ସାବଧାନ, ଦାରିଦ୍ର୍ୟତା ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 6 ଟି ସଙ୍କେତ, ଆଜି ହିଁ ଚେକ କରି ନିଅନ୍ତୁ, ଆପଣଙ୍କ ଘରେ ହେଉ ନାହିଁ ତ ଏହି କାମ

ବନ୍ଧୁଗଣ ପ୍ରତ୍ୟେକ ମଣିଷର ଜୀବନରେ ଦୁଃଖ ଓ ସୁଖ ଉଭୟ ରହିଥାଏ । ଅଧିକାଂଶ ମଣିଷ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ବହୁତ କଷ୍ଟ କରିଥାନ୍ତି । ଏଥିପାଇଁ ସେମାନେ ବହୁତ ଚିନ୍ତାଗ୍ରସ୍ତ ହୋଇ ରହିଥାନ୍ତି । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମଣିଷଙ୍କ ଘରେ ଦରିଦ୍ରତା ଆସିବା ପୂର୍ବରୁ କିଛି ସଂକେତ ନିଶ୍ଚୟ ଆସିଥାଏ । ଯଦି ଆପଣ ଏହି ସଂକେତ ବିଷୟରେ ଜାଣି ପାରିବେ ତା ହେଲେ ଆପଣ ନିଜ ଭବିଷ୍ୟତକୁ ବଦଳାଇ ପାରିବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ସଂକେତ ବିଷୟରେ କହିବାକୁ ଯାଉଛୁ, ଯାହା ଦାରିଦ୍ରତା ଆସିବା ପୂର୍ବରୁ ଜଣା ପଡିଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣଙ୍କ ଘରେ କୌଣସି ଖାଦ୍ଯ ପଦାର୍ଥରେ କଳା ପିମ୍ପୁଡି ଲାଗି ରହିଥିବେ, ତାହାଲେ ଜାଣି ଯାଆନ୍ତୁ ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବାକୁ ଯାଉଛି ।

୨. ଏହା ବ୍ୟତୀତ ଯଦି ଆପଣଙ୍କ ଘରେ ଲାଗିଥିବା ଗଛ ପତ୍ର ଶୁଖିବାରେ ଲାଗିଛି ତା ହେଲେ ଆପଣ ତାକୁ ତୁରନ୍ତ କାଟି ଦିଅନ୍ତୁ, ଏହା ମଧ୍ୟ ଦାରିଦ୍ରତା ଆସିବାର ସଂକେତ ହୋଇଥାଏ । ଘରେ ଥିବା ଗଛ ପତ୍ର ସୁଖିବା ଉଚିତ ନୁହେଁ । ଏହା ଦ୍ଵାରା ବୁଧଗ୍ରହ ଖରାପ ହୋଇଥାଏ । ଯାହାଫଳରେ ଆପଣଙ୍କର କରଜ ବଢିଥାଏ ।


୩ . ଘର ମଧ୍ୟରେ ଥିବା ଝାଡୁ ଲକ୍ଷ୍ମୀଙ୍କର ସୂଚକ ଅଟେ । ଏହା ଦରିଦ୍ରତାକୁ ଘର ମଧ୍ୟରୁ ବାହାର କରିଥାଏ ଓ ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ । ହେଲେ ଝାଡୁ ଉପରେ ପାଦ ରଖିବା ଉଚିତ ହୋଇ ନଥାଏ । ଏହା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଏହା ସହିତ ସୂର୍ଯ୍ୟାସ୍ତ ପରେ ଭୁଲ ସେ ମଧ୍ୟ ଘରେ ଝାଡୁ ଲଗାଇବେ ନାହିଁ । ଏହା ଦ୍ଵାରା ବ୍ୟକ୍ତିର ଦୁର୍ଭାଗ୍ୟ ଆସିଥାଏ । ଝାଡୁ କେବେ ହେଲେ ଓଲଟା କରି ରଖନ୍ତୁ ନାହିଁ । ଝାଡୁକୁ ସର୍ବଦା ଶୁଆଇକି ରଖନ୍ତୁ ।


୪. ଯଦି ଆପଣଙ୍କ ଘରେ ବାରମ୍ବାର କ୍ଷୀର ଗରମ କରିବା ସମୟରେ କ୍ଷୀର ଉତୁରି ଯାଉଛି ତା ହେଲେ ଏହା ବହୁତ ଅଶୁଭ ହୋଇଥାଏ, ଏହି କାରଣ ହେତୁ ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ ।

୫. ଏହା ସହିତ ଯେତେବେଳେ ଆପଣ ଅଫିସ ବା ନିଜ କାମରୁ ଘରକୁ ଫେରୁଛନ୍ତି ଓ ସେହି ସମୟରେ ଯଦି ଆପଣଙ୍କ ଘର ସାମ୍ନାରେ କୌଣସି ଝିଟିପିଟି ନଜର ଆସିଥାଏ ତା ହେଲେ ଏହା ବହୁତ ଅଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଖରାପ ସମୟ ଆରମ୍ଭ ହୋଇଥାଏ ।

୬. ବନ୍ଧୁଗଣ ଯଦି ଆପଣ କୌଣସି ନୂଆ ଘର ନେଇଛନ୍ତି ଓ ସେହି ଘରେ ମରିଥିବା ଝିଟିପିଟି ଦେଖିଛନ୍ତି ତା ହେଲେ ଆପଣଙ୍କ ପାଇଁ ସେହି ଘର ବହୁତ ଅଶୁଭ ଅଟେ । ଏହାର ନିବାରଣ ପାଇଁ ଆପଣ ସେହି ଘରକୁ ପ୍ରବେଶ କରିବା ପୂର୍ବରୁ ସେହି ଘରର ବାସ୍ତୁ ପୂଜା ପାଠ କରିନେବା ନିହାତି ଆବଶ୍ୟକ । ନ ହେଲେ ଆପଣଙ୍କୁ ଅକାଳ ଦରିଦ୍ରତାର ଶିକାର ହେବାକୁ ପଡିପାରେ । ତେବେ ବନ୍ଧୁଗଣ ଏହି ସବୁ ସଂକେତ ପାଇଁ ସର୍ବଦା ସତର୍କ ରୁହନ୍ତୁ ଓ ସାହାସର ସହ ଏହି ସଂକେତର ସାମ୍ନା କରନ୍ତୁ । ଆପଣଙ୍କ ଖରାପ ସମୟ ନିଶ୍ଚୟ ଚାଲିଯିବ ଓ ଭଲ ସମୟର ଆଗମନ ନିଶ୍ଚୟ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *