ଦେଖୁ ଦେଖୁ କଣ ରୁ କଣ ହେଇଗଲେ, କେମିତି ଏତେ ଫିଟ ହେଇଗଲେ Smriti Irani, ଖୁବ ଭାଇରାଲ ହେଉଛି ନୂଆ Photo

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ଥିବାରୁ କେତେକ ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ କରିବା ଦ୍ଵାରା ଅନେକ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ହେଲେ ସେଲିବ୍ରେଟି ମାନେ ଏହି ସମୟରେ ନିଜ ଶରୀରକୁ ଫିଟ ରଖିବା ପାଇଁ ବହୁତ କିଛି କରୁଛନ୍ତି ।

ଏହି ଲକଡାଉନ ସମୟରେ କେତେକ ସେଲିବ୍ରେଟି ନିଜର ଫିଟନେସ ଉପରେ କାମ କରି ସୋସିଆଲ ମିଡିଆରେ ଫଟୋ ସେୟାର କରୁଛନ୍ତି । ଗତ କିଛି ଦିନ ହେବ ପୂର୍ବତ୍ତମ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ସେ ବର୍ତ୍ତମାନ କେନ୍ଦ୍ରୀୟ ମନ୍ତ୍ରୀର ପଦରେ କାମ କରୁଛନ୍ତି । ଗତ କିଛି ଦିନ ହେବ ହେବ ସ୍ମୃତିଙ୍କର କିଛି ଫଟୋସ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ।

ଏହି ଫଟୋ ଗୁଡିକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । କାରଣ ଲକଡାଉନ ସମୟରେ ସ୍ମୃତି ନିଜ ଶରୀରକୁ ଫିଟ କରିଦେଇଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦେଶରେ ଲକଡାଉନ ଚାଲିଥିବା ବେଳେ ସ୍ମୃତି ନିଜ ଶରୀର ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଫଟୋଗୁଡିକ ବହୁତ ଭାଇରାଲ ହେଉଛି ଓ ଲୋକମାନେ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ସ୍ମୃତିଙ୍କର ଏକ ଫଟୋରେ ଟିଭି ହୋଷ୍ଟ ମନୀଷ ପାଲ ମଧ୍ୟ ନଜର ଆସୁଛନ୍ତି । ଏହି ଫଟୋରେ ସ୍ମୃତି ପୂର୍ବ ଅପେକ୍ଷା ଅଧିକ ଫିଟ ଓ ସୁନ୍ଦର ନଜର ଆସୁଛନ୍ତି ।

ମନୀଷ ପାଲ ସ୍ମୃତିଙ୍କ ସହ ଉଠାଇଥିବା ତିନୋଟି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ସେୟାର କରିବା ସହ ମନୀଷ ଏକ ମଜାଦାର କ୍ୟାପ୍ସନ ଲେଖିଛନ୍ତି ।ମନୀଷ କ୍ୟାପ୍ସନରେ ଲେଖିଛନ୍ତି-‘ଗୋଟେ କପ୍ କାଢା ପିଏଇ ଥିବାରୁ ସ୍ମୃତି ମ୍ୟାମଙ୍କୁ ଧନ୍ୟବାଦ, କି ସମୟ ଆସିଗଲା ଯେ ବର୍ତ୍ତମାନ ଚାହା ଜାଗାରେ ସବୁ କାଢା ପିଉଛନ୍ତି । ହେଲେ ମୋତେ ଆମନ୍ତ୍ରିତ କରିଥିବାରୁ ସ୍ମୃତି ମ୍ୟାମଙ୍କୁ ବହୁତ ଧନ୍ୟବାଦ । ଏହି ଫଟୋ ଉଠାଇବା ପାଇଁ ମାସ୍କ ଉଠାଇବାକୁ ପଡିଥିଲା, ସମସ୍ତଙ୍କୁ ମୋର ଭଲ ପାଇବା’ ।

ସ୍ମୃତି ଓ ମନୀଷଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ସ୍ମୃତିଙ୍କୁ ହଠାତ ଫିଟ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ବନ୍ଧୁଗଣ ସ୍ମୃତି ଗୋଟେ ସମୟରେ ଟିଭି ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସେ ନିଜ ପୁରୁଣା ଫଟୋକୁ ଅଧିକାଂଶ ସମୟ ସୋସିଆଲ ମିଡିଆରେ ସେୟାର କରନ୍ତି । ତା ହେଲେ ବନ୍ଧୁଗଣ ସ୍ମୃତିଙ୍କର ଏହି ଫିଟନେସ ଫଟୋ ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ  ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *