Cuttack ରେ ଡାକ୍ତର ମାନଙ୍କ ଫେବ୍ରେଟ ହୋଟେଲ, ଯେଉଁଠି ମାତ୍ର 50 ଟଙ୍କାରେ ମିଳେ ସ୍ଵାଦିଷ୍ଟ ଭୋଜନ, ଶେଷରେ ଧରାପଡିଲା ପ୍ରକୃତ ରହସ୍ୟ, ଶୁଣିଲେ ଆପଣ ବି କହିବେ…ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ମାଧ୍ୟମରେ ଆପଣ ମାନେ ନିଜ ମନୋରଞ୍ଜନ ବି କରିପାରିବେ ଆଉ ଆପଣ ମାନେ ନିଜ ମନପସନ୍ଦର ଜିନିଷ ବି ଦେଖି ପାରିବେ । 

ଏବେ ତ ସୋସିଆଲ ମିଡିଆରେ ଫୁଡ ବ୍ଲଗିଙ୍ଗ ବହୁତ ଚର୍ଚ୍ଚାରେ ରହୁଛି । ଅନେକ ଲୋକ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଫୁଡ ବ୍ଲଗିଙ୍ଗ କରୁଛନ୍ତି । ଏହାଦ୍ବାରା ଲୋକ ମାନେ ନିଜ ମନ ପସନ୍ଦର ସ୍ଥାନକୁ ଯାଇ ଖାଇବାର ମଜା ନେଇ ପାରୁଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଫୁଡ ବ୍ଲଗିଙ୍ଗ ନେଇ ଆସିଛୁ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଦେଶୀ ହୋଟେଲ ବିଷୟରେ କହିବାକୁ ଯାଉଛୁ ଯାହାର ଭିଡିଓ ଦେଖିଲେ ଆପଣଙ୍କ ପାଟିରୁ ବି ନାଳ ବାହାରିବ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଅନେକ ଲୋକ ଆମିଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି । ଯଦି ଆପଣ ମାନେ ବି ଆମିଷ ଖାଦ୍ୟ ପସନ୍ଦ କରନ୍ତି ତା ହେଲେ ଏହି ଭିଡିଓଟି କେବଳ ଆପଣ ମାନଙ୍କ ପାଇଁ । ଏହି ଦେଶୀ ହୋଟେଲର ନାମ ହେଉଛି ହୋଟେଲ କୁନୁ । ଏହି ଦେଶୀ ହୋଟେଲଟି ନାଖରା ନିଆଳି ରୋଡରେ ତ୍ରିନାଥ ବଜାରର ଅଛି । 

ବନ୍ଧୁଗଣ ଆପଣ ମାନେ ଏହି ହୋଟେଲରେ ସମସ୍ତ ପ୍ରକାରର ଦେଶୀ ଖାଦ୍ୟର ମଜା ଉଠାଇ ପାରିବେ । ଯଦି ଆପଣ ମାନେ ମଟନ ଖାଇବାକୁ ପସନ୍ଦ କରନ୍ତି ତା ହେଲେ ଏହି ହୋଟେଲରେ ଆପଣ ଖାସୀ ମାଂସର ମଜା ନେଇ ପାରିବେ । କେବଳ ଏତିକି ନୁହେଁ ବନ୍ଧୁଗଣ ଏହି ହୋଟେଲରେ ଆପଣ ଚିକେନ, ମାଛ, କଙ୍କଡା ଓ ଅନେକ ଭେଜ ଖାଦ୍ୟର ମଜା ବି ନେଇ ପାରିବେ ।

ଏହି ହୋଟେଲରେ ମିଳୁ ଥିବା ସମସ୍ତ ଖାଦ୍ୟର ପ୍ରାଇସ ବି ସାଧାରଣ ରହିଛି  । ଜଣେ ମଧ୍ୟମବର୍ଗ ଓ ଗରିବ ଲୋକ ବି ଏହି ସ୍ଥାନକୁ ଆସି ଶ୍ଵାସାଦ ଖାଦ୍ୟର ମଜା ନେଇ ପାରିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ଭିଡିଓକୁ ଦେଖନ୍ତୁ ଆପଣ ମାନଙ୍କୁ ଏହି ହୋଟେଲର ଖାଦ୍ୟ କେମିତି ଲାଗିଲା ଆମକୁ କମେଣ୍ଟ କରି କୁହନ୍ତୁ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *