ଡ଼ିଲିଟ ହେବା ପୂର୍ବରୁ ଦେଖି ନିଅନ୍ତୁ Alia Bhatt ଙ୍କ କଳା କାରନାମା

ବନ୍ଧୁଗଣ ଆଲିୟା ଭଟ୍ଟ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରିର ବହୁତ ବଡ ଜଣା ଶୁଣା ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି । ଭଟ୍ଟ ପରିବାର ଝିଅ ହୋଇଥିବାରୁ ତାଙ୍କୁ ବହୁତ ସହଜରେ ବଲିଉଡରେ ଏଣ୍ଟ୍ରି ମିଳିଯାଇଥିଲା । ହେଲେ ବର୍ତ୍ତମାନ ନେପୋଟିଜିମ ପାଇଁ ସେ ବହୁତ ଖରାପ ଅବସ୍ତାରେ ଫସିଯାଇଛନ୍ତି । ଏହି କିଛି ଦିନ ପୂର୍ବରୁ ଆଲିୟାଙ୍କ ଫିଲ୍ମ ‘ସଡକ ୨’ ରିଲିଜ ହୋଇଥିଲା ଯାହାକୁ ଦର୍ଶକ ମାନେ ବହୁତ ଖରାପ ରେସପନ୍ସ ଦେଇଥିଲେ । ସେଥିପାଇଁ ଆଲିୟା ବହୁତ ଦୁଃଖ ଅନୁଭବ ମଧ୍ୟ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଲିୟା ଭଟ୍ଟଙ୍କ କିଛି ରହସ୍ୟମୟ କଥା ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆଲିୟା ଭଟ୍ଟ ହେଉଛନ୍ତି ବହୁତ ଖୋଲା ବିଚାରର ଝିଅ । ଆଜି କାଲି ଆଲିୟା ନିଜ ବୟଫ୍ରେଣ୍ଡ ରଣବିର କପୁରଙ୍କ ସହ ଲିଭିଙ୍ଗ ରିଲେସନସିପରେ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଆଲିୟା ଭଟ୍ଟଙ୍କ ବିଷୟରେ କିଛି ଗୁପ୍ତ କଥା ବିଷୟରେ କହିବୁ । ଯାହାବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି ।

ବନ୍ଧୁଗଣ ଆଲିୟା ଭଟ୍ଟ ଏହି ବଲିଉଡ ଇଣ୍ଡଷ୍ଟ୍ରିରେ ଯେତେ ଉପରେ ଥିଲେ ମଧ୍ୟ ତାଙ୍କର ପାଠ ପଢା ବହୁତ ଦୁର୍ବଳ । ସେ ଏକ ଭଲ ଷ୍ଟୁଡେଣ୍ଟ ନ ଥିଲେ । ସେଥିପାଇଁ ସେ ନିଜର ସଂପୂର୍ଣ୍ଣ ଧ୍ୟାନ ଅଭିନୟ ଉପରେ ରଖିଥିଲେ । ଆଲିୟା ଭଟ୍ଟ ନିଜର ସ୍କୁଲ ପଢା ଯମୁନାବାଇ ନର୍ସି ସ୍କୁଲରେ ପୂରଣ କରିଥିଲେ । କେବେ ହେଲେ ଆଲିୟାଙ୍କ ମନ ପାଠ ପଢାରେ ଲାଗି ନଥିଲା ।

୧୨ଶ ପାସ କରିବା ପରେ ଆଲିୟା ଅଧିକ ପଢିବା ପାଇଁ ଇଛା କରିନଥିଲେ । ଆଜି ବଲିଉଡରେ ଆଲିୟା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି, ହେଲେ ବଲିଉଡକୁ ଏଣ୍ଟ୍ରି କରିବା ପୂର୍ବରୁ ଆଲିୟା ବହୁତ ମୋଟି ନଜର ଆସୁଥିଲେ । ଏହା ପରେ ଆଲିୟା ନିଜ ପ୍ରଥମ ଫିଲ୍ମ ପାଇଁ ନିଜ ଓଜନକୁ ବହୁତ ମାତ୍ରାରେ କମ କରିଥିଲେ ।


ଆଜି ମଧ୍ୟ ଆଲିୟା ନିଜ ଖାଦ୍ୟ ପେୟରେ ବହୁତ ଧ୍ୟାନ ରଖନ୍ତି । ଏହି ଲକଡାଉନ ହେବା ପୂର୍ବରୁ ଆଲିୟା ନିଜ ଜିମ ଟ୍ରେନିଂ ବଲିଉଡ ଅଭିନେତ୍ରୀ କାଟ୍ରିନା କେଫଙ୍କ ସହ କରୁଥିଲେ । ଏହି ଜିମ ଥିଲା ୧୬ ମହଲା ଉପରେ । ଏହି ଜିମକୁ ଯିବା ପାଇଁ ଆଲିୟା ସିଡିର ବ୍ୟବହାର କଉଥିଲେ । ଯେହେତୁ ଆଲିୟା ୧୨ଶ ପରେ ପାଠ ପଢା ଛାଡିଦେଇଥିଲେ ସେଥିପାଇଁ ଆଲିୟାଙ୍କ ସାଧାରଣ ଜ୍ଞାନ ବହୁତ କମ ଅଟେ ।

 

ଏହି କାରଣରୁ ଆଲିୟାଙ୍କର ବହୁତ ଥର ମଜାକ ଉଡ଼ାଯାଇଛି । ଏହା ସହିତ ଆଲିୟାଙ୍କ ଧର୍ମକୁ ନେଇ ମଧ୍ୟ ବହୁତ ବଡ ରହସ୍ୟ ରହିଛି, କାରଣ ଆଲିୟାଙ୍କ ପିତା ମହେଶ ଭଟ୍ଟ ହେଉଛନ୍ତି ହିନ୍ଦୁ କିନ୍ତୁ ଆଲିୟାଙ୍କ ମା ସୋନି ରାଜଦାନ ହେଉଛନ୍ତି ମୁସ୍ଲିମ । ଏହି ଦୃଷ୍ଠିରୁ ଆଲିୟା କେଉଁ ଧର୍ମର ପାଳନ କରୁଥିବେ ଏହା ବିଷୟରେ କୌଣସି ସୂଚନା ମିଳିନାହିଁ । ତେବେ ବନ୍ଧୁଗଣ ଏହା ଥିଲା ଆଲିୟାଙ୍କର କିଛି ଗୁପ୍ତ କଥା ଯାହା ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି ।

ଆପଣଙ୍କୁ କହି ଦେଉଛୁ କି ଆଳିୟା ଭଟ୍ଟ ପିଲା ଦିନରୁ ହିଁ ଆଶିକ ମିଜାଜର ଅଟନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆଳିୟା ଭଟ୍ଟ ଙ୍କ ପ୍ରଥମ ବୟ ଫ୍ରେଣ୍ଡ 10ମ କ୍ଳାସ ରେ ହିଁ ବନି ଯାଇଥିଲା । ତାଙ୍କର ଏହି ସମ୍ପର୍କ 2 ବର୍ଷ ପର୍ଯ୍ୟନ୍ତ ଚାଲିଲା । ଆଳିୟା ଭଟ୍ଟ କୁହନ୍ତି କି ତାଙ୍କ ବୟ ଫ୍ରେଣ୍ଡ ବହୁତ ହିଁ ଅଧିକ କଣ୍ଟ୍ରୋଲିଙ୍ଗ ଥିଲେ । ସେ ତାଙ୍କର ଡ୍ରେସିଂ ଷ୍ଟାଇଲ କୁ ବି କଣ୍ଟ୍ରୋଲ କରୁଥିଲା ଯେଉଁ କାରଣରୁ ଆଲିୟା ବ୍ରେକ ଅପ କରି ନେଇଥିଲେ ।

ଆପଣଙ୍କୁ କହି ଦେଉଛୁ କି ଆଜି ତ ଆଲିୟା ରନବୀର ଙ୍କ ସହିତ ଅଛନ୍ତି କିନ୍ତୁ ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଆଲିୟା ଅଲି ଦାଦାରକର ଙ୍କୁ ଡେଟ କରୁଥିଲେ । ତାଙ୍କର ଏହି ସମ୍ପର୍କ କିଛି ବର୍ଷ ପର୍ଯ୍ୟନ୍ତ ତ ଚାଲିଲା କିନ୍ତୁ ପରେ ଆଲିୟା ବ୍ରେକପ କରିନେଲେ ଓ ଏହା ପଛର କାରଣ ଏ ପର୍ଯ୍ୟନ୍ତ କାହାକୁ ଜଣା ନାହିଁ । ବଲିଉଡ ରେ ଡେବ୍ୟୁ କରିବା ପୂର୍ବରୁ ଆଲିଆ ସିଦ୍ଧାର୍ଥ ମଲ୍ହୋତ୍ରା ଙ୍କୁ ବି ଡେଟ କରିଛନ୍ତି ।

ଏମାନଙ୍କ ଗୁପଚୁପ ଡେଟିଙ୍ଗ କିଛି ବର୍ଷ ପର୍ଯ୍ୟନ୍ତ ତ ଚାଲିଥିଲା କିନ୍ତୁ ଏମାନେ ପବ୍ଲିକ ସାମ୍ନା ରେ କେବେ ବି ସ୍ଵୀକାର କଲେ ନାହିଁ କି ଏମାନେ ରିଲେସନଶିପ ରେ ଥିଲେ ଓ ଆଜି ଆଲିୟା ଭଟ୍ଟ ରଣବୀର କପୂର ଙ୍କ ସହିତ ରିଲେସନସିପ ରେ ଅଛନ୍ତି । କିନ୍ତୁ ଏ ସମ୍ପର୍କ କେତେ ଦିନ ଚାଲିବ ତାହା କହିବା ମୁସ୍କିଲ ଅଟେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *