ଦେଖନ୍ତୁ ମାଙ୍କଡ କେମିତି ଚୁପକେ ସେ ମଜା ନେଲା ! ହସି ହସି ଗଡିଯିବେ, ଦେଖନ୍ତୁ ଏହି ମଜାଦାର Video (Funny Monkey Moments)

ବନ୍ଧୁଗଣ ଆମେ ମାନେ ନିଜକୁ ଅତି ବୁଦ୍ଧିମାନ ମାନି ଥାଉ ହେଲେ ଆମ ଛଡା ପୃଥିବୀରେ ଆଉ ପ୍ରାଣୀ ମଧ୍ୟ ଅଛି ଯିଏ ଅତ୍ୟନ୍ତ ବୁଦ୍ଧିମାନ ଅଟେ । ଏହି ପ୍ରାଣୀକୁ ଆମେ ମାଙ୍କଡ କହିଥାଉ । ମାଙ୍କଡର କିଛି ପ୍ରଜାତିର 99 ପ୍ରତିଶତ ଜିନ୍ ଆମ ମଣିଷଙ୍କ ସହ ମିଶି ଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ସ୍ମାର୍ଟ ମାଙ୍କଡଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଗୋଟେ ମାଙ୍କଡ ବ୍ରେନ ଗେମ ଖେଉଛି । ଏହି ଗେମ ଖେଳି ମଣିଷ ମାନଙ୍କ ମୁଣ୍ଡ ବୁଲାଏ ହେଲେ ଏହି ମାଙ୍କଡଟି ଅତି ସହଜରେ ଏହି ଗେମକୁ ଖେଳୁଛି । ମାଙ୍କଡଟି କେତେ ବୁଦ୍ଧିମାନ ଆପଣ ମାନେ ଏହି ଭିଡିଓ ଦେଖି ଜାଣି ପାରୁଥିବେ ।

୨. ବନ୍ଧୁଗଣ ସମସ୍ତଙ୍କୁ ଦୋଳି ଖେଳିବା ପାଇଁ ବହୁତ ଭଲ ଲାଗେ । ଆମ ତୃତୀୟ ଭିଡିଓରେ ଗୋଟେ ମାଙ୍କଡ ଦୋଳି ଖେଳିବା ପାଇଁ ଦୋଳି ତିଆରି କରୁଛି । ଏହି ମାଙ୍କଡଟିକୁ ସେଲଟରରେ ରଖାଯାଇଛି ହେଲେ ମାଙ୍କଡର ବୁଦ୍ଧିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ମାଙ୍କଡଟି ଦୋଳି ବନେଇ ତା ଉପରେ ଆରାମରେ ସୋଉଛି । ମାଙ୍କଡର ବୁଦ୍ଧି ମଣିଷ ଠାରୁ କମ ନୁହେଁ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଗୋଟେ ବିଲେଇ ଆରମରେ ଶୋଇଛି ହେଲେ ସେହି ସମୟରେ ଗୋଟେ ମାଙ୍କଡ ଆସି ବିଲେଇକୁ ହଇରାଣ କରୁଛି । ମାଙ୍କଡଟି ଅତି ଚତୁରତାର ସହ ବିଲେଇକୁ ହଇରାଣ କରୁଛି ଯାହାଫଳରେ ବିଲେଇଟି ମାଙ୍କଡର ଟ୍ରିକ ବୁଝିପାରୁ ନାହିଁ । ମାଙ୍କଡଟି କେତେବେଳେ ବିଲେଇକୁ ଥୋପି ମାରୁଛି ତ କେତେବେଳେ ତାର ଲାଞ୍ଜ ଟାଣୁଛି ହେଲେ ବିଲେଇଟି କିଛି ବି କରିପାରୁ ନାହିଁ ।

୪. ବନ୍ଧୁଗଣ ମଣିଷଙ୍କ ଭଳି ମାଙ୍କଡ ମଧ୍ୟ ନିଜ ସାଥି ମାନଙ୍କର ମୁଣ୍ଡରୁ ଉକୁଣି ବାହାର କରିଥାନ୍ତି । ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଗୋଟେ ମାଙ୍କଡ ଝଞ୍ଜିରରେ ବନ୍ଧା ହୋଇଛି ହେଲେ ଏଣ୍ଟରଟେନମେଣ୍ଟ ପାଇଁ ସେ ଏକ ମାଙ୍କଡକୁ ଧରି ଦେଇଛି ଆଉ ତାର ଉକୁଣି ବାଛୁଛି । ମାଙ୍କଡ ଜାଲରେ ଫସିଯାଇଥିବା ବିଲେଇଟି କିଛି ବି କରିପାରୁ ନାହିଁ । ସେ ଚୁପ ଚାପ ବସିଛି ଆଉ ମାଙ୍କଡର ଯାହା ଇଛା ସେ ବିଲେଇ ସହ କରୁଛି ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଫଟୋକୁ ଦେଖନ୍ତୁ । ଏହି ଫଟୋଟି ବିଲେଇ ଓ ମାଙ୍କଡ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଉଛି । ବିଲେଇକୁ ହଇରାଣ କରିବାରେ ମାଙ୍କଡ ମାନେ କୌଣସି ମଉକା ଛାଡନ୍ତି ନାହିଁ । ଏହି ଫଟୋରେ ଏକ ବିଲେଇ ଆରାମରେ ସୋଇଥିବା ବେଳେ ଗୋଟେ ମାଙ୍କଡ ତା ପଛରେ ଆସି ତାର ଦୁଇ କାନକୁ ଧରି ଟାଣି ଦେଇଛି । ତା ହେଲେ ଆପଣ ମାନଙ୍କୁ ମାଙ୍କଡର ଏହି ସବୁ କାର୍ଣ୍ଣମା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *