ଦୀର୍ଘ ସମୟ ଧରି Cuttack Mundali Bridge ରେ ଫସି ରହିଛି ହାତୀ, ଦଉଡିରେ ହାତୀ ପାଖକୁ ପଠା ଯାଉଛି କଦଳୀ, ଦେଖନ୍ତୁ Video

ବନ୍ଧୁଗଣ ଏହି କରୋନା କାଳ ସମୟରେ ରାଜ୍ୟରେ ଏପରି ସବୁ ଘ-ଟ-ଣା ଘ-ଟୁ-ଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣାର ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ଏକ ଘ-ଟ-ଣା ବହୁତ ଚର୍ଚାରେ ଅଛି ଓ ଆପଣ ମାନେ ଏହି ଘ-ଟ-ଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ହାତୀ ।

କଟକ ମୁଣ୍ଡୁଳି ବ୍ରିଜରେ ତିନୋଟି ହାତୀ ମହାନଦୀର ପ୍ରଖର ସ୍ରୋତରେ ଫ-ସି-ଥିବାର ନଜର ଆସିଛନ୍ତି । ମୁଣ୍ଡୁଳି ବ୍ରିଜରେ ତିନୋଟି ହାତୀ ମହାନଦୀ ଭିତରେ ଥିବାର ନଜର ଆସିଛନ୍ତି । ହାତୀ ପଲରେ ଥିବା ୭ଟି ହାତୀ ମହାନଦୀ ସ୍ରୋତରେ ଭାସି ଯାଇଥିବାର ଖବର ମଧ୍ୟ ମିଳିଛି । ଗୋଟିଏ ହାତୀ ମୁଣ୍ଡୁଳି ବ୍ରିଜ ପାଖରେ ଲାଗି ରହିଥିବା ବେଳେ ଅନ୍ୟ ୬ଟି ହାତୀ ମହାନଦୀରେ ଭାସି ଭାସି ଆଠଗଡ ରେଞ୍ଜର ନୂଆ ଶାସନ ଗାଁରେ ଆନିକୋର୍ଟରେ ଲାଗିଥିବାର ସୂଚନା ମିଳିଛି ।


ହେଲେ ବନ୍ଧୁଗଣ ବଞ୍ଚି ଥିବା ଏହି ଗୋଟିଏ ହାତୀ ମୁଣ୍ଡୁଳି ବ୍ରିଜରେ ଫସି ରହିଯାଇଛି । ଏହି ହାତୀକୁ ଉଧାର କରିବା ପାଇଁ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛି । ଦୀର୍ଘ ସମୟ ଧରି ବନ ବିଭାଗ ସେହି ହାତୀକୁ ଉଧାର କରିବା ପାଇଁ ଉଦ୍ୟମ କରୁଛି । ହାତୀର ମାଲିକ ଘ-ଟ-ଣା ସ୍ଥଳରେ ପହଞ୍ଚି ଡାକୁ ଥିବା ବେଳେ ବନ ବିଭାଗର ଡିଏଫଓ ଏବଂ ବାରିଷ୍ଟ ଅଧିକାରୀ ସେହି ସ୍ଥାନରେ ପହଞ୍ଚି ଛନ୍ତି ।

ଘଟଣା ସ୍ଥଳରେ ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ନଜର ଆସିଛି ଯାହାକୁ ନେଇ ବର୍ତ୍ତମାନ ଚର୍ଚା ଚାଲିଛି । ମହାନଦୀରେ ହାତୀ ଫସି ରହିଥିବା ବେଳେ ବ୍ରିଜ ଉପରୁ ବନ ବିଭାଗର ଜଣେ ଅଧିକାରୀ ତାଙ୍କୁ ଏକ ଦୌଡି ସହାୟତାରେ କଦଳୀ ଦେଉଛନ୍ତି । ଦୀର୍ଘ ସମୟ ଧରି ହାତୀଟି ପାଣି ଭିତରେ ରହିଥିବାରୁ ତାକୁ ବର୍ତ୍ତମାନ ଖାଇବାକୁ ଦିଆଯାଉଛି । ହାତୀଟିକୁ କେମିତି ଉଧାର କରାଯିବ ସେନେଇ ବନ ବିଭାଗ ଚିନ୍ତାରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *