Varsha-Anubhav ଙ୍କ ବିବାଦରେ ଦେଖନ୍ତୁ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଶୁଣିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଗତ କିଛି ଦିନ ହେବ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଅଛନ୍ତି । ଅନୁଭବ ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ସେ ଭିଡିଓରେ ସେ ନିଜ ମନର କଥା କହିଛନ୍ତି ।

ବନ୍ଧୁଗଣ ଅନୁଭବ ସେହି ଭିଡିଓରେ ବହୁତ ଦୁଃଖରେ ସବୁ କିଛି କହିଛନ୍ତି । ସେ କହିଛନ୍ତି ବର୍ଷାଙ୍କୁ ଭଲ ପାଇବା ହେଉଛି ତାଙ୍କ ଜୀବନର ସବୁଠାରୁ ବଡ ଭୁଲ । ସେ ଅନେକ ବର୍ଷ ହେବ ହାରାସମେଣ୍ଟର ଶିକାର ହୋଇ ଆସୁଛନ୍ତି । ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ସମୟରେ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ବୟାନ ଗଣମାଧ୍ୟମକୁ ଦେଇଛନ୍ତି ।

ସୁର ଭାଇ ଗଣମାଧ୍ୟମ ସାମ୍ନାରେ ଯାହା କହିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ କହିଛନ୍ତି-‘ଅନୁଭବ ତୁ କାଇଁ ଏଡେ ମାଇଚିଆ ଭଳିଆ ହେଉଛୁ । ତୁ ଖାଲି କହୁଛୁ ମରି ଯିବି କଣ ତୋର ହେଇଛି କି । ତୁ ଏଡେ ବଡ ଟୋକା ଆମ ହିରୋ ଓଡିଶାର ଗୋଟେ ଗର୍ବ ତୁ କହୁଛୁ ଆତ୍ମହତ୍ୟା କରିବି ।

ତୁ ଗୋଟେ ନାରୀ ପାଇଁ ଆତ୍ମହତ୍ୟା କରିବୁ । ଏଡେ ସୁନ୍ଦରିଆ ହିରୋ ଆମର ଓଡିଶା ପାଇଁ ଗୋଟେ ଗର୍ବ । ଯାହା ହେବ ହେବ ତା ପରେ ତୋ ପଛରେ ତ ବହୁତ ଗୋଡାଉଛନ୍ତି ନାରୀ । ଯଦି ନ ହେଲା ଆଉ ଗୋଟେ ଦେଖ ଆଉ ମରିବି କାହିଁକି ବେ । ମରିବାକୁ ମୁଁ ପସନ୍ଦ କରେ ନା । ମରିବାକୁ ଯିଏ କୁହେ ସେ କାପୁରୁଷ । ତୋ ଭଳିଆ ଗୋଟେ ହିରୋ ତୁ ଓଡିଶାର ଗର୍ବ ଆମର ଆଉ ତୁ କହୁଛୁ ମୁଁ ମରିବି ।

ବର୍ଷା ବହୁତ ଉଠିଲାଣି ନବୀନ ପଟ୍ଟନାୟକ ତାକୁ ବହୁତ ଉଠେଇଲାଣି । ସେ ପ୍ରଚାରକୁ ଗଲାଣି । ଆକୁ ନ ଦେଇ ବର୍ଷାକୁ ପ୍ରାଓରିଟି ଦେଉଛନ୍ତି ତେଣୁ ଆ ଅବସ୍ଥା ସ୍ଵଚନୀୟ । ରହ ବେ ଷ୍ଟ୍ରଙ୍ଗ ତୁ ପୁରୁଷ ବଢିଆ ହିରୋ ଧନ୍ୟବାଦ’ । ତେବେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ନିଜର ବୟାନ ଦେଇଛନ୍ତି ତା ହେଲେ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *