Deepika Padukone ଏମିତି ହିଁ ହେଇ ନାହାଁନ୍ତି Bollywood ର ଫେମସ ଅଭିନେତ୍ରୀ, ଜାଣନ୍ତୁ ତାଙ୍କର କିଛି କଳା କାରନାମା, ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆପଣମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଶ୍ଚୟ ଜାଣିଥିବେ । ଦୀପିକା ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଏହା ବ୍ୟତୀତ ଦୀପିକା ବଲିଉଡର ହାଇ ବଜେଟ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣା ଯାଇଥାନ୍ତି, ତାଙ୍କର ସମସ୍ତ ଫିଲ୍ମକୁ ଦର୍ଶକ ମାନେ ପସନ୍ଦ କରନ୍ତି । ହେଲେ ବର୍ତ୍ତମାନ ଦୀପିକା ଡ୍ରଗ୍ସ ସମସ୍ୟାରେ ଫସି ଯାଇଛନ୍ତି । ଯାହା ଫଳରେ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ବର୍ତ୍ତମାନ ଏହି କିଛି ଦିନ ହେବ ଦୀପିକା ବହୁତ ଚର୍ଚାରେ ଅଛନ୍ତି ଏବଂ ଏହା ସହିତ ସେ ଏନସିବି ଟାର୍ଗେଟରେ ମଧ୍ୟ ଅଛନ୍ତି । ଏନସିବି ଟିମ ବାରମ୍ବାର ଦୀପିକାଙ୍କ ସହ ପଚରା ଉଚରା କରୁଥିବାର ଜଣା ପଡିଛି । ଯେବେଠାରୁ ରିୟା ଚକ୍ରବର୍ତୀ ଡ୍ରଗ୍ସ ମାମଲାରେ ଜେଲ ଯାଇଛନ୍ତି ସେବେଠାରୁ ବଲିଉଡର ଏମିତି ବହୁତ ଷ୍ଟାର ମାନେ ଏନସିବି ଟାର୍ଗେଟରେ ଆସିଯାଇଛନ୍ତି ଯେଉଁମାନେ ଡ୍ରଗ୍ସର ନିଶା କରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଦୀପିକାଙ୍କ ସହ ଜଡିତ କିଛି ଅଜଣା କଥା ବିଷୟରେ କହିବୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଦୀପିକା ପାଦୁକୋନ ବଲିଉଡର ଲୋକପ୍ରିୟ ଅଭିନେତା ରଣବିର ସିଂହଙ୍କ ସହ ବିବାହ କରିଛନ୍ତି ।

ବର୍ତମାନ ଖବର ମିଳିଛି ଯେ, ଦୀପିକା ଓ ରଣବିର ଏମିତି ବହୁତ ସାରା ପାର୍ଟିର ବନ୍ଦୋବସ୍ତ କରନ୍ତି ଯେଉଁଠିକୁ କେବଳ ନିଶାଖୋର ମାନେ ଆସିଥାନ୍ତି । ଏହା ସହିତ ଦୀପିକା ଡିପ୍ରେସନରୁ ବାହାରିବା ପାଇଁ ନିଶାର ସେବନ କରୁଥିଲେ । ବର୍ତ୍ତମାନ ଦୀପିକାଙ୍କର ୱାଟସପ୍ ଚାଟ ଏନସିବି ହାତରେ ଲାଗିଛି, ଯେଉଁଥିରେ ଦୀପିକା ନିଜର ଏକ ସାଙ୍ଗକୁ ଡ୍ରଗ୍ସ ମଗାଇବା ପାଇଁ କହୁଥିଲେ ।

ବଲିଉଡରେ ଏଣ୍ଟ୍ରି କରିବା ପରେ ଦୀପିକା ଲାଇମ ଲାଇଟକୁ ଆସିବା ପାଇଁ ବିଭିନ୍ନ ବଡ ବଡ ଦିଗଜ ଅଭିନେତା ଓ ବିଜନେସ ମ୍ୟାନ ମାନଙ୍କ ସହ ଲିଭିଙ୍ଗ ଓ ଲଭ ରିଲେସନରେ ରହିଥିଲେ । ସେଥି ମଧ୍ୟରେ ପ୍ରଥମ ନାମ ହେଉଛି ନୀହାର ପାଣ୍ଡିଆ । ଦୀପିକା ମଡେଲିଙ୍ଗ କରିବା ସମୟରେ ନୀହାରଙ୍କ ସହ ରିଲେସନରେ ରହିଥିଲେ ।

ଏହା ବ୍ୟତୀତ ଦୀପିକା ବଲିଉଡ ଅଭିନେତା ଉପେନ୍ଦ୍ର ପଟେଲଙ୍କ ସହ ମଧ୍ୟ ରହିଥିଲେ । ଏହାପରେ ଦୀପିକାଙ୍କୁ କ୍ରିକେଟର ଏମଏସ ଧୋନୀଙ୍କ ସହ ମଧ୍ୟ ଦେଖା ଯାଇଥିଲା । ଏହି ଦୁଇଜଣ ପରସ୍ପରକୁ ଡେଟ କରୁଥିଲେ ହେଲେ କ୍ରିକେଟର ଯୁବରାଜ ସିଂହଙ୍କ ପାଇଁ ଏହି ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା । ଏହା ପରେ ଦୀପିକା ଯୁବରାଜ ସିଂହଙ୍କ ସହ ରହିଥିଲେ, ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ।

ଏହାପରେ ଦୀପିକା ବଲିଉଡ ଅଭିନେତା ରଣବିର ସିଂହଙ୍କ ସହ ଲଭ ରିଲେସନରେ ରହିଥିଲେ । ଏହି ଦୁଇଜଣ ଲିଭିଙ୍ଗ ରିଲେସନସିପରେ ମଧ୍ୟ ରହିଥିଲେ । ଦୀପିକା ରଣବିରଙ୍କ ନାମରେ ନିଜ ବେକରେ ଟାଟୁ ମଧ୍ୟ କରିଦେଇଥିଲେ । ହେଲେ ଏହି ସମ୍ପର୍କ ବହୁତ ଶୀଘ୍ର ଭାଙ୍ଗିଯାଇଥିଲା । ଦୀପିକା କହିଛନ୍ତି ଯେ ସେ ରଣବିର କପୁରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଭୁଲି ପାରି ନାହାନ୍ତି ସେଥିପାଇଁ ଡିପ୍ରେସନରେ ରହି ଡ୍ରଗ୍ସର ସେବନ କରନ୍ତି । ବନ୍ଧୁଗଣ ଏହା ଥିଲା ଦୀପିକା ପାଦୁକୋନଙ୍କର କିଛି ଡାର୍କ ସିକ୍ରେଟ ।

ତେବେ ଏହା ବିଷୟରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଏମିତି ବଲିଉଡର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ , ଧନ୍ୟବାଦ

Leave a Reply

Your email address will not be published. Required fields are marked *