ଦିଦି ପଢ଼ାଇଲେ ଏମିତି ପାଠ ଦେଖିଲେ ମୁଣ୍ଡରେ ହାତ ଦେବେ, ସବୁ ଜାଣି ପାରିବେ ଦେଖନ୍ତୁ ଏହି Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଇବା ପାଇଁ ଓ ଉଚିତ ଶିକ୍ଷା ଦେବା ପାଇଁ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଶିକ୍ଷୟତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଯୋଗ୍ୟତା ବିଷୟରେ ଜାଣିଲେ ଆପଣ ନିଜେ କହିବେ ସେ ଶିକ୍ଷୟତ୍ରୀ ହେବା ପାଇଁ ଯୋଗ୍ୟ ନା ନାହିଁ । ଭାଇରାଲ ହେଉଥିବା ଭିଡିଓରେ ଜଣେ ବ୍ୟକ୍ତି ଏକ ଶିକ୍ଷୟତ୍ରୀଙ୍କର ଭିଡିଓ କରୁଛନ୍ତି ।

ଶିକ୍ଷୟତ୍ରୀ ଜଣକ ବ୍ଲାକ ବୋର୍ଡରେ ନାଳନ୍ଦା, ଭବିଷ୍ୟ, ଉଜ୍ଵଳ, କ୍ରାନ୍ତିକାରୀ ଓ ମହାରାଷ୍ଟ୍ର ଲେଖୁଛନ୍ତି । ବନ୍ଧୁଗଣ ବ୍ଲାକ ବୋର୍ଡରେ ଶିକ୍ଷୟତ୍ରୀ ଭୁଲ ଲେଖିଥିବାର ଧରା ପଡିଛନ୍ତି । ଶିକ୍ଷୟତ୍ରୀ ଜଣକ 7 ବର୍ଷ ହେବ ସ୍କୁଲରେ କାର୍ଯ୍ୟରତ ଅଛନ୍ତି ଓ ପିଲା ମାନଙ୍କୁ ପାଠ ପଢାଉ ଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେ କେତେକ ସାଧାରଣ କଥା ଠିକ ସେ ଲେଖି ପାରୁ ନାହାନ୍ତି ।

ଏହା ପରେ ବ୍ୟକ୍ତି ଜଣକ ଶିକ୍ଷୟତ୍ରୀଙ୍କୁ ଏକ ପ୍ରଶ୍ନ ପଚାରୁ ଛନ୍ତି ‘କେଉଁ ନେତାଙ୍କ ମା ବାପା ଉଭୟ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ? ଏହାର ଉତ୍ତର ମଧ୍ୟ ଶିକ୍ଷୟତ୍ରୀଙ୍କୁ ଜଣା ନାହିଁ । ଶିକ୍ଷୟତ୍ରୀଙ୍କୁ ପାଟଣାର ରାଜଧାନୀର ନାମ ପଚାରି ବାରୁ ସେ ଦିଲ୍ଲୀ ଉତ୍ତର ଦେଲେ ଆଉ ଦିଲ୍ଲୀର ରାଜଧାନୀ ସେ ଜାଣି ନାହାନ୍ତି । ବନ୍ଧୁଗଣ ଏଭଳି ଶିକ୍ଷୟତ୍ରୀଙ୍କ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *