବିକତା ରହିବା ନିହାତି ଆବଶ୍ୟକ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *