20 Interesting Gk Questions: ଜାଣନ୍ତୁ ଏମିତି 10 ଟି ଫୁଲ ଫର୍ମ, ଯାହା ଆପଣ ଆଗରୁ କେବେ ବି ଜାଣି ନଥିବେ !

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।

୧:- MLA ର ଫୁଲ୍ ଫର୍ମ କଣ ?

ଉତ୍ତର – Member of Legislative Assembly

୨:- WWW ର ଫୁଲ୍ ଫର୍ମ କଣ ?

ଉତ୍ତର – World Wide Web

୩:- ଡାକଘର (PIN) ର ଫୁଲ୍ ଫର୍ମ କଣ ?

ଉତ୍ତର – Postal Index Number

୪:- OK ର ଫୁଲ ଫର୍ମ କଣ ?

ଉତ୍ତର – All Correct

୫:- KYC ର ଫୁଲ ଫର୍ମ କଣ ?

ଉତ୍ତର :- Know Your Customer

୬:- BYE ର ଫୁଲ ଫର୍ମ କଣ ?

ଉତ୍ତର – Be with you e

୭:- ICU ର ଫୁଲ ଫର୍ମ କଣ ?

ଉତ୍ତର – Intensive care unit

୮:- ଅଫିମ କେଉଁ ଗଛରୁ ପ୍ରସ୍ତୁତ ହୁଏ ?

ଉତ୍ତର:- ପାପାଭର ସୋମ୍ନୀଫେରମ

୯:- ତରଳ ସୁନା କାହାକୁ କୁହାଯାଏ ?

ଉତ୍ତର:- ପେଟ୍ରୋଲିୟମ

୧୦:- କେଉଁ ପ୍ରାଣୀ ପଛକୁ ପହଁରିପାରେ ?

ଉତ୍ତର:- ଅକ୍ଟୋପସ

୧୧:- କେଉଁ ଗ୍ୟାସ ଥର୍ମୋମିଟର ରେ ବ୍ୟବହାର କରାଯାଏ ?

ଉତ୍ତର:- ହିଲିୟମ

୧୨:- ବେଲୁନ କିଏ ତିଆରି କରିଥିଲେ ?

ଉତ୍ତର:- ଆସ ପିଡିନ

୧୩:- ଆକାଶ ନୀଳ ଦେଖାଯାଏ କାହିଁକି ?

ଉତ୍ତର:- ଧୂଳିକଣା ହେତୁ

୧୪:- ଅସ୍ତ ହେବା ସମୟରେ ସୂର୍ଯ୍ୟ ଲାଲ ଦେଖାଯାଏ କାହିଁକି ?

ଉତ୍ତର:- ଆଲୋକର ବିଛୁରଣ ହେତୁ

୧୫:- ଏଣ୍ଡୁଅ କେଉଁ ପ୍ରକାର ପ୍ରାଣୀ ?

ଉତ୍ତର:- ସରୀସୃପ

୧୬:- ଅଶୋକଙ୍କ ଶିଳାଲିପି କେଉଁଠି ଦେଖାଯାଏ ?

ଉତ୍ତର – ଧଉଳି, ଜଉଗଡ ।

୧୭:- ସୋମବଂଶର ରାଜାମାନେ କେଉଁ ବଂଶର ନାମିତ ?

ଉତ୍ତର – କେଶରୀ ବଂଶ ।

୧୮:- ଓଡ଼ିଶାରେ କେଉଁ ରାଜବଂଶର ଶାସନ କାଳ ସୁବର୍ଣ୍ଣ ଯୁଗ ବୋଲି ଅଭିହିତ ?

ଉତ୍ତର – ଗଙ୍ଗବଂଶର ରାଜତ୍ଵକାଳ ।

୧୯:- କଞ୍ଚାବେଳେ ଲତପତ ପାଚିଗଲେ, ଟାଣ ଏହାର ଉତ୍ତର କହିଦିଅ ରହିଲା ମୋରାଣ ?

ଉତ୍ତର;- ମାଟି ହାଣ୍ଡି

୨୦:- କଳା ଘାସ ବଣେ ଧରିଲି ଚୋର ନଖ ମୁନେ ତାର ହେଲା ବିଚାର ?

ଉତ୍ତର;- ଉକୁଣୀ

୨୧:- କହିଲ ଦେଖି କେଉଁ ଫଳର ଆଖି ତିନୋଟି ?

ଉତ୍ତର;- ନଡ଼ିଆ

୨୨:- କାଠର ବାଛୁରୀ ପଥର ଗାଈ ଯେତେ ଦୁହୁଁଥିଲେ ପହ୍ନଉଥାଇ ?

ଉତ୍ତର;- ଚନ୍ଦନ କାଠ ପେଡ଼ି ।

୨୩:- ଗରମ ପାଇଲେ ଉପରେ ଉଡେ ଶୀତଳ ପାଇଲେ ତଳକୁ ପଡେ ?

ଉତ୍ତର;- ବାଷ୍ପ ।

୨୪:- ଗଛ ଲଗେଇଲି ଫଳିବା ପାଇଁ ଫଳ ଧରିଲା ହେଲେ ଝଡିଲା ନାହିଁ ?

ଉତ୍ତର;- ଭେଣ୍ଡି ।

୨୫:- କଞ୍ଚା ହଳଦିଆ, ପାଚିଲେ କଳା ନ କହି ପାରିଲେ ରାଜ୍ୟରୁ ପଳା ?

ଉତ୍ତର;- ଖଜୁରୀ କୋଳି ।

Leave a Reply

Your email address will not be published. Required fields are marked *