ନନ୍ଦିନୀ ନାଁ ରେ ଲାଗିଗଲା 420 ସହ ଆଉ 2 ଟି ଦଫା , ଠକେଇ ସହ କରିଛନ୍ତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଭୁବନେଶ୍ୱର ବହୁ ଚର୍ଚିତ ଘଟଣାରେ ଶେଷରେ ଚଉଠି ରାତି ପରଦିନ ଘର ଛାଡିଥିବା ନନ୍ଦିନୀ ଙ୍କ ନାମରେ ଥାନାରେ ଏତଲା ରୁଜୁ ହେଇଛି । ଶଶୁର ଘର ଲୋକ ନନ୍ଦିନୀ ନାମରେ ଏତଲା ଦେବା ପରେ ଭରତପୁର ପୋଲିସ ଷ୍ଟେସନ ତରଫରୁ ମାମଲା ରୁଜୁ କରା ଯାଇଛି । ସୂଚନା ଅନୁଯାୟୀ ୪୨୦ ଦଫା ଲାଗିଛି ନନ୍ଦିନୀ ଙ୍କ ନାମରେ । ତେବେ ଖୁବ ଶୀଘ୍ର ହୁଏତ ଗିରଫ ହେଇପାରନ୍ତି ।


ତେବେ ଅପର ପକ୍ଷରେ ନନ୍ଦିନୀ ମଧ୍ୟ ସ୍ୱାମୀ ଙ୍କ ନାମରେ ଏତଲା ଦେବେ ବୋଲି ଶୁଣାଯାଉଛି ତାଙ୍କୁ ବିବାହ ର ପ୍ରଥମ ରାତିରେ ନିର୍ଯାଆତଅନା ଦେବା ସହିତ ଯୌତୁକ ଦାବି କରିଥିଲେ ।ତେବେ କିଏ କହୁଛି ସତ ଆଉ କିଏ ମିଛ ? ଏସବୁ ଆଗକୁ ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ତେବେ ଆପଣଙ୍କ ମତରେ କିଏ କହୁଛି ସତ ? ନନ୍ଦିନୀ ନା ସ୍ୱାମୀ ?

ତେବେ ସୂଚନାଯୋଗ୍ୟ ଯେ ନନ୍ଦିନୀ ବଳରାମ ଙ୍କୁ ବିବାହ କରିଥିଲେ ଏବଂ ବିବାହର ଏକ ଦିନ ପରେ ମନ୍ଦିର ରେ ମାନସିକ ଅଛି କହି ଶାଶୁଘରୁ ଫେରାର ହେଲେ । ଏବଂ ଏହାପରେ ମନ୍ଦିରରେ ଯାଇ ସେଠାରେ ନନ୍ଦିନୀ ର ଭେଣେଇ ତଥା ପରିବାର ଲୋକେ ସବୁ ମିଶି ବଳରାମ ଙ୍କୁ ମାଆଡ ମାଆରିଇଥିଲେ ବୋଲି ବଲରାମ ଙ୍କ ବାପା ଅଭିଯୋଗ କରିଥିଲେ ।

ତେବେ ଏହି ଘଟଣା ପରେ ନନ୍ଦିନୀ କହିଛନ୍ତି ଯେ ତାଙ୍କ ସ୍ଵାମୀ ପୁରା ଓଲା ଥିଲେ । ତାଙ୍କୁ ମୁଁ ଜାଣି ନଥିଲି କେମିତି ରହିଥାନ୍ତି ତାଙ୍କ ସହ । ଏହା ସହ ସେ କହୁଛନ୍ତି ମୋ ବିଷୟରେ ଯାହା କୁହା ଯାଉଛି ତାହା ସବୁ ମିଛ । ମୁଁ ରାତିରେ ଉଲ- ଗଗ୍ନ ହୋଇ ଭିଣୋଇ କୁ ଭିଡ଼ିଓ କଲ୍ କରିନାହିଁ । ଯଦି ଭିଡ଼ିଓ କଲ୍ କରୁଥିଲି ତେବେ ସ୍ଵାମୀ କଣ କରୁଥିଲେ ।


ତାଙ୍କ ସ୍ଵାମୀ କଥା କହିବା ବି ଠିକ୍ ସେ ଜାଣି ନାହାନ୍ତି ତାଙ୍କ ପାଟି ଲାଗୁଚି । ଏହା ସହ ସେ ତାଙ୍କ ବାପା ମା ଙ୍କ ଉପରେ ନିର୍ଭର କରୁଛନ୍ତି । ରାତିରେ ତାଙ୍କ ସ୍ଵାମୀ ତାଙ୍କୁ ଯୌତୁକ ପାଇଁ ଟଅର୍ଚଅର କରିଛନ୍ତି ବୋଲି ନନ୍ଦିନୀ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *