ଦେଖନ୍ତୁ କିପରି ନିଜର ମୃତ ଝିଅକୁ ବାପା କରିଦେଲେ ଏକ ବଡ ବ୍ରାଣ୍ଡ, ଏହି ନିର୍ମା Girl ଙ୍କ ପୁରା କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସମସ୍ତ ଙ୍କ ଜୀବନରେ ବାପାମାଆ ବହୁତ ଗୁରୁତ୍ୱ ଥାଆନ୍ତି । ଏହା ଛଡା ବାପା ମାଆ ମଧ୍ୟ ନିଜ ସନ୍ତାନ ଙ୍କ ପାଇଁ କିଛି ବି କରି ପାରନ୍ତି ନିଜ ପିଲା ଙ୍କୁ ସମସ୍ତ ସୁବିଧା ସୁଯୋଗ ମିଳୁ ଏବଂ ତାଙ୍କୁ କୌଣସି ଅସୁବିଧା ନ ହେଉ ସେଥିପାଇଁ ସେମାନେ ନିଜେ କଷ୍ଟ ସହି ଥାଆନ୍ତି । ତେଣୁ ଜୀଵନ ରେ ବାପା ମାଆଙ୍କ ଭୂମିକା ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଆପଣ ମାନେ ନିର୍ମା ୱାସିଂ ପାଉଡର ବିଷୟ ରେ ତ ନିଶ୍ଚୟ ଜାଣିଥିବେ ।

ନବେ ଦଶକ ରେ ଯେତେବେଳେ ଟିଭି ରେ ରାମାୟଣ ଏବଂ ମହାଭାରତ ଧାରାବାହିକ ଦେଉଥିଲା ସେତେବେଳେ ଏକ ଆଡ଼ ମଧ୍ୟ ଦେଉଥିଲା ଯାହାକି ଏହି ନିର୍ମା ୱାସିଂ ପାଉଡର ର ତେବେ ଏହି ପାଉଡର ର ପ୍ୟାକେଜ ରେ ଥିବା ଏହି ଝିଅ କୁ ଆପଣ ମାନେ ଦେଖିଥିବେ ତେବେ ଏହା ପଛରେ ଥିବା ରହସ୍ୟ ବିଷୟରେ କଣ ଜାଣିଛନ୍ତି କି । ତେବେ ଆସନ୍ତୁ ଜାଣିନେବା ଏହି ରହସ୍ୟ ବିଷୟ ରେ ।

ତେବେ ଏହି ୱାସିଂପାଉଡର ର ମାଲିକ ହେଉଛନ୍ତି କର୍ସନ ଭାଇ ପଟେଲ ତେବେ ସେ ଗୁଜରାଟ ର ବାସିନ୍ଦା । ତେବେ ସେ ପିଲାଟି ଦିନ ରୁ ବ୍ୟବସାୟ କରିବା ପାଇଁ ଚାହୁଁଥିଲେ କିନ୍ତୁ ଘରେ ଅର୍ଥ ର ଅଭାବ ଯୋଗୁଁ ସେ ବ୍ୟବସାୟ କରି ପାରି ନଥିଲେ । ତେବେ ପରେ ତାଙ୍କର ଏକ ସରକାରୀ ଚାକିରୀ ମଧ୍ୟ ହୋଇ ଯାଇଥିଲା ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ସେ କିଛି ବଡ଼ କରିବାକୁ ଚାହୁଁଥିଲେ ।

ତେବେ କର୍ସନ ଭାଇଙ୍କ ଏକ ମାତ୍ର ଝିଅ ଯାହାଙ୍କ ନାମ ନିରୂପମା ଯାହାକୁ ସମସ୍ତେ ନିର୍ମା ଡାକୁଥିଲେ ତେବେ ତାଙ୍କର ଏକ ଦୁ-ର୍ଘ-ଟ-ଣା-ରେ ସେହି କୁନି ଝିଅ ର ମୃ-ତ୍ୟୁ ମଧ୍ୟ ହୋଇ ଯାଇଥିଲା । ତେବେ ନିଜ ଝିଅ ର ଏହି ମୃ-ତ୍ୟୁ ରେ ସେ ଭା-ଙ୍ଗି ଯାଇ ନଥିଲେ ଏବଂ ନିଜ ଚାକିରୀ ଛାଡି ସେ ନିଜ ବାରିପଟେ ୱାସିଂ ପାଉଡର ବନେଇବା ଆରମ୍ଭ କରିଦେଲେ ଏବଂ ସାଇକେଲ ରେ ଘର ଘର ବୁଲି ବିକିବା ଆରମ୍ଭ କଲେ ।

ତେବେ ଯେଉଁ ସମୟରେ ପାଉଡର ୧୩ ଟଙ୍କା ରେ ବିକ୍ରି ହେଉଥିଲା ସେ ସେତେବେଳେ ୩ ଟଙ୍କା ରେ ବିକ୍ରି କଲେ ଏବଂ ଧୀରେ ଧୀରେ ତାଙ୍କ ବ୍ୟବସାୟ ବୃଦ୍ଧି ହେଲା ଏବଂ ନିଜ ମୃ-ତ ଝିଅ ର ନାମ କୁ ସେ ଏକ ବଡ଼ ବ୍ରାଣ୍ଡ କରିଦେଲେ । ବର୍ତ୍ତମାନ ସେ ଧନୀ ତାଲିକା ରେ ୭୭୫ ସ୍ଥାନରେ ଅଛନ୍ତି ।

Leave a Reply

Your email address will not be published. Required fields are marked *