Manish ମର୍ଡର ମିଷ୍ଟ୍ରି: ଧଳାକାର କହିବ ହତ୍ୟାକାରୀ ର ନାଁ ! କାହାର ଏହି ଧଳା କାର ? Manish ଙ୍କ ହତ୍ୟା ସହ କଣ ରହିଛି ଏହାର ସମ୍ପର୍କ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ନୀଷଙ୍କ ହ-ତ୍ୟା-କା-ଣ୍ଡ-ରେ- ପୁଲିସକୁ ମିଳିଛି ଠୋ-ସ ପ୍ରମାଣ । ଧଳା କାରରେ ଯାଇଥିଲେ ମନୀଷ ଅନୁରାଗ । ଧଳା କାରରେ ମନୀଷଙ୍କ ସହ ଥିଲେ ଦୁଇଜଣ ସାଙ୍ଗ । ଧଳା କାରକୁ ପୁଲିସ ଜ-ବ-ତ କରି ଆରମ୍ଭ କରୁଛି ଛା-ନ୍‌-ଭି-ନ୍ । ଏହି ଧଳା କାରରେ ବସି ମନୀଷ ଦୁଇ ସାଙ୍ଗ ସହ ଇନଫୋସିଟି ଗାଲାକ୍ସିରୁ ଯାଇଥିଲେ ସାଉଥସିଟି ରେଷ୍ଟୁରେଣ୍ଟ ।

ଏହି ଧଳା କାରଟି କାହାର ଓ ସେହି ଦୁଇ ସାଙ୍ଗ କୁଆଡେ ଗଲେ ଆଦି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ସାଉଥସିଟି ରେଷ୍ଟୁରେଣ୍ଟରୁ କିଛି ପ୍ରମାଣ ମିଳିଛି ପୋଲିସକୁ । ସାଉଥ ସିଟି ରେଷ୍ଟୁରେଣ୍ଟରୁ ପୋଲିସ କିଛି ଡକ୍ୟୁମେଣ୍ଟ ଜ-ବ-ତ କରିଛି । ମନୀଷ ସେହି ରେଷ୍ଟୁରେଣ୍ଟକୁ ଏକା ଯାଉଥିଲେ ନା ସବୁବେଳେ ନିଜ ଦୁଇ ସାଙ୍ଗଙ୍କ ସହ ଯାଉଥିଲେ । ଘଟଣା ଦିନ କଣ ହୋଇଥିଲା, ସେ ସାଙ୍ଗ ମାନଙ୍କ ସହ ସେ ଦିନ ଆସିଥିଲେ ନା ନାହିଁ ।

କେତେ ରାତିରେ ହୋଟେଲରୁ ବାହାରି ଥିଲେ ମନୀଷ ଓ ଯଦି ବାହାରିଥିଲେ ଏକା ନା ସାଙ୍ଗ ମାନଙ୍କ ସହ, ହୋଟେଲରୁ ମାତ୍ର ୫୦୦ ମିଟର ଦୂରରେ ଥିବା ପୋଖରୀକୁ ତାଙ୍କ ମୃ-ତ ଦେହ ଆସିଲା କିଭଳି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ମନୀଷ ନିଜ ଦୁଇ ସାଙ୍ଗଙ୍କ ସହ ସବୁଦିନ କଥା ହୁଅନ୍ତି ଓ ସେହି ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କୁ ପୋଲିସ ଧ-ରି ସାରିଛି ।

ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ପୋଲିସ ଧରିଥିବା ବ୍ୟକ୍ତିଙ୍କର ସେହି ଧଳା କାରଟି । ବର୍ତ୍ତମାନ ପୋଲିସ ନିଜ ତ-ଦ-ନ୍ତ କଡାକଡି ରୂପେ କରିବା ସହ ମନୀଷଙ୍କ ପୋ-ଷ୍ଟ ମ-ଟ-ମ ରି-ପୋ-ର୍ଟ-କୁ ଅପେକ୍ଷା କରିଛି କମିଶନରେଟ ପୋଲିସ । ରିପୋର୍ଟ ଆସିବା ପରେ ମନୀଷଙ୍କ ମୃ-ତ୍ୟୁର ଅଧିକ ରହସ୍ୟ ମିଳିପାରିବ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *