ମାଉସୀଙ୍କ ପାଖେ ହାର ମାନିଛି ବୟସ ! ଦିଲ ଚୋରେଇଲା ମାଉସୀଙ୍କ ନାଚ, ଦେଖନ୍ତୁ ମାଉସୀଙ୍କ ଏହି ମଜାଦାର Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆରେ ଏପରି ଅନେକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କ ମନୋରଞ୍ଜନ କରିଦେବ । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଟ୍ୟାଲେନ୍ଟ ପଦର୍ଶନ କରି ଅତି ସହଜରେ ଫେମସ ମଧ୍ୟ ହୋଇପାରନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧା ମାଉସୀ ଅତି ଖୁସି ଆନନ୍ଦର ସହ ନାଚୁ ଥିବାର ନଜର ଆସୁଛନ୍ତି ।

ମାଉସୀ ଜଣକ ଏକ ସମ୍ବଲପୁରୀ ଗୀତରେ ଅତି ମଜାର ସହ ଡ୍ୟାନ୍ସ କରୁଛନ୍ତି ଯାହା ଅତ୍ୟନ୍ତ ପ୍ରଶଂସନୀୟ ହୋଇପାରିଛି । ବନ୍ଧୁଗଣ ମାଉସୀଙ୍କ ଆଗାରେ ହାର ମାନିଛି ବୟସ । କାରଣ ତାଙ୍କ ବୟସର ବୃଦ୍ଧା ମହିଳା ମାନେ ଠିକ ସେ ଛିଡା ହୋଇ ପାରନ୍ତି ନାହିଁ ଓ ନାଚିବା ତ ଦୂରର କଥା । ହେଲେ ଏହି ବୃଦ୍ଧା ମାଉସୀଙ୍କ ନାଚ ଦେଖିଲେ ଆପଣ କହିବେ ଏହା ଚମତ୍କାର ।

ଭିଡିଓରେ ମାଉସୀ ଜଣକ ନିଜ ହାତ ଗୋଡକୁ ହଲେଇ ହଲେଇ ନାଚୁ ଛନ୍ତି ଆଉ ତାଙ୍କ ମୁହଁରେ ଗୋଟେ ଖୁସି ଅଛି । ଏହି ଭିଡିଓଟିକୁ ଯିଏ ବି ଦେଖୁଛି ସେ ଖୁସି ହୋଇଯାଉଛି । ବନ୍ଧୁଗଣ ଏହି ଭିଡିଓଟି ଆମ ଓଡିଶାରେ ହୋଇଛି ଆଉ ଏହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *