‘ମୋ ଭଉଣୀ ଆତ୍ମହତ୍ୟା କରିନି..ଜଣେ ଆଣ୍ଠୁ ମାରିକି…’ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ତାଙ୍କ ଭଉଣୀ, କଣ କହିଲେ ଦେଖନ୍ତୁ Video 

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ଭୀମ ଭୋଇ ମେଡିକାଲ କଲେଜର ଜଣେ ମହିଳା ଛାତ୍ରୀ ଆ-ତ୍ମ-ହ-ତ-ୟା କରିଛନ୍ତି ।

ଏହି ଆ-ତ୍ମ-ହ-ତ୍ୟା ମାମଲା ଉପରେ ମୃ-ତ-କ-ଙ୍କ ବଡ ଭଉଣୀ ସମସ୍ତ ତଥ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭୀମ ଭୋଇ କଲେଜରେ ମୃ-ତ ମହିଳା ଛାତ୍ରୀଙ୍କ ନାମ ହେଉଛି ନିରୁପମା । ନିରୁପମାଙ୍କ ମୃ-ତ୍ୟୁ ପରେ ତାଙ୍କ ବଡ ଭଉଣୀକୁ ଫୋନ କରି ନିରୁପମାଙ୍କ ମୃ-ତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା । ତାଙ୍କ ବଡ ଭଉଣୀଙ୍କ ମତରେ-‘ ମୋତେ ଫୋନ କିଏ କରିଥିଲେ ମୁ ତ ଜାଣି ନାହିଁ ।

ମୋ ପାଖକୁ ୧୨ଟା ୧୨ରେ ଫୋନ ଆସିଥିଲା ସେମାନେ କହିଲେ ଆପଣ ନିରୁପମାର ବଡ ଭଉଣୀ କହୁଛନ୍ତି କି । ସେମାନେ କହିଲେ ନିରୁପମା ଆଉ ନାହିଁ ଆପଣ ଶୀଘ୍ର ଆସନ୍ତୁ । ଆମେ ଗଲା ବେଳକୁ ସେହି ସ୍ଥାନରେ ପୋଲିସ, ଷ୍ଟୁଡେଣ୍ଟ ଓ କଲେଜ ଅଦକ୍ଷ ମାନେ ଉପସ୍ଥିତ ଥିଲେ’ । ଏହା ପରେ ଆଗକୁ ନିରୁପମା ଭଉଣୀ କହିଛନ୍ତି-‘ମୋ ଭଉଣୀକୁ ଝରକା ତଳେ ପକା ହେଇଛି ।

ସେମାନେ କହିଲେ ସେହି ଝରକାରେ ଗୋଟେ କପଡା ଦେଇ ମୋ ଭଉଣୀ ଆ-ତ୍ମ-ହ-ତ-ୟା କରିଛି । ହେଲେ ଝରକାର ଉଚ୍ଚତା ଯେତିକି ଅଛି ମୋ ଭଉଣୀ ସେଠି କେମିତି ଫା-ଶୀ ଦେବ କାରଣ ଫା-ଶୀ ଦେବା ବେଳେ ତାର ଆଣ୍ଠୁ ତଳେ ଥିଲା’ ।

ଆଗକୁ ନିରୁପମା ଭଉଣୀ କହିଛନ୍ତି-‘ହେଲେ ସେମାନେ କହୁଛନ୍ତି ଆଗରୁ ସେମିତି ହେଇ ସେ ଥିଲା ତାର ଜିଭ ବାହାରି ଥିଲା । ହେଲେ ମୁ ଗଲା ବେଳକୁ କିଛି ଜିଭ ବାହାରି ନାହିଁ । ଆମର କହିବା ଅନୁସାରେ ସେମିତି ପୋଜିସନରେ କିଏ ହଠାତ ମୃ-ତ୍ୟୁ ବରଣ କରିବ ନାହିଁ । ସେମାନେ ଯଦି ମୋ ଭଉଣୀକୁ ହସ୍ପିଟାଲ ନେଇ ଯାଇ ଥାନ୍ତେ ତା ହେଲେ ବୋଧେ ତାର ବଞ୍ଚିବାର କିଛି ମଉକା ଥିଲା । ହେଲେ ସେମାନେ ପୋଲିସ ଆଉ ଆମ ମାନଙ୍କୁ ଡକାଇ ତାର ବଞ୍ଚିବାର ଚାନ୍ସକୁ ହରାଇ ଦେଲେ’ ।

Leave a Reply

Your email address will not be published. Required fields are marked *