ହାର୍ଟଟାକ ଆସିବା ପୂର୍ବରୁ ଏମିତି ଜମେଇ କି ନାଚିଥିଲେ Raju Srivastav, ଦେଖନ୍ତୁ କିପରି ଥିଲା ରାଜୁଙ୍କ ଲାଷ୍ଟ ଷ୍ଟେଜ ସୋ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡିଆନ ରାଜୁ ଶ୍ରୀ ବାସ୍ତବଙ୍କ ପରଲୋକ ହୋଇଛି । ଖବର ପାଇବା ପରେ ସମଗ୍ର ଭାରତବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ରାଜୁ ଶ୍ରୀବାସ୍ତବ ଅନେକ କମେଡିଆନ ମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲେ । ତାଙ୍କୁ ଦେଖି ଅନେକ କମେଡିଆନ ଷ୍ଟାଣ୍ଡଅପ କମେଡି କରିବାକୁ ଲାଗିଲେ । ଅନେକ ଚଳଚିତ୍ରରେ ମଧ୍ୟ କାମ କରିଥିଲେ ଏବଂ ହଜାର ହଜାର ଷ୍ଟେଜ ସୋ ମଧ୍ୟ କରିଛନ୍ତି ସେ । ତେବେ ରାଜୁ ଶ୍ରୀବାସ୍ତବ ଏକାଦଶୀ ଭଳି ପାବନ ଦିନରେ ଆମ୍ଭ ମାନଙ୍କୁ ଛାଡି ଚାଲି ଯାଇଛନ୍ତି ।

ତେବେ ଖବର ଅନୁଯାୟୀ ସେ ସଂସାରରୁ ବିଦାୟ ନେବା ପୂର୍ବରୁ ଖୋଲିକରି ଷ୍ଟେଜ ଉପରେ ନାଚିଥିଲେ । ମାତ୍ର କରୋଡ ଲୋକଙ୍କର ରକ୍ତର ସମ୍ପର୍କ ନଥାଇ ପାରେ କିନ୍ତୁ ହସ ର ସମ୍ପର୍କ ନିଶ୍ଚିତ ଭାବରେ ଥିଲା । ରାଜୁ ଶ୍ରୀବାସ୍ତବ ଲାଷ୍ଟ ଷ୍ଟେଜ ସୋ ରେ ଏହା କହିଥିଲେ ଯେ ଯାହାର ମସ୍ତି ଜୀବିତ ଅଛି, ବୁଝିନିଅ ଯେ ତାହାର ହସ୍ତୀ ଜୀବିତ ଅଛି, ନଚେତ ସେ ମଣିଷ ଜବରଦସ୍ତି ଜୀବିତ ଅଛି ।

ଏହି ସୋ ରେ ସେ ଲୋକ ମାନଙ୍କୁ ବହୁତ ହସାଇଥିଲେ । ନିଜେ ହସି ହସି କମେଡି ଏଭଳି ଭାବରେ କରିଥିଲେ ଯେ କେହି ଭାବିନଥିଲେ ଯେ ଏଭଳି ଭାବରେ ହଠାତ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯିବେ । ରାଜୁ ଶ୍ରୀବାସ୍ତବ କହିଥିଲେ ଯେ ମଜାକ କରିବା ବହୁତ ସହଜ ହୋଇଥାଏ, ମାତ୍ର ଏଭଳି ଭାବରେ ନିଜର ଜାଗା ଦୁନିଆ ଆଗରେ ସ୍ଵତନ୍ତ୍ର ଭାବରେ ବନାଇବା ତଥା ସେମାନଙ୍କ ଠାରୁ ପ୍ରଶଂସା ଶୁଣିବା ତଥା କରତାଳି ଶୁଣିବା ।

https://www.youtube.com/watch?v=GA5DDPsRwMA

ଏହା ସବୁଠାରୁ ବଡ କଥା ଅଟେ । ତେବେ ସେ ଏହି ଲାଷ୍ଟ ଷ୍ଟେଜ ସୋ ରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏବଂ ଲୋକମାନେ ତାଙ୍କୁ ଏଭଳି ଭାବରେ ସନ୍ନମାନ ତଥା ଭଲପାଇବା ଦେଇଛନ୍ତି ଯାହା ଚୀର ସ୍ମରଣୀୟ ଅଟେ । ତାଙ୍କ କମେଡି ରେ ହସି ହସି ଅନେକ ଲୋକେ ଦୁଃଖ ଭୁଲିଯାଉଥିଲେ । କିନ୍ତୁ କମେଡି କିଂ ଆଉ ଏ ଦୁନିଆରେ ନାହାଁନ୍ତି । ସବୁଦିନ ପାଇଁ ଆଖି ବୁଝି ଚାଲିଗଲେ ।

ପରିବାର ଲୋକେ ଯାହା କହିଥିଲେ ଯେ ତାଙ୍କ ଶରୀର ଅସୁସ୍ଥ ହୋଇଥିଲା ମାତ୍ର ହସ୍ପିଟାଲ ରେ ଚିକିତ୍ସିତ ହୋଇ ସେ ଘରକୁ ଫେରି ଆସିଥିଲେ । କିନ୍ତୁ ଏହା ପରେ ହଠାତ ପୁଣି ତାଙ୍କର ଦେହ ଅସୁସ୍ଥ ହୋଇ ଏହିଭଳି ତାଙ୍କର ବିୟୋଗ ଘଟିଲା । ତେବେ ସାରା ଭାରତବାସୀ ତାଙ୍କୁ ବହୁତ ମନେ ପାକଆଉଛନ୍ତି । ଭଗବାନ ତାଙ୍କ ଆତ୍ମା କୁ ମୋକ୍ଷ ପ୍ରଦାନ କରନ୍ତୁ । ତେବେ ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *