ମାନବିକତାର ଏମିତି ଏକ ଭିନ୍ନ ରୂପ, ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆରେ ଥିବା ଅଧିକାଂଶ ଲୋକ ନିଜ ସ୍ଵାର୍ଥ ଦେଖୁଛନ୍ତି । ଯେଉଁଠି ଲାଭ ଅଛି ସେଇଠି ଲୋକମାନେ ଅଛନ୍ତି । ଏହି ସମୟରେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନଙ୍କ ପାଖରେ ମାନବିକତା ଅଛି । ସୋ-ସି-ଆ-ଲ ମି-ଡି-ଆ-ରେ କିଛି ଭିଡିଓ ମାନବିକତାର ଉଦାହରଣ ସାଜିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

୧. ବନ୍ଧୁଗଣ ମଣିଷ ଠାରୁ କମ ବୁଦ୍ଧି ପଶୁ ମାନଙ୍କର ଥାଏ ସେଥିପାଇଁ ତ ସେମାନଙ୍କୁ ପଶୁ କୁହାଯାଏ । ଗତ କିଛି ଦିନ ହେବ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଏକ ବତକ ତାର ଛୁଆ ମାନଙ୍କ ସହ ରୋଡ କ୍ରଶ କରୁଥିଲା ହେଲେ ରୋଡରେ ଥିବା ଏକ ନଳାରେ ତାର ଛୁଆ ମାନେ ଖସି ପଡିଲେ । ହେଲେ ଭିଡିଓ ଶୁ-ଟି-ଙ୍ଗ କରୁଥିବା ବ୍ୟକ୍ତି ଜଣକ ସେହି ସମୟରେ ନଳାରୁ ବତକ ଛୁଆ ବାହାର କରିଥିଲା । ଶେଷ ଛୁଆଟି ମିଳୁ ନଥିବାରୁ ବତକ ନିଜେ ସେହି ନଳା ଭିତରେ ପ-ଶି ଛୁଆ ବାହାର କରିଥିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓଟିରେ ଏକ ଗାଈ ନଈ ପାଣିରେ ଭାସିଯାଏ । ନଈ ସ୍ରୋତ ଅଧିକ ଥିବାରୁ ଗାଈଟି ଭାସି ଭାସି ଚାଲିଯାଏ । ସେଠାରେ ଥିବା ଲୋକମାନେ ଗାଈକୁ କେମିତି ବଞ୍ଚେଇବେ ଭାବୁଥିବା ସମୟରେ ଗୋଟେ ଯୁବକ ହଠାତ ରଶି ନେଇ ନଈ ଭିତରକୁ ପସିଯାଏ । ନିଜ ଆପ୍ରାଣ ଚେଷ୍ଟାରେ ସେ ଗାଈଟିକୁ ବଞ୍ଚାଇ ଦିଏ । ବନ୍ଧୁଗଣ ଗୋମାତାକୁ ବଞ୍ଚାଇବା ପାଇଁ ଏମିତି ପରୋପକାରିତା ବହୁତ କମ ଦେଖିବାକୁ ମିଳେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓଟି ହେଉଛି ଅଷ୍ଟ୍ରେଲିଆ ମେଲବନ ସହର ରେଲୱେ ଷ୍ଟେସନର । ଭିଡିଓରେ ଗୋଟେ ଲୋକ ଟ୍ରେନ ଭିତରକୁ ପ-ଶି-ବା ସମୟରେ ତାର ଗୋଡ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଫ-ସି-ଗ-ଲା । ସେଠାରେ ଥିବା ଯାତ୍ରୀ ମାନେ ଲୋକଟିକୁ ବଞ୍ଚାଇବା ପାଇଁ ବହୁତ କ-ଷ୍ଟ କରିଲେ ହେଲେ କିଛି ଖାସ ଫଳ ମିଳିଲା ନାହିଁ ।

ଏହା ପରେ ଯାତ୍ରୀ ମାନେ ଏକ ଆଶ୍ଚର୍ଯ୍ୟ ଜନକ ନିଷ୍ପତ୍ତି ନେଲେ ତାହା ହେଉଛି ଟ୍ରେନକୁ ଠେଲି ବ୍ୟକ୍ତିକୁ ବଞ୍ଚାଇବା । ସେଠାରେ ଥିବା ସମସ୍ତ ଲୋକ ୪୩ ଟନ ଟ୍ରେନକୁ ଠେଲି ଲୋକଟିକୁ ବଞ୍ଚାଇ ଦେଲେ ଓ ଏକ ବଡ ରେକର୍ଡ କରିଲେ ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ବୋକା ଲୋକ ଟ୍ରେନ ଲାଇନରେ ପଡିଥିବା ତାର ଜିନିଷକୁ ଉଠାଇବା ପାଇଁ ଚେଷ୍ଟା କରୁଥିବାର ନଜର ଆସେ । ଟ୍ରେନ ଆସିବା କଥା ସେ ଭୁଲି ଯାଇଥାଏ । ବନ୍ଧୁଗଣ ସେହି ଲୋକ ପଛପଟରେ ଦ୍ରୁତ ଗତିରେ ଟ୍ରେନ ଆସିବା ବେଳେ ସେଠାରେ ଥିବା ଜଣେ ବ୍ୟକ୍ତି ବୋକାକୁ ଧ-ରି ଠେ-ଲି ଦିଅନ୍ତି ।

୫- ପଞ୍ଚମ ରେ ହେଉଛି ରାସ୍ତା ରେ ଏକ ଗାଡି ରେ ଏକ କୁନି ଛୁଆ ଯାହାକୁ ତାର ବାପା ମାଆ ଭୁଲ ବଶତଃ ଗାଡ଼ିରେ ହିଁ ଛାଡି ପଳାଇଥିଲେ ଏବଂ ଗରମ ତଥା ନିଶ୍ୱାସ ନେବାରେ କଷ୍ଟ ହେବା ଯୋଗୁଁ ସେ କାନ୍ଦୁଥିଲା କିନ୍ତୁ ସେଠାରେ ଥିବା ଜଣେ ପୋଲିସ ଅଫିସର ଏହା ଦେଖି ନିଜ ରିସ୍କ ରେ ଗାଡି ର କାଚ କୁ ଭା-ଙ୍ଗି ଦେଇଥିଲେ ଏବଂ ଛୁଆ କୁ ଉଦ୍ଧାର କରିଥିଲେ । ତେବେ ଏହି ଭି-ଡି-ଓ ଦେଖିବା ପରେ ଆଜି ବି ମାନବିକତା ବଞ୍ଚିଛି ବୋଲି ଆପଣଙ୍କ ର ନିଶ୍ଚିତ ବିଶ୍ୱାସ ହୋଇ ଯାଇଥିବ ।

Leave a Reply

Your email address will not be published. Required fields are marked *