“ଦଙ୍ଗଲ ଗାର୍ଲ” Fatima Sana Shaikh ଙ୍କ ବଡ ଖୁଲାସା, କହିଲେ- କାମ ବଦଳରେ ବହୁତ ଥର ସେ-କ୍ସ କରିବା ପାଇଁ କୁହାଗଲା ଓ ଶେଷରେ…

ଆଜିର ସୋ-ସି-ଆ-ଲ ମି-ଡି-ଆ ଜମାନାରେ ଯେଉଁଠି ଲୋକମାନେ ସୋ-ସି-ଆ-ଲ ମି-ଡି-ଆ ସହ ଯୋଡି ହୋଇ ରହିବାକୁ ପସନ୍ଦ କରୁଛନ୍ତି, ଆଉ କିଛି ଲୋକ ମଧ୍ୟ ଏହାଠୁ ଦୂରେଇ ରହିବା ଉଚିତ ମଣୁଛନ୍ତି । ଆଜି କାଲି ବଲିଉଡର ପ୍ରାୟ ସବୁ ଷ୍ଟାର ମାନେ ନିଜ ବିଷୟରେ ସୋ-ସି-ଆ-ଲ ମି-ଡି-ଆ-ରେ ହିଁ ସୂଚନା ଦେଉଛନ୍ତି । ଅନ୍ୟ ପଟେ ଆଉ କିଛି ଷ୍ଟାର ମଧ୍ୟ ସମୟ ସମୟରେ ସୋ-ସି-ଆ-ଲ ମି-ଡି-ଆ ଠାରୁ ଦୂରେଇ ମଧ୍ୟ ରହୁଛନ୍ତି ।

ତେବେ ନିକଟରେ ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ଫତିମା ସନା ଶେଖଙ୍କ ନାମ ମଧ୍ୟ ଯୋଡି ହୋଇଛି । କିଛି ଦିନ ପୂର୍ବରୁ ଫତିମା ସୋ-ସି-ଆ-ଲ ମି-ଡି-ଆ-ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ । ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଏହି ନିଷ୍ପତ୍ତିରେ କିଛି ପ୍ରଶଂସକ ହଇରାଣ ହୋଇ ପଡିଥିବା ବେଳେ ଆଉ କିଛି ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି ।

ତେବେ ଏହିପରି ସମୟରେ ଫତିମାଙ୍କ ଫ୍ୟାନ ମାନେ ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆଗ୍ରହୀ ହୋଇ ପଡିଥିବା ବେଳେ, ଆଜି ଆମେ ଆପଣଙ୍କୁ ଫତିମାଙ୍କ ସହ ଜଡିତ ଏକ ଘଟଣା ସମ୍ବନ୍ଧରେ ଆପଣଙ୍କୁ କହିବାକୁ ଯାଉଛୁ । ନିକଟରେ ଫତିମା ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ କି ସେ ଦିନେ ଜିମରୁ ଫେରୁଥିବା ବେଳେ ଗୋଟେ ଯୁବକ ତାଙ୍କୁ ବାରମ୍ବାର ଖରାପ ନଜରରେ ଅନାଉଥିଲା ।

ସେ ତାକୁ ବି-ରୋ-ଧ ବେଳେ ତାଙ୍କ ମଧ୍ୟରେ ଯୁ-କ୍ତି ତ-ର୍କ ହୋଇ ଯାଇଥିଲା ଓ ଫତିମା ତାକୁ ଥା-ପ-ଡ ମା-ରି ଦେଇଥିଲେ । ପ୍ରତିବଦଳରେ ପୁଅଟି ମଧ୍ୟ ଫତିମାଙ୍କୁ ଜୋରରେ ଘୁସା ମା-ରି-ଥି-ଲା, ଯାହା ଫଳରେ ସେ ତଳେ ପଡି ଯାଇଥିଲେ । ତାପରେ ସେ ସାଙ୍ଗେ ସାଙ୍ଗେ ତାଙ୍କ ବାପାଙ୍କୁ କଲ୍ କରି ସବୁ କଥା କହିଥିଲେ । ତାଙ୍କ ବାପା, ଭାଇ ଓ ତାଙ୍କର କିଛି ସାଙ୍ଗ ସେଠାରେ ପହଞ୍ଚି ଥିଲେ । କିନ୍ତୁ ସେତେବେଳକୁ ସେ ଯୁବକଟି ସେଠାରୁ ଫେ-ରା-ର ହୋଇ ଯାଇଥିଲା ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଫତିମା ସନା ଶେଖ ମୁଖ୍ୟ କଳାକାର ଭାବେ ଅମିର ଖାନଙ୍କ ସୁପରହିଟ ଫିଲ୍ମ ‘ଦଙ୍ଗଲ’ ମାଧ୍ୟମରେ ହିନ୍ଦୀ ସିନେମାରେ ପାଦ ରଖିଥିଲେ । ଏହା ପୂର୍ବରୁ ସେ ବଲିଉଡରେ ଶିଶୁ କଳାକାର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ନିଜ ସାକ୍ଷାତକାରରେ ଅଭିନେତ୍ରୀ ଫତିମା ସନା ଶେଖ କା-ଷ୍ଟିଂ କା-ଉ-ଚ ବିଷୟରେ ମଧ୍ୟ କଥା ହୋଇଥିଲେ ।

ସେ କହିଥିଲେ କି, “ନିଶ୍ଚିତ ଭାବେ ମୁଁ ମଧ୍ୟ କା-ଷ୍ଟିଂ କା-ଉ-ଚ ର ଶି-କା-ର ହୋଇ ସରିଛି । ମୋ ସହିତ ଅନେକ ଥର ଏପରି ହୋଇଛି । ମୋତେ ମଧ୍ୟ କୁହ ଯାଇଉଥିଲା କି ଯଦି କାମ ଦରକାର ତେବେ ସେ-କ୍ସ କରିବାକୁ ପଡିବ । ଏପରି ଭାବେ ଅନେକ ଥର ମୋ ପ୍ରୋଜେକ୍ଟ ମଧ୍ୟ ଅନ୍ୟକୁ ଦିଆ ହୋଇ ଯାଇଥିଲା । କାରଣ ସେମାନଙ୍କ ପାଖେ ରେଫରେନ୍ସ ଥିଲା । “ଆପଣଙ୍କୁ ଆମ ପୋଷ୍ଟଟି କିପରି ଲାଗିଲା କମେଣ୍ଟ କରି ଜଣାଇବେ ଏବଂ ପୋଷ୍ଟକୁ ଲାଇକ ଓ ସେୟାର କରିବାକୁ ମଧ୍ୟ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *