ଦିବ୍ୟାଙ୍ଗ ଯୁବକଙ୍କ ଉଦ୍ଧତାମି ! ପଚାରିବାରୁ ଯାହା କହିଲେ ଶୁଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଭିକାରି ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଭିକାରିଙ୍କୁ ଦେଖାଇବାକୁ ଯାଉଛି ଯାହାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଭାଇରାଲ ହେଉଥିବା ଭିଡିଓରେ ଜଣେ ଭିକାରି ମଦୟ ପାନ କରି ନିଜ ରୁବାବ ଦେଖାଇଛନ୍ତି । ଜଣେ ଭଦ୍ର ବ୍ୟକ୍ତି ଭିକାରିଙ୍କ ଅଭଦ୍ର ଆଚରଣକୁ ବିରୋଧ କରିବା ବେଳେ ଭିକାରି ଜଣକ କହିଛନ୍ତି, ଆମେ ସବୁବେଳେ ମଅଦ ପିଉ ।

ଆମ ଦେହରେ କେବଳ ମଅଦ ଅଛି । ମୋ ନାଁ ହେଲା ବାଦଲ ଏ ଏରିଆରେ ପଚାରି ଦବ ବାଦଲ କିଏ । ମୁଁ ମରଡଅର ଆଉ ରଏପ୍ କରେ । ଏସବୁ କରିବା ପାଇଁ ମୋତେ ଉପରବାଲା ସାହାସ ଦେଇଛି । ଆମେ ଏଠି 10 ବର୍ଷ ହେଲାଣି ରହୁଛୁ ତମେ କଣ ଆମକୁ ସମ୍ମାନ କରିବ । ଆମ ସହ କେବେ ଯୁକ୍ତି ତରକ କରିବନି ଆଉ କାହା ପାଖକୁ ଯାଅ ।

ତେବେ ବନ୍ଧୁଗଣ ଏଭଳି ଭାବରେ ଭିକାରି ଜଣକ ନିଜ ଅସଲି ରୂପ ଦେଖାଇଛନ୍ତି । ଘଟଣା ସ୍ଥଳରେ କିଛି ସମୟ ପରେ ପୋଲିସ ବାବୁ ମଧ୍ୟ ପହଞ୍ଚି ଥିଲେ ହେଲେ ଭିକାରି ଜଣକ ନିଜ ରୁବାବ କମାଇ ନଥିଲେ । ଏମିତି କି ଯେଉଁ ବ୍ୟକ୍ତି ଭିକାରିଙ୍କ ସହ କଥାବାର୍ତ୍ତା ହେଉଥିଲେ ତାଙ୍କୁ ଭିକାରି ଧମକ ମଧ୍ୟ ଦେଲେ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *