115 ଫୁଟ ଉଚ୍ଚର ଢେଉରେ ଫସିଲେ ଯୁବକ, ଦେଖନ୍ତୁ କେମିତି ବର୍ତିଲେ ! ଥରେ ଦେଖନ୍ତୁ ଏହି Video, ଛାତି ଥରି ଉଠିବ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରେ ଭିନ୍ନ ଭିନ୍ନ ପ୍ରକାର ର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆ ମାଧ୍ୟମରେ ଲୋକ ମାନଙ୍କ ପ୍ରତିଭା ସମ୍ବନ୍ଧରେ ମଧ୍ୟ ଅବଗତ ହୋଇଥାନ୍ତି । କିଛି ବ୍ୟକ୍ତି ନୃତ୍ୟ ତ କିଛି ବ୍ୟକ୍ତି ସଙ୍ଗୀତ ମାଧ୍ୟମରେ ନିଜ ଜୀବନ ର ଆନନ୍ଦ ଉପଭୋଗ କରନ୍ତି । ତେବେ ଏଭଳି ଅନ୍ୟ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିପଦ ଜନକ କାର୍ଯ୍ୟ କରି ମଜା ପାଇ ଥାଆନ୍ତି । କିନ୍ତୁ ବେଳେବେଳେ ଏହି ମଜା ସଜା ର କାରଣ ସାଜିଥାଏ ।

ଆପଣ ମାନେ ଏହି ଭିଡିଓ ଟି ଦେଖି ପାରୁଥିବେ ଏବଂ ଜାଣି ପାରୁଥିବେ ଯେ, ଏହି ବ୍ୟକ୍ତି ଙ୍କ କ୍ଷେତ୍ରରେ ମଧ୍ୟ ଏଭଳି କିଛି କଥା ରହିଛି । ଆପଣ ମାନେ ଏହି ଭିଡିଓ ରେ ଦେଖନ୍ତୁ କେତେ ଉଚ୍ଚ ରେ ଢେଉ ଆସୁଛି ଏବଂ ସେହି ବ୍ୟକ୍ତି ଜଣକ ସେହି ଢେଉ ଭିତରେ ଫସି ଯାଇଛନ୍ତି । ଏହାପରେ କଣ ହେବ କେହି କିଛିବି ଭାବିପାରି ନାହାନ୍ତି । ଢେଉ ଯେତିକି ପାଖକୁ-ପାଖକୁ ଆସୁଛି ହୃଦ ସ୍ପନ୍ଦନ ମଧ୍ୟ ସେତିକି ବଢ଼ିବାରେ ଲାଗିଛି । ପ୍ରାୟ ୧୦୦ ଫୁଟ ରୁ ଅଧିକ ଉଚ୍ଚ ରେ ଢେଉ ଆସୁଛି ।

ଏହି ଦୃଶ୍ୟ ଦେଖି ଆପଣ ବି କିଛି ସେକଣ୍ଡ ପାଇଁ ଚକିତ ହୋଇ ରହିଯିବେ । କିନ୍ତୁ ଜର୍ମାନ ସରଫର ଜଣକ ଏଠି ଭିନ୍ନ କାରନାମା କରି ଦେଖାଇଛନ୍ତି । ୧୧୫ ଫୁଟ ଉଚ୍ଚ ସମୁଦ୍ର ଲହରୀ ମଧ୍ୟରେ ସେହି ବିପଦ ଜନକ ଢେଉ କୁ ସାମ୍ନା କରି ଫେରୁଛନ୍ତି । ଏହି ଦୃଶ୍ୟ କୌଣସି ସିନେମା ର ଦୃଶ୍ୟ ଠାରୁ ତ କମ ଲାଗୁ ନାହିଁ ।

ଚକିତ କରିବା ଭଳି ଏହି ଭିଡିଓ ଦେଖି ଆପଣଙ୍କ ବି ଲୋମ ଟାଙ୍କୁରି ଉଠିବ । ସରଫର ଦ୍ୱାରା ଲହରୀ କୁ ସ୍କେଟ କରୁଥିବା ଏହି ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଯଦିଓ ଭିଡିଓ ଟି ପୁରୁଣା ମାତ୍ର ଏବେବି ସୋସିଆଲ ମିଡିଆ ରେ ଏହା ଭାଇରାଲ ହେବାରେ ଲାଗିଛି । ୧୦ ମିଲିୟନ ରୁ ଅଧିକ ଥର ଏହି ଭିଡିଓ କୁ ଦେଖି ସାରିଛନ୍ତି ୟୁଜର୍ସ ।

ତଥାପି ବାରମ୍ବାର ଦେଖିବାକୁ ଇଚ୍ଛା ସହିତ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଏହି ଭିଡିଓ କୁ ମିଳିଛି । ଯୁବକ ଙ୍କ ଏଭଳି ଅଦ୍ଭୁତ କୌଶଳ କୁ ଦେଖି ୟୁଜର୍ସ ବି କାବା ହୋଇ ଯାଇଛନ୍ତି । ତେବେ ଆପଣ ମାନେ ମଧ୍ୟ ଏହି ଭିଡିଓ କୁ ନିଶ୍ଚିତ ଭାବରେ ଦେଖୁଥିବେ । ଯୁବକ ଙ୍କ ଏଭଳି ସାହସ ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *