ମରିଗଲେ ବି ଏହି ଜାଗାରେ ଭୁଲରେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ମୃତ୍ୟୁ ଓ ଦରିଦ୍ରତା ଆପଣଙ୍କ ପିଛା ଛାଡିବ ନାହିଁ

 

ସାଧାରଣତଃ ଧର୍ମ ଗ୍ରନ୍ଥରେ ସମସ୍ତ ସମସ୍ୟାର ସମଧାନ ଥାଏ । ପରିବାରରେ ବିଶୃଙ୍ଖଳା ହେଉଥିଲେ, ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁ ନଥିଲେ ଓ ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଆଦି ସମସ୍ୟାର ସମାଧାନ ବିଷୟରେ ଧର୍ମ ଗ୍ରନ୍ଥରେ ଲେଖାଯାଇଛି । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବୁ ଯାହା ଶାରୀରିକ ସମ୍ପର୍କକୁ ନେଇ ଜଡିତ । ଧର୍ମ ଗ୍ରନ୍ଥରେ ଏପରି ୮ ଟି ସ୍ଥାନ ବିଷୟରେ କୁହାଯାଇଛି, ଯାହାର ପାଖା ପାଖି ଶାରୀରିକ ସମ୍ପର୍କ ବନେଇବା ବହୁତ ଅଶୁଭ ମାନି ଥାନ୍ତି ।

ଏପରି କରିବା ଦ୍ଵାରା ମଣିଷ ପାପର ଭାଗୀଦାର ହୋଇଥାଏ । ଏହା ସହ ଏପରି ବ୍ୟକ୍ତି ଉପରେ ଧନର ଦେବୀ ମାତା ଲକ୍ଷ୍ମୀ କ୍ରୋଧ କରିଥାନ୍ତି, ଯାହାଫଳରେ ସେ ଦରିଦ୍ର ହୋଇଯାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ସ୍ଥାନ ବିଷୟରେ କହିବୁ ଯେଉଁଠି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ପବିତ୍ର ନଦୀ

ପବିତ୍ର ନଦୀ ପାଖରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ବହୁତ ଲୋକ ନଦୀ ମଧ୍ୟରେ ଏହି ସବୁ କାମ କରିଥାନ୍ତି । ଯାହାକି ବହୁତ ଖରାପ ହୋଇଥାଏ । ନଦୀ ମଧ୍ୟରେ ରୋମାନ୍ସ କରିବା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ ।

୨. ଅଗ୍ନି

ଅଗ୍ନି ପୁରାଣରେ ଅଗ୍ନିଙ୍କୁ ଦେବତା ବୋଲି ମାନି ଥାନ୍ତି । ସେଥିପାଇଁ ଏପରି ସ୍ଥାନରେ ସମ୍ବନ୍ଧ ବନେଇବା ଉଚିତ ହୋଇନଥାଏ । ଏହି ପବିତ୍ର ସ୍ଥାନରେ ସମ୍ବନ୍ଧ କରିବା ମହାପାପ ହୋଇଥାଏ ।

୩. ଅନ୍ୟ ବ୍ୟକ୍ତିଙ୍କ ଘରେ

ବିଷ୍ଣୁ ପୁରାଣ ଅନୁସାରେ କୌଣସି ବନ୍ଧୁବାନ୍ଧବ ବା ଅନ୍ୟ କୌଣସି ସମ୍ପର୍କୀୟଙ୍କ ଘରେ ନିଜ ଜୀବନ ସାଥି ସହ ସମ୍ବନ୍ଧ କରିବା ବହୁତ ବଡ ପାପ ହୋଇଥାଏ । ଏପରି କରିବା ଦ୍ଵାରା ସମ୍ପର୍କରେ ଦୂରତା ଆସିଥାଏ ।

୪. ଅସୁସ୍ଥ ବ୍ୟକ୍ତିଙ୍କ ଘରେ

ରୋଗ ଶଯ୍ୟାରେ ପଡିଥିବା ବ୍ୟକ୍ତିଙ୍କ ପାଖରେ ଭୁଲ ସେ ବି ନିଜ ଜୀବନ ସାଥି ସହ ସମ୍ବନ୍ଧ ବନେଇବେ ନାହିଁ । ଏହା ମହାପାପ ହୋଇଥାଏ ।

୫. ମନ୍ଦିର ପରିସରରେ

ଶାସ୍ତ୍ରରେ ମନ୍ଦିର ପରିସରରେ ଏପରି କାମକୁ ବର୍ଜିତ ମନା ଯାଇଥାଏ । ମନ୍ଦିର ପରିସରରେ ରୋମାନ୍ସ କରିବା ବହୁତ ବଡ ପାପ ହୋଇଥାଏ । ଏହି ସ୍ଥାନରେ ସ୍ଵାମୀ ସ୍ତ୍ରୀଙ୍କୁ ଠିକ ଭାବରେ ରହିବା ନିହାତି ଆବଶ୍ୟକ ।

୬. ଶ୍ମଶାନ ପାଖରେ

ବାସ୍ତୁ ଶାସ୍ତ୍ର ଅନୁସାରରେ ଏପରି ସ୍ଥାନ ଯେଉଁଠି ଶ୍ମଶାନ ଥିବା ସେହି ସ୍ଥାନରେ ସମ୍ବନ୍ଧ ରଖିବା ମହାପାପ ହୋଇଥାଏ । ଏହି ସ୍ଥାନରେ ଥିବା ନକରାତ୍ମକ ଊର୍ଜା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କକୁ ଖରାପ କରିଥାଏ ।

୭. ଗୁରୁଜନଙ୍କ ପାଖରେ

ଯଦି ଆପଣଙ୍କ ପାଖା ପାଖି ବ୍ରାହ୍ମଣ କିମ୍ବା କୌଣସି ଗୁରୁଜନ ଥିବେ ତା ହେଲେ ସେହି ସ୍ଥାନରେ ଭୁଲ ସେ ମଧ୍ୟ ସମ୍ବନ୍ଧ ରଖିବେ ନାହିଁ । ଏହା ବହୁତ ବଡ ପାପ ହୋଇଥାଏ ।

୮. ଗୋଲାମ ରହିବା ଘରେ

ଯେଉଁଠି କୌଣସି ଗୋଲାମ ଥିବ ବା ରହୁଥିବ, ସେହି ସ୍ଥାନରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ଏପରି ସ୍ଥାନ ଗୁଡିକରେ ପବିତ୍ର ସମ୍ପର୍କ ବନେଇବା ଅନୁଚିତ ହୋଇଥାଏ ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ଜ୍ୟୋତିଷୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *