ଡେମୋ ଦେଖାଇଲା ଶିବ ସାହୁ, କହିଲା କେମିତି ସଫା କରି ଦେଇଥିଲା ଭାଇର ପରିବାର, ଦେଖନ୍ତୁ Video 

ବନ୍ଧୁଗଣ ଏବେ ଓଡିଶାରେ ମାହଙ୍ଗା ହତୟଆକାଣ୍ଡ ଘଟଣାଟି ବହୁତ ଚର୍ଚ୍ଚାରେ ଅଛି । ସମ୍ପତ୍ତି ପାଇଁ ରକ୍ତର ହୋଲି ଖେଳିଛି ସାନ ଭାଇ । ସାନ ଭାଇ ଶିବ ସାହୁ ବଡ ଭାଇର ପରିବାରକୁ କଟୁରିରେ ହାଣି ନିପାତ କରିଦେଇଛି । ବନ୍ଧୁଗଣ ଗତ ସୋମବାରରେ ଘଟିଥିଲା ଏହି ହତୟଆକାଣ୍ଡ । ଶୈତାନ ସାଜି ବଡ ଭାଇ, ଭାଉଜ, ଜଣେ ଝିଆରୀ ଓ ଦୁଇଟି ପୁତୁରାଙ୍କୁ ହତୟଆ କରିଥିଲା ସାନ ଭାଇ ଶିବ ।

ତେବେ ହତୟଆକାଣ୍ଡ ପରେ ବାଲିଚନ୍ଦ୍ର ପୁର ଥାନାରେ ଶିବ ଆତ୍ମସମର୍ପଣ କରିଥିଲା । ହତୟଆକାଣ୍ଡ କରିବା ପରେ ଶିବ ଏକ ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ସେହି ଭିଡିଓରେ ସେ ନିଜ ଭୁଲ ସ୍ଵୀକାର କରୁଥିବାର ନଜର ଆସିଛି । ତେବେ ବନ୍ଧୁଗଣ ଗତ କାଲି ଠାରୁ ପୋଲିସ ତିନି ଦିନିଆ ରିମାଣ୍ଡରେ ନେଇଛି ଶିବ ସାହୁଙ୍କୁ ଓ ଆଜି କ୍ରାଇମ ସିନ୍ ରି-କ୍ରିଏସନ କରୁଛି ପୋଲିସ ।

ସୋମବାର ରାତିରେ ଅଲେଖ ଓ ତାଙ୍କ ପତ୍ନୀଙ୍କୁ ଶିବ ମାଆରିଇବା ବେଳେ ପୁତୁରା ଝିଆରୀ ନେହୁରା ହୋଇଥିଲେ । ଦାଦା ଆମକୁ ଛାଡି ଦିଅ ବୋଲି ବିକଳ ହୋଇ କହିଥିଲେ । ତେବେ ରକ୍ତମୁଖା ଶିବ କିଛି ଶୁଣି ନଥିଲା ଏପରି କି ହତୟଆର ଚାରି ଦିନ ପୂର୍ବରୁ ପ୍ରି-ପ୍ଳାନ କରିଥିଲା । ଅଲେଖଙ୍କ ଶଳାଙ୍କ ଅନୁଯାଇ, ଶିବ ତାଙ୍କ ଭଉଣୀ ରଶ୍ମୀ ରେଖାଙ୍କୁ ପ୍ରଥମେ କଟୁଉରିଇରେ ହାଆଣିଇ ଥିଲା ପରେ ଅଲେଖ ଓ ପୁତୁରା ଝିଆରୀଙ୍କୁ ହାଆଣିଇ ଥିଲା ।

ତେବେ ତିନି ଦିନିଆ ରିମାଣ୍ଡରେ ନେଇ ଶିବକୁ ପୋଲିସ ମାରାଥାନ ଜେରା କରିଛି । କାହିଁକି ଓ କେମିତି ହତୟଆ କଲା ଶିବ ସ୍ଵୀକାର କରିଲେ ବି ତା କଥାରେ କେତେ ସତ୍ୟତା ରହିଛି ତାକୁ ନେଇ ତଦନ୍ତ ଚାଲିଛି । ଘଟଣା ସ୍ଥଳରେ ଦୁଇଟି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ତେବେ ବର୍ତ୍ତମାନ ଶିବକୁ ନେଇ କ୍ରାଇମ ରି-କ୍ରିଏସନ କରୁଛି ପୋଲିସ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ବହୁତ ଶୀଘ୍ର ଘଟଣା ଉପରୁ ପରଦା ଉଠିବ । ଏହି ହତୟଆକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଭାଇରାଲ ହେଉଥିବା ଭିଡିଓରେ ଘଟଣା ସ୍ଥଳରେ ଡେମୋ ଦେଖାଉଛି ଅଭିଯୁକ୍ତ ଶିବ ସାହୁ । କିଭଳି ଭାବରେ ସେ ଭାଇ, ଭାଉଜ ଓ ଛୁଆ ମାନଙ୍କୁ ହତୟଆ କରିଥିଲା ସେନେଇ ଏବେ ଶିବ ଡେମୋ ଦେଖାଉଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *