ଦଶମରେ 90% ନମ୍ବର ଆଣିଛି ସ୍ଵାତୀ, ହେଲେ ରେଜଲ୍ଟ ଦେଖିବାକୁ ଆଉ ଏ ଦୁନିଆରେ ନାହିଁ, ବାପାମା’ଙ୍କ କଥା ଶୁଣିଲେ ଲୁହରେ ଆଖି ଭିଜିଯିବ

ନମସ୍କାର ବନ୍ଧୁଗଣ । ୯୦ %ପ୍ରତିଶତ ନମ୍ବର ରଖି ପରୀକ୍ଷାରେ A  ଗ୍ରେଡ ହାସଲ କରିଛି ସ୍ଵାତୀ । ମାତ୍ର ତାଙ୍କ ସଫଳତାକୁ ଦେଖିବାକୁ ଆଜି ନାହିଁ ସ୍ଵାତୀ । ଗତ କାଲି ଦଶମ  ପରୀକ୍ଷାର ଫଳ ଆସିଥିବା ବେଳେ ଘର ଲୋକମାନେ ଏହି ଖବରଟିକୁ ଶୁଣି ଘର କମ୍ଫାଇବା ବୋଳି କାନ୍ଦିଛନ୍ତି । ଆଜି ଘର ଲୋକେ ଖୋଜୁଛନ୍ତି ସ୍ଵାତୀକୁ ବିଦ୍ୟାଲୟ ର ଛାତ୍ରୀମାନେ ଖୋଜୁଛନ୍ତି ତାଙ୍କ ଆଦେଖା ବନ୍ଧୁ ସ୍ଵାତୀକୁ । ସ୍ଵାତୀ ଦେଖିବାକକୁ ଯେତେ ସୁନ୍ଦର ତାଙ୍କ ଗୁଣ ମଧ୍ୟ ସେତିକି ଶାନ୍ତ ସ୍ଵଭାବ ବିଶିଷ୍ଟ ।

ସର୍ବଦା ପାଠ ପଢିବାରେ ନିଜକୁ ନିଯୋଜିତ ରଖେ ସ୍ଵାତୀ । ସ୍ଵାତୀର କେବଳ ଗୋଟାଏ ଆଶା ଥିଲା ଯେ ପରୀକ୍ଷାରେ ଉତ୍ତମ ନମ୍ବର ରଖିବ । ଆଜି ସ୍ଵାତୀଙ୍କ ସ୍ଵପ୍ନ ସାକାର ହୋଇଛି , କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ନିଜର ସଫଳତାକୁ ଦେଖିବାକୁ ସ୍ଵାତୀ ଆଜି ନାହାନ୍ତି ଏହି ଦୁନିଆରେ ସମସ୍ତକୁ ଛାଡି ଚାଲିଯାଇଛନ୍ତି ଅଲଗା ଦୁନିଆକୁ । ସ୍ଵାତୀ ଏବେ ନାହିଁ କଥା କୁ ଘର ଏବଂ ବିଦ୍ୟାଳୟ ର ଛାତ୍ରୀମାନେ ଜିର୍ଣ  କରିପାରୁନାହାନ୍ତି ।

ଆପଣମାନେ ଜାଣିଥିବେ ଦୁଇ ପୂର୍ବେ ଏକ ଭୟଙ୍କର ଘଟଣା ଆପଣମାନଙ୍କ ସାମନାକୁ ଆସିଥିଲା । ଏକ ଦୁର୍ଘଟଣା ରେ ଗାଡି ରେ ଯାଉଥିବା ବାପା ଏବଂ ଝିଅକୁ ଟ୍ରକ ଆସି ପିଟି ଦେଇଥିଲା । ହଁ ବନ୍ଧୁ ଏହି ଘଟଣା ଟିଏ ହେଉଛି ଅନୁଗୁଳ ସହରର  ବଣିଆ ବାଲ ର ସ୍ଵାତୀଙ୍କ ନାମ ହେଉଛି ସୁଚୋରିତା ଜେନା ଏବଂ ତାଙ୍କ ପିତା ଅବିରାମ ଜେନା ଅନୁଗୁଳର ଏକ ଘରୋଇ ଅନୁଷ୍ଟାନରେ କାର୍ଯ୍ୟ କରୁଥିଲେ ।

ସ୍ଵାତୀ ଥିଲା ଅନୁଗୁଳ ଗାନ୍ଧୀମାର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ।  ଦଶମ ପରୀକ୍ଷାରେ ୬୦୦ ରୁ ୫୦୦ ନମ୍ବର ରଖିବା ପାଇଁ ଅକ୍ଲାନ୍ତ ଚେଷ୍ଟା କରିଥିଲା ଏବଂ ତାହାର ପରିଶ୍ରମ ମଧ୍ୟ ପୁରା ହେଲା । ସ୍ଵାତୀ ମାମୁଁ ଘର ବୁଲିବାକୁ ବାପା ସହ ବାହାରି ଥିଲା କିନ୍ତୁ କିଏ ଜାଣିଥିଲେ ସ୍ଵାତୀଙ୍କ ପାଇଁ ତାହା ହେଉଛି ତାହାର ଶେଷ ଯାତ୍ରା ହୋଇଯିବ । ସ୍ଵାତୀ ମଧ୍ୟ ମାମୁଁ ଘରକୁ ଯିବି ଏବଂ ହସ ଖୁସି ଘରକୁ ଲେଉଟି ଯିବି ।

ମାତ୍ର ତାହା ହେଲା ନାହିଁ । ଆଜି ବିଦ୍ୟାଳୟ ର ସମସ୍ତେ ସ୍ଵାତୀକ୍କୁ ଶୁଭେଛା ଜଣାଇବା ପାଇଁ ଜୁରୁ ଛନ୍ତି । ମାତ୍ର ସ୍ଵାତୀ ଆଜି ସଫଳତାକୁ ଉତ୍ସାହ ସହ ପାଳନ କରିବାକୁ ନାହାନ୍ତି ଘରେ ଲୋକମାନଙ୍କ କାନ୍ଦ ସଭିଁକୁ ଦୁଃଖ ର ସମୁଦ୍ର ରେ ବୁଢାଉଛି । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ , ଶେୟାର ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *