ଦେହ ବ୍ୟବସାୟ ଅପରାଧ ନୁହେଁ ? ପରିବାର ସଦସ୍ୟ ହେଲେ ବି ଭୋଗିବେ 7 ବର୍ଷ କାରାଦଣ୍ଡ ଯଦି ଦେମାନେ….ଦେଖନ୍ତୁ ଏ ନେଇ କଣ କହିଲେ Supreme Court ?

ବନ୍ଧୁଗଣ ଯେତେବେଳେ ଲୋକେ ବେଏଶ୍ୟାଆ ଶବ୍ଦ ଶୁଣନ୍ତି ସେତେବେଳେ ଲୋକେ ମୁଣ୍ଡ ତଳକୁ କରି ଦିଅନ୍ତି । ଅନେକ ଲୋକ ଏହି ଶବ୍ଦ ଶୁଣି ଚୁପ ରୁହନ୍ତି ତ ଅନେକ ଲୋକ ଏହାକୁ ଅପମାନ ଜନକ ଶବ୍ଦ ବୋଲି କହିଥାନ୍ତି । ହେଲେ ଯେତେବେଳେ ଦେଶର ସର୍ବୋଚ୍ଚ ନ୍ୟାୟଳୟ ବେଏଶ୍ୟାଆ ବୃତ୍ତି ବା ଦେହ ବ୍ୟବସାୟକୁ ଏକ ପେସା ବା ବୃତ୍ତି କୁହେ ସେତେବେଳେ ଏହାକୁ ନେଇ ପ୍ରଶ୍ନ ନିହାତି ଭାବରେ ଉଠିବ ।

ଦେହ ବ୍ୟବସାୟ ଅପଅରାଆଧ ନୁହେଁ ହେଲେ କିଛି ଦେଶରେ ଏହା ବେଆଇନ ହେଲେ କିଛି ଦେଶରେ ଏହା ବେଆଇନ ନୁହେଁ । ଅଷ୍ଟ୍ରେଲିଆରେ ମଧ୍ୟ ଏହା ଆଇନ ସମତ ଅଟେ । ତେବେ ଦେହ ବ୍ୟବସାୟ ବେଆଇନ କି ଏ ପ୍ରଶ୍ନ ଆପଣଙ୍କ ମନରେ ସବୁବେଳେ ଆସୁଥିବ । ଏହାର ଉତ୍ତର ହେଉଛି ନା ଭାରତୀୟ ଆଇନ ବ୍ୟବସ୍ଥାରେ ଦେହ ବ୍ୟବସାୟ ବେଆଇନ ନୁହେଁ ।

ଦେହ ବ୍ୟବସାୟ ବେଆଇନ ବୋଲି କୌଣସି ଆପିସିରେ ଲେଖାଯାଇ ନାହିଁ । ଦେହ ବ୍ୟବସାୟ ଅପଅରାଆଧ ନୁହେଁ ବମ୍ବେ ହାଇକୋର୍ଟ 2020ରେ ଏହା କହିଥିଲେ । ଦେହ ବ୍ୟବସାୟର କିଛି ଗତିବିଧି ବେଆଇନ ଅଟେ ଆଉ ଏହା ଜାଣିବା ଆମ ସମସ୍ତଙ୍କୁ ନିହାତି ଆବଶ୍ୟକ । ସେକ୍ସନ 3 ରୁ ସେକ୍ସନ 8 ପର୍ଯ୍ୟନ୍ତ ଦେହ ବ୍ୟବସାୟକୁ ନେଇ କିଛି ଦଣ୍ଡ ରହିଛି । ସେକ୍ସନ 3 ନିଜ ଘରକୁ ବେଏଶ୍ୟାଆଳୟ କରିବା ଅପଅରାଆଧ ଅଟେ । ପ୍ରଥମ ଥର 3 ବର୍ଷର ସଶ୍ରମ କାରାଦଣ୍ଡ ଆପଣଙ୍କୁ ମିଳିବ ।

ଦ୍ଵିତୀୟ ଥର ଧରା ପଡିଲେ 5 ବର୍ଷର କାରାଦଣ୍ଡ ଆପଣଙ୍କୁ ମିଳିବ । ସେକ୍ସନ 4 ଅନୁଯାଇ ଅନ୍ୟକୁ ଦେହ ବେପାରରେ ଲଗାଇ ରୋଜଗାର କରିବା ବେଆଇନ ଅଟେ । ପରିବାର ସଦସ୍ୟ ହେଲେ ମଧ୍ୟ ଏଥିପାଇଁ ଦଣ୍ଡ ପାଇବେ । ଦୁଇ ବର୍ଷର କାରାଦଣ୍ଡ ଓ ଦୁଇ ହଜାର ଟଙ୍କା ଜୋରିମାନା ଦେବେ । ସେକ୍ସନ 5 ଅନୁଯାଇ ଦୋଷୀର ବୟସ 18 ବର୍ଷ ହେବା ନିହାତି ଆବଶ୍ୟକ ।

ଦେହ ବ୍ୟବସାୟ ପାଇଁ ଯୁବତୀ ଚଲାଣ ଅପଅରାଆଧ ଅଟେ । 7 ବର୍ଷର କାରାଦଣ୍ଡ ଓ 3 ହଜାର ଟଙ୍କା ଜୋରିମାନା ରହିଛି । ଆଗକୁ ଯେଉଁ ସେକ୍ସନ ରହିଛି ସେଥିରେ ଅଛି ବେଏଶ୍ୟାଆଳୟରେ ରହିବାକୁ ବାଧ୍ୟ କରିବା ଅପଅରାଆଧ ଅଟେ । ଏଥିପାଇଁ ଆଜୀବନ କାରାଦଣ୍ଡ ମିଳିବ । ସର୍ବ ସାଧାରଣ ସ୍ଥାନରେ ବେଏଶ୍ୟାଆବୃତି ଅପଅରାଆଧ ଅଟେ । ମନ୍ଦିର, ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ଆଦି ସ୍ଥାନରେ ଆପଣ ବେଏଶ୍ୟାଆବୃତି କରିପାରିବେ ନାହିଁ ।

3 ରୁ 6 ମାସ କାରାଦଣ୍ଡ ଓ ଏକ ହଜାର ଟଙ୍କା ଜୋରିମାନା ଦେବେ । ବେଏଶ୍ୟାଆଳୟର କୌଣସି ବ୍ୟକ୍ତି ସାଧାରଣ ଲୋକଙ୍କୁ ହଇରାଣ କରିପାରିବେ ନାହିଁ କି ବାଧ୍ୟ କରିପାରିବେ ନାହିଁ । ଏଥିପାଇଁ ଆପଣଙ୍କୁ 6 ମାସ ପର୍ଯ୍ୟନ୍ତ କାରାଦଣ୍ଡ ଓ 3 ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *