ଦେଖନ୍ତୁ ହିରୋଇନ Koel Banerjee ଙ୍କ ବାହାଘର ଓ ରିସେପ୍ସନର ପୁରା ଭିଡିଓ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କୋଏଲ ବାନାର୍ଜୀ ।

ଆପଣ ମାନେ ସମସ୍ତେ କୋଏଲଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କୋଏଲଙ୍କ ଜବରଦସ୍ତ ଅଭିନୟ ଓ ତାଙ୍କ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ କୋଏଲ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ କୋଏଲ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ କୋଏଲ କିଛି ଅଲଗା କାରଣ ପାଇଁ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କୋଏଲ ଏବେ ଦ୍ଵିତୀୟ ବିବାହ କରିଛନ୍ତି । ସେ ନିଜ ବିବାହର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । କୋଏଲଙ୍କ ବାହାଘର ଓ ରିସେପ୍ସନର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହା ନିଶ୍ଚୟ ଜାଣିଥିବେ ଯେ, କୋଏଲ ପ୍ରଥମେ ଓଡିଆ ଅଭିନେତା ବବି ମିଶ୍ରଙ୍କ ସହ ବିବାହ କରିଥିଲେ । ବନ୍ଧୁଗଣ ବବି ଓ କୋଏଲ ଦୁହେଁ ପରସ୍ପର ସହ ସୁଟିଙ୍ଗ ସେଟରେ ଭଲ ପାଇ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଓଡିଶା ବାସୀ ବେସ ଭଲ ପାଇବା ଦେଇଥିଲେ । ବିବାହର କିଛି ବର୍ଷ ଭଲରେ କଟି ଥିଲା ହେଲେ ପରବର୍ତ୍ତୀ ସମୟରେ ଦୁଇଜଣଙ୍କ ମଧ୍ୟରେ କଳହ ଲାଗିଥିଲା । କଳହ ଲାଗିବା ପରେ କୋଏଲ ବାନାର୍ଜୀ ଦୁଇ ବର୍ଷ ତଳେ ଓଡିଶା ଛାଡି ଚାଲିଯାଇଥିଲେ ।

ତେବେ ଗତ ବର୍ଷ ଓକେଲ ନିଜ ବିବାହ ବିଚ୍ଛେଦ କରି ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇ ଥିଲେ । ଏହା ବିଷୟରେ ଜାଣି ସାରା ଓଡିଶାର ଲୋକ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ବବି ମିଶ୍ରଙ୍କୁ ଛାଡିବା ପରେ ସେ ଏବେ କଲିକତାରେ ରହି ବଙ୍ଗଳା ଫିଲ୍ମରେ ଅଭିନୟ କରୁଛନ୍ତି । ତେବେ ବବିଙ୍କ ଠାରୁ ଅଲଗା ହେବା ପରେ କୋଏଲ ବାନାର୍ଜୀ ଏବେ ଦ୍ଵିତୀୟ ବିବାହ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *