ଦେଖନ୍ତୁ ଏହି ଝିଅଟି ପୁଅ ମାନଙ୍କୁ କିପରି କହୁଛନ୍ତି, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଅନେକ ଲୋକ ଫେମସ ହେବା ପାଇଁ ମଧ୍ୟ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି ।

ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ସୋସିଆଲ ମିଡିଆ ଦ୍ଵାରା ଫେମସ ହୋଇପାରୁଛନ୍ତି । ଅନେକ ଯୁବପିଢି ମାନେ ରିଲ୍ସ ଭିଡିଓ କରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ରିଲ୍ସ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।ଭାଇରାଲ ହେଉଥିବା ଭିଡିଓରେ ଜଣେ ଝିଅ ପୁଅ ମାନଙ୍କ ବିଷୟରେ କହୁଛନ୍ତି । ଝିଅଟି କହୁଛି-‘କିଏ କହିଲା ପୁଅ ମାନଙ୍କ ଜୀବନରେ ଦୁଃଖ ନାହିଁ । ଘର ଛାଡିକି ଦୂର ସହରକୁ ଯାନ୍ତି ନିଜ ଘରର ଖୁସି ପାଇଁ ।

12 ଘଣ୍ଟା ଚାକିରି କରିକି 24 ଘଣ୍ଟା ଓଭର ଡ୍ଯୁଟି କରନ୍ତି ଘରର ଖୁସି ପାଇଁ 10 ହଜାର ଟଙ୍କା ଦରମା ଆସିଲେ 200 ଟଙ୍କା ରଖି 8 ହଜାର ଟଙ୍କା ଘରକୁ ଦିଅନ୍ତି । ନିଜ ଘରକୁ 15 ଦିନ ମାସେ ପାଇଁ ବୁଲିବାକୁ ଆସନ୍ତି କୂଣିଆ ହେଇ ନିଜ ଘରର ଖୁସି ପାଇଁ । ନିଜ ହାତରେ ପାଣି ଗ୍ଳାସ ଆଣି ପିଇ ନଥୁବା ପୁଅ ନିଜ ହାତରେ ରୋଷେଇ କରି ଖାନ୍ତି ନିଜ ହାତରେ ବାସନ ଧୁଅନ୍ତି ।

ଥରେ ସେ ପୁଅକୁ ପଚାର ତା ହୃଦୟରେ ସେ କଷ୍ଟ ଚାପିକି ରଖିଛି । କିନ୍ତୁ ସେ କହିପାରେ ନାହିଁ ନିଜ ଘରର ଖୁସି ପାଇଁ । ନିଜ ଭାଇ ଭଉଣୀ ବାପା ମାଙ୍କ ଖୁସି ପାଇଁ । ସେମାନଙ୍କର ବି ହୃଦୟ ଅଛି ହେଲେ ସେମାନେ ନିଜ କଷ୍ଟ କାହାକୁ ଦେଖାଇ ପାରନ୍ତି ନାହିଁ । ସେ ଭାଇ ମାନଙ୍କୁ ମୁଁ ସଲ୍ୟୁଟ କରୁଛି ଯେଉଁ ମାନେ ଘର ଛାଡି ଦୂରରେ ରହୁଛନ୍ତି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *