ପିଲା ମାନଙ୍କ ପାଇଁ ଆସୁଥିବା ଅଣ୍ଡାକୁ ଗାଊଁ-ଗାଊଁ କରି ଖାଇଗଲେ ଦିଦି, ପଚାରିବାରୁ ରାଗି କି ଦେଲେ ଏମିତି ଜବାବ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦିଦି ଙ୍କ ରାଗ ପଞ୍ଚମ । ଟିକେ ଟିକେ କଥାରେ ରାଗିକି ଲାଲୀ ହୋଇଯାଉଛନ୍ତି ଦିଦି ଆଉ ବଡ ବଡ ଆଖିରେ ବୁଲି ଯୁକ୍ତି କରୁଛନ୍ତି । ମାତ୍ର ଖାଲି ଏତିକି ନୁହେଁ ବରଂ ଦିଦି ଏଠାରେ ଜାତି ଅଜାତି ମଧ୍ୟ ଦେଖୁଛନ୍ତି । ଦିଦି ଜଣକ ରାଗରେ କ’ଣ କ’ଣ କହିଛନ୍ତି ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ତେବେ ଖବର ଅନୁଯାୟୀ ଗୋଟିଏ ସ୍କୁଲରେ ପିଲାମାନଙ୍କୁ ମଧ୍ୟାନ୍ୟ ଭୋଜନ ଦିଆଯାଉଥିଲା ।

ତେବେ ଆଜି ମଧ୍ୟାନ ଭୋଜନରେ ମିଳିଥାନ୍ତା ଅଣ୍ଡା । କିନ୍ତୁ ଦିଦି ଏଠାରେ ପିଲାଙ୍କୁ ଅଣ୍ଡା ଦେବେ କ’ଣ ? ପିଲାଙ୍କ ଅଣ୍ଡା ଦେବା ପରିବର୍ତ୍ତେ ତାକୁ ଖାଇ ଯାଉଥିବାର  ନଜର ଆସିଥିଲେ । ମାତ୍ର ଏତିକି ରେ ଦିଦି ଙ୍କର ମନ ଶାନ୍ତି ହେଲା ନାହିଁ ଯେ ସେ ଘରକୁ ଖାଇବା ଧରି ଯାଉଥିଲେ ଗୋଟିଏ ବଡ ଟିଫିନରେ । ଫୁଲ କରି ଗୋଟିଏ ବଡ ଟିଫିନରେ ପିଲାଙ୍କର ଭାତ ନେଇ ଯାଉଥିଲେ ।

ଆଉ ଠିକ ଏତିକି ସମୟରେ ଧରି ପକାଇଥିଲେ ପିଲାଙ୍କ ଅଭିନଭାବକ ମାନେ । ଅଭିଭାବକ ମାନେ ଟିଫିନ ଖୋଳିବାରୁ ରାଗରେ ପଞ୍ଚମ ହୋଇଗଲେ ଦିଦି । ଆଉ ଏହାପରେ ଭାତ ସବୁ ନେଇ ଫୋଫାଡି ଦେଲେ, ଆଉ ଫୋପାଡି ସାରିବା ପରେ ଏହି ଦିଦି କ’ଣ କହିଛନ୍ତି ଆସନ୍ତୁ ଜାଣିବା । ତେବେ ଏହି ଘଟଣା ଟି ହେଉଛି ରଣପୁରା ବ୍ଲକ ଚମ୍ପାଗଡ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବିଜୟଲକ୍ଷ୍ମୀ ଦିଦି ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି ।

ମାତ୍ର ଏଠାରେ ଦିଦି ନା ପିଲାଙ୍କୁ ଭଲରେ ପାଠ ପଢାନ୍ତି ନା କାହାକୁ ଖାତିର କରନ୍ତି । ଏବଂ ମଝି ମଝିରେ ସମସ୍ତଙ୍କୁ ଏଠାରେ ଗାଳିଗୋଲଚ କରୁଥିବାର ନଜର ଆସିଥିଲେ । ସ୍କୁଲ ଚେୟାରମ୍ୟାନ ଏ ନେଇ କହିଛନ୍ତି ଯେ କାଲି ଦିଦି ସ୍କୁଲରୁ ଅଣ୍ଡା ଭାତ ନେଇ ଯାଉଥିଲେ ।

ମାତ୍ର ତାଙ୍କୁ ଖବର ମିଳିବ ପରେ ଉପର ଅଫିସର ଙ୍କୁ ଫୋନ କରି ଡକାଇଲେ ଏବଂ ସେମାନେ ଆସି କହିଲେ ଯେ ଆମ୍ଭକୁ ସମୟ ଦେଲେ ଆମ୍ଭେ ତାଙ୍କୁ ଅଲଗା ଜାଗାକୁ ଟ୍ରାନ୍ସଫର କରିବୁ । ତେବେ ଅବିଭାବକ ମାନେ କହିଛନ୍ତି ଯେ ଦିଦି ଏଠାରେ ରହିଲେ ବହୁତ ଡିଷ୍ଟ୍ରବାନ୍ସ କ୍ରିଏଟ କରୁଛନ୍ତି ତେଣୁ ସେ ଯଥା ଶୀଘ୍ର ଏଠାରୁ ଯିବା ଉଚିତ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *