ଦିଦି ଆଗରେ ଛାତ୍ରଟି କହିଲା କିଛି ଏମିତି କି ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି ଏହି Video, ଦେଖନ୍ତୁ ଜାଣିପାରିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋ-ସି-ଆ-ଲ ମି-ଡି-ଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋ-ସି-ଆ-ଲ ମି-ଡି-ଆ ରେ ଅନେକ କିଛି ଭିଡିଓ ମଧ୍ୟ ଭା-ଇ-ରା-ଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋ-ସି-ଆ-ଲ ମି-ଡି-ଆ ରେ କେତେବେଳେ କୌଣସି ଅ-ଘ-ଟ-ଣ କୁ ନେଇ ଭିଡିଓ ଭା-ଇ-ରା-ଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭା-ଇ-ରା-ଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭା-ଇ-ରା-ଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭିଡିଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଛି ।

ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ମାନେ ବି ସେହି ଭିଡିଓ ଦେଖିଲେ ନିଶ୍ଚିତ ନ ହସି ରହି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ଭି-ଡି-ଓ ରେ କଣ କହୁଛି କୁନି ପିଲା । ତେବେ ଏକ ବିଦ୍ୟାଳୟ ରେ ଜଣେ ଶିକ୍ଷୟତ୍ରୀ କିମ୍ବା ଦିଦି ସବୁ ପିଲାଙ୍କୁ ବଡ଼ ହେଲେ କଣ ହେବ ଏବଂ କିପରି ପଢିବ ଏବଂ ପାଠ ପଢ଼ାରେ ମନ ଲଗେଇବା ଉଚିତ । ଜୀଵନ ରେ ପାଠ ପଢିବା ବହୁତ ଆବଶ୍ୟକ ଅଟେ ପାଠ ବିନା କୌଣସି ବି ଜିନିଷ ହୋଇ ପାରିବ ନାହିଁ ।

ଏହି ସବୁ ଭିତରେ ଜଣେ କୁନି ଛାତ୍ର କୁ ପାଠ ନ ପଢିବା ପାଇଁ ପା-ଟି କରିବା ସହିତ ବୁଝେଇ ଥିଲେ । ଏହା ସହ ତାକୁ ବଡ ହେଲେ କଣ ସ୍ୱପ୍ନ ଦେଖୁଛୁ ଏବଂ କଣ ହେବୁ ସେ ବିଷୟରେ ପଚାରିବାରୁ ସେ କା-ନ୍ଦ କା-ନ୍ଦ ହୋଇ ଉତ୍ତର ରେ କହିଥିଲା କି ଗାଈ ଚରେଇବି ଏବଂ ସେହି ପଇସାରେ ଚକଲେଟ ଖାଇବି ନ ହେଲେ ଘୁଷୁରୀ ଚରେଇବି । କିନ୍ତୁ ପାଠ ପଢିବିନି । ତେବେ ସେହି କୁନି ପିଲାର ଏଭଳି ଉତ୍ତର ଶୁଣି ଦିଦି ମଧ୍ୟ ହସିଥିଲେ ତେବେ ଏହି ଭିଡିଓ ଟି ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଭା-ଇ-ରା-ଲ ହେଉଛି ଲୋକମାନେ ଏହି କୁନି ପିଲାର କଥା କୁ ଶୁଣି ବହୁତ ହସୁଛନ୍ତି ମଧ୍ୟ ।

Leave a Reply

Your email address will not be published. Required fields are marked *