ଇଲେକ୍ଟ୍ରନିକ ଓଜନ ମେସିନରେ, ଦେଖନ୍ତୁ କିଭଳି ଓଜନରେ ଠକୁଛନ୍ତି ଦୋକାନୀ, ନିଶ୍ଚୟ ଜାଣି ରଖନ୍ତୁ ଆଉ କେହି ଠକି ପାରିବେନି…

ବନ୍ଧୁଗଣ, ସାଧାରଣତଃ ଅନେକ ସମୟରେ ଆପଣ ମାନେ ବଜାର ଯାଇ ବହୁତ କିଛି ଜିନିଷ କିଣିଥାନ୍ତି । ମାତ୍ର ଜିନିଷପାତ୍ର ର ଓଜନ କୁ ନେଇ ଆପଣ ଙ୍କ ମନରେ ନିଶ୍ଚିତ ଭାବରେ ସନ୍ଦେହ ରହୁଥିବ । କାଳେ ଦୋକାନୀ ଆପଣଙ୍କୁ ଠକି ଦଉଛି କି ? ଏଥିପାଇଁ ଆବଶ୍ୟକ ଖାଉଟି ମାନଙ୍କ ସଚେତନତା । ସେଥିପାଇଁ କଟକ ବାଲିଯାତ୍ରାରେ ଆୟୋଜିତ ହୋଇଛି ଖାଉଛି ସଚେତନତା ଶିବିର । ତେବେ ଆଜିକାଲି ବିଭିନ୍ନ ପ୍ରକାରର ଲୋକେ ଠକୁଥିବାର ନଜର ଆସୁଛନ୍ତି ।

ବିଶେଷ କରି ଇଲେକ୍ଟ୍ରନିକ ଜିନିଷ ରେ ଆପଣ ନିଜିସ ଓଜନ କରି ନେଉଛନ୍ତି, ସେହି ମେସିନ ଟି ସଠିକ ଅଛି କି ନାହିଁ ଆପଣ ଜାଣିବେ କିଭଳି ? ପ୍ରଥମେ ଆପଣ କୌଣସି ଜିନିଷ କିଣିଲେ ଓଜନ କରିଲେ, ଆପଣ ଙ୍କର ଅଧିକାର ଅଛି ଯେ ଆପଣ ତାଙ୍କୁ ପ୍ରଥମେ ପଚାରିବେ ଯେ ମେସିନ ର ସାର୍ଟିଫିକେଟ ଆମକୁ ଦେଖାଅ । ଯଦି ତାଙ୍କର ସାର୍ଟିଫିକେଟ ନାହିଁ ତେବେ ବୁଝି ଯାଆନ୍ତୁ ଯେ ମେସିନ ରେ କିଛି ପ୍ରୋବ୍ଲେମ ଥାଇପାରେ ।

ଓଜନ ଯାହା କରୁଛନ୍ତି ସେତିକି ଜିନିଷ ବଦଳରେ ଏକ କିଲୋ କମାଇ ଦେଉଛନ୍ତି । ଦ୍ଵିତୀୟରେ ମେସିନ ଆପଣଙ୍କର ସିଲ ଥିବା ଆବଶ୍ୟକ । ସାର୍ଟିଫିକେଟ ଟି ଓଡିଶା ସରକାର ଙ୍କ ଦ୍ଵାରା ଦିଆ ଯାଉଅଛି ଏହା ରହିବା ନିହାତି ଆବଶ୍ୟକ । ଡିପାର୍ଟମେଣ୍ଟ ଲିଗାଲ ମେଟ୍ରୋଲୋଜି ଯେଉଁ ଜିଲ୍ଲା ରେ ଅଛି, ସେଠାକୁ ଭେରୀଫାଏ କରି ପଠାଯାଉଛି । ଯେତେବେଳେ ଏନଫର୍ସମେଣ୍ଟ କରାଯାଉଛି ଯିଏ ଅସାଦ ବ୍ୟବସାୟୀ ଅଛନ୍ତି ତାଙ୍କୁ ଧରପଗଡ କରାଯାଉଛି ।

ଏହାପରେ ଫାଇନ ଆଦାୟ କରି ଗଭର୍ମେଣ୍ଟ କୁ ରେଭିନିଉ ଦିଆ ଯାଉଅଛି । ଧରି ନିଅନ୍ତୁ ଆପଣଙ୍କର କୌଣସି ପାଖ ଦୋକାନରେ, ଆପଣଙ୍କ ମେସିନରେ କୌଣସି ପ୍ରକାରର ସନ୍ଦେହ ହେଲା । ଆପଣ ତାଙ୍କୁ ମେସିନର ପ୍ରଥମେ ପଚାରିବେ ଯେ ଭେରୀଫିକେଟ ସାର୍ଟିଫିକେଟ ଅଛି କି ? ପ୍ରତ୍ୟକ ମେସିନ ପାଖରେ ଭେରୀଫିକେଟ ସାର୍ଟିଫିକେଟ ଡିସପ୍ଲେ କରିବା ବାଉଣ୍ଡ ।

ଏହା ସହିତ ଯଦି ଏଭଳି କିଛି ନଥିବ ତେବେ ନିଶ୍ଚିତ ଭାବରେ ଫାଇନ । ଅତି କମରେ 2000 ଟଙ୍କା ଫାଇଁ ଦେବାକୁ ହେବ । ମେସିନ ସିଜ କରି ତାଙ୍କ ଦୋକାନ ଉପରେ ଲିଗାଲ ଆକ୍ସନ ମଧ୍ୟ ନେଇପାରିବେ । ପବ୍ଲିକ ଦେଖାଇବା ନିମନ୍ତେ ସାର୍ଟିଫିକେଟ ଅଛି । ଯେକୌଣସି ଜାଗାକୁ ଡିସପ୍ଲେ ହେବା ନିହାତି ଦରକାର । ତେବେ ବନ୍ଧୁଗଣ ଏହି ସଚେତନତା ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *