ଦେଖନ୍ତୁ କେମିତି ମଇଁଷିକୁ ଟାଣିନେଲା କୁମ୍ଭୀର, ଦେଖନ୍ତୁ Exclusive Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚ-ର୍ଚା-ରେ ରହୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଏହି ଭି-ଡି-ଓ-ଟି କୁମ୍ଭୀର ସହ ଜଡିତ । କୁମ୍ଭୀରକୁ ପାଣିର ରାଜା କୁହାଯାଇଥାଏ ।

ଆଜି ଆମେ ଆପଣଙ୍କୁ ଗୋଟିଏ କୁମ୍ଭୀର କିପରି ମଇଁଷି ଟିକୁ ପାଣି ଭିତରକୁ ଟା-ଣି ଟା-ଣି ନେଇ ଯାଉଛି ତାହା ଦେଖାଇବୁ । ପ୍ରତିବର୍ଷ ଆମ ରାଜ୍ୟରେ ବାତ୍ୟା ଓ ଲଘୁଚାପ କାରଣରୁ ନଈ ବଢି ବା ବନ୍ୟା ଆସିଥାଏ । ଓଡିଶାର ଅଧିକାଂଶ ଜିଲ୍ଲାରେ ମହାନଦୀ ଏବଂ ତାର ଅନେକ ଶାଖାନଦୀ କାୟା ବିସ୍ତାର କରି ରହିଛନ୍ତି । ଅତ୍ୟଧିକ ଜଳ ବୃଦ୍ଧି ହେତୁ ଅନେକ ସ୍ଥାନରେ ନଈ ନାଳ ପୁରି ବନ୍ୟା ଆସେ । ଆଉ ଏହି ବନ୍ୟାରେ ତଳିଆ ଅଞ୍ଚଳ ଲୋକେ ପ୍ରଭାବିତ ହେବା ସହ ସେମାନଙ୍କ ସହ କଷ୍ଟ ପାଆନ୍ତି ଅନେକ ପଶୁପକ୍ଷୀ ।

ତେବେ ନଈରେ ଅନେକ ସମୟରେ ଏହି ବନ୍ୟା ଜଳରେ କୁମ୍ଭୀର ଭାସି ଆସନ୍ତି । ତେଣୁ ବଢନ୍ତା ନଈରେ ପାଣିକୁ ଯେତିକି ଡର ଲାଗେ ଜଳଜୀବଙ୍କୁ ମଧ୍ୟ ସେତିକି ଭୟ ଥାଏ । ଏହି ଭି-ଡି-ଓ-ରେ ଆପଣ ଦେଖି ପାରୁଥିବେ ପାଣିରେ ଗୋଟିଏ ମଇଁଷିକୁ କିଭଳି କୁମ୍ଭୀର ଟିଏ ଟା-ଣି ଟା-ଣି ନେଉଛି । ସମସ୍ତେ  ଜାଣିଛୁ କୁମ୍ଭୀର ଦେଖିବାକୁ ଯେତେ ଶାନ୍ତ ଲାଗେ ସେତିକି ଚତୁର ମଧ୍ୟ ।

କିଛି ନ ଜାଣିବା ଭଳି ପଡି ରୁହେ କିନ୍ତୁ ସୁଯୋଗ ମିଳିଲେ ଥରକେ ଝା-ମ୍ଫ ମା-ରି ଜୀ-ବ-ନ ନେଇଯିବ । ସାଧାରଣତଃ କୁମ୍ଭୀର ଛୋଟ ଛୋଟ ପ୍ରାଣୀ ମାନଙ୍କୁ ଶି-କା-ର କରେ ହେଲେ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଥିବା ଏକ ଭି-ଡି-ଓ-ରେ କୁମ୍ଭୀର ଏକ ମଇଁଷିର ଶି-କା-ର କରିଥିବାର ନଜର ଆସୁଛି । ବନ୍ଧୁଗଣ ମଇଁଷି ଗୁଡିକ ଆକାରରେ ବହୁତ ବଡ ଓ ଶକ୍ତିଶାଳି ହୋଇଥାନ୍ତି । ହେଲେ ଭିଡିଓରେ କୁମ୍ଭୀରର ଏକ ମଇଁଷିକୁ ଶି-କା-ର କରି ପାଣିରେ ଭ-ସେ-ଇ ନେବାର ନଜର ଆସୁଛି ।

ତେବେ କୁମ୍ଭୀରଟି ମଇଁଷିକୁ ମା-ରି ପାଣି ଭିତରେ ତାଙ୍କୁ ଟା-ଣି ଟା-ଣି ଭାସି ଯାଉଥିବା ବେଳେ କିଛି ଲୋକେ ଏହା ଦେଖିଥିଲେ । ଆଉ ସାଙ୍ଗେ ସାଙ୍ଗେ ଏହି ଘ-ଟ-ଣା-ର ଭି-ଡି-ଓ ପ୍ରସ୍ତୁତ କରିଥିଲେ । ଆମ ଓଡିଶାର ଭିତର କନିକାରେ କୁମ୍ଭୀର ଅଭୟାରଣ୍ୟ ରହିଛି । ଓଡିଶାରେ ଅଧିକ ସଂଖ୍ୟାରେ କୁମ୍ଭୀର ଦେଖିବାକୁ ମିଳନ୍ତି । କୁମ୍ଭୀର ଗୋଟିଏ ମାଂସାହାରୀ ଏବଂ ହିଂସ୍ର ଜଳଜୀବ ଅଟେ । ସେଥିପାଇଁ ଯେକୌଣସି ନଦୀନାଳ ପାଖକୁ ଯିବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ ।

ଆଉ କେଉଁ ଅଜଣା ନଦୀନାଳ ପାଖକୁ ଯିବା ପୂର୍ବରୁ ତାହା ବିଷୟରେ ସଂପୂର୍ଣ୍ଣ ଜାଣିବା ମଧ୍ୟ ଆବଶ୍ୟକ ଅଟେ । ନଚେତ କାହା ସହ କେତେବେଳେ କଣ ଘ-ଟି-ପ-ରେ କିଏ ବା କହି ପାରିବ । ଓଡିଶାରେ ବର୍ଷା ଋତୁ ସମୟରେ ନଦୀ ସମୁଦ୍ର ଆଡିକୁ ନେଇ ଅନେକ ଦୁ-ର୍ଘ-ଟ-ଣା ଖବର ସାମନାକୁ ଆସୁଛି । ଏହି ଘଟଣାଟି ଓଡିଶାରେ ଘ-ଟି ଥିବାର ଜଣା ପଡିଛି ଓ ଲୋକମାନେ ଏହି ଘଟଣାର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *