Jyotish Shastra – ବିଜୟା ଦଶମୀରେ ମା’ ଦୂର୍ଗା କଲେ ଚମତ୍କାର, ଦଶହରା ପର ଠାରୁ ରାଜା ଭଳି ବଞ୍ଚିବେ ଏହି 9 ଟି ରାଶିର ଲୋକ

ବନ୍ଧୁଗଣ ଯେତେବେଳେ ଭଗବାନ କୌଣସି ମଣିଷ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେବେଳେ ସେହି ମଣିଷ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ । ଦୀର୍ଘ ୧୦୦ ବର୍ଷ ପରେ ଏହି ପବିତ୍ର ଦୂର୍ଗା ପୂଜାରେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧିରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାଫଳରେ ଏହି ଦଶହରା ପର ଠାରୁ ମା ଦୂର୍ଗା ଏହି ୯ଟି ରାଶି ମାନଙ୍କ ଉପରେ ଆଶୀର୍ବାଦ କରିବା ପାଇଁ ଯାଉଛନ୍ତି । ଏହା ଦ୍ଵାରା ଏହି ବର୍ଷ ଦଶହରା ପରଠାରୁ ଏହି ୯ ରାଶିର ବ୍ୟକ୍ତି ବିଶେଷଙ୍କର ଭାଗ୍ୟ ସୁନା ପରି ଚମକିବାକୁ ଲାଗିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମା ଦୂର୍ଗାଙ୍କ ଆଶୀର୍ବାଦରୁ ଆପଣ ମାନଙ୍କର ଆଗାମୀ ଭବିଷ୍ୟତ ବହୁତ ଶୁଭ ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଧନଲାଭ ହେବାର ଯୋଗ ରହିଛି ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବାର ମଧ୍ୟ ସମ୍ଭାବନା ରହିଛି । ଚାକିରିଆ ଲୋକମାନଙ୍କର ଉପରସ୍ଥ ଅଧିକାରୀ ସେମାନଙ୍କ ଉପରେ ପ୍ରସନ୍ନ ରହିବେ । ଯାହାଫଳରେ ଆପଣଙ୍କୁ ଏହି ଦଶହରା ପରେ ପ୍ରମୋଶନ ମିଳିବାର ବହୁତ ସମ୍ଭାବନା ରହିଛି ।

ଆସୁଥିବା ସମୟ ଆପଣ ମାନଙ୍କ ପାଇଁ ବହୁତ ଆନନ୍ଦ ଦାୟକ ରହିବ । ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ପ୍ରଚୁର ଲାଭ ମିଳିବ । ଆପଣଙ୍କୁ ଆପଣଙ୍କର ପରିବାର ଲୋକଙ୍କର ପୁରା ସହାୟତା ମିଳିବ । ଆପଣ କୌଣସି ଏକ ବଡ କାର୍ଯ୍ୟକୁ ପୂରଣ କରିବେ ।


ଆପଣଙ୍କ ଉପରେ ମା ଦୂର୍ଗାଙ୍କ କୃପା ରହିବ । ଘର ପରିବାରରେ ସୁଖ ସମୃଦ୍ଧିର ବାତାବରଣ ରହିବ । ଘରର ବଡ ସଦସ୍ୟ ମାନଙ୍କର ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଯାହାଦ୍ୱାରା ଆପଣଙ୍କ ମନ ପ୍ରସନ୍ନ ରହିବ । ମା ଦୂର୍ଗାଙ୍କର ଆସିମ କୃପାରୁ ଆପଣ ମାନଙ୍କ ଭାଗ୍ୟ ବଦଳିଯିବ । ଆପଣଙ୍କ ଦ୍ଵାରା ଅଧା ରହିଯାଇଥିବା କାର୍ଯ୍ୟ ପୂରଣ ହେବ ।


ଆପଣଙ୍କୁ ଏକ ନୂଆ ଅବସର ପ୍ରାପ୍ତ ହେବ । ଏହି ନୂଆ ଅବସର ଦ୍ଵାରା ଆପଣ ମାନଙ୍କୁ ଅଧିକ ସଫଳତା ମିଳିବାର ସମ୍ଭାବନା ରହିଛି । ବ୍ୟାପାର ରେ ହଠାତ ଧନଲାଭ ହେବାର ଯୋଗ ରହିଛି । ଏହା ବ୍ଯତୀତ ଆପଣ ଶିକ୍ଷା କ୍ଷେତ୍ରରେ ବହୁତ ଉନ୍ନତି କରିବେ । ଆପଣଙ୍କ ଚାକିରି ଓ ବ୍ୟାପାର ମଧ୍ୟ ବହୁତ ଶୀଘ୍ର ସଂପୂର୍ଣ୍ଣ ହେବାକୁ ଯାଉଛି । ଆପଣଙ୍କର ନୂତନ ଚାକିରିର ଯୋଗ ବନୁଅଛି ।


ଏହି ଦଶହରା ପରେ ଆପଣ ନୂତନ ଘର, ଜମି, ଭୂମି ଓ ନୂତନ ଯାନବାହାନ କିଣି ପାରନ୍ତି । ଆପଣ ନିଜର ସମସ୍ତ କାର୍ଯ୍ୟରେ ଆବଶ୍ୟକତା ଠାରୁ ଅଧିକ ସଫଳତା ହାସିଲ କରିବେ । ଆପଣଙ୍କର ଦାମ୍ପତ୍ତ୍ୟ ଜୀବନ ମଧୁର ସାବସ୍ଥ୍ୟ ହେବ । ଆଜି ଆମେ ଯେଉଁ ରାଶି ମାନଙ୍କ ବିଷୟରେ କହୁଛୁ ତାହା ହେଉଛି ସିଂହ ରାଶି, ତୁଳା ରାଶି, ବିଛା ରାଶି, କୁମ୍ଭ ରାଶି, କାନୟା ରାଶି, ମୀନ ରାଶି, ମେଷ ରାଶି, ବୃଷ ରାଶି ଓ ମକର ରାଶି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *